ଅଭିନେତ୍ରୀ ପ୍ରତ୍ୟୁଷା ବାନାର୍ଜୀଙ୍କ ଆତ୍ମହତ୍ୟା

ମୁମ୍ବାଇ: ପ୍ରସିଦ୍ଧ ଟେଲି ଧାରାବାହିକ ‘ବାଳିକା ବଧୂ’ର ‘ଆନନ୍ଦି’ ଚରିତ୍ରରେ ଅଭିନୟ କରି ଖୁବ୍ ପ୍ରଶଂସା ଗୋଟାଇ ଥିବା ପ୍ରତ୍ୟୁଷା ବାନାର୍ଜୀ ଶୁକ୍ରବାର ଆତ୍ମହତ୍ୟା କରିଛନ୍ତି। ଆଜି ଅପରାହ୍ନରେ ତାଙ୍କ ଘରେ ସେ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି।  ବୟଫ୍ରେଣ୍ଡ୍ ରାହୁଲ ରାଜ ସିଂହଙ୍କ ସହିତ ମନମାଳିନ୍ୟକୁ ନେଇ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ତେବେ ତାଙ୍କ ଘରୁ ପୋଲିସ୍‌କୁ କୌଣସି ସୁଇସାଇଡ୍ ନୋଟ୍ ମିଳି ନାହିଁ। ପ୍ରତ୍ୟୁଷାଙ୍କୁ କୋକିଲା ବେନ୍ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। […]

pratyusha

pratyusha

Rakesh Mallick
  • Published: Friday, 01 April 2016
  • Updated: 02 April 2016, 07:57 AM IST

Sports

Latest News

pratyushaମୁମ୍ବାଇ: ପ୍ରସିଦ୍ଧ ଟେଲି ଧାରାବାହିକ ‘ବାଳିକା ବଧୂ’ର ‘ଆନନ୍ଦି’ ଚରିତ୍ରରେ ଅଭିନୟ କରି ଖୁବ୍ ପ୍ରଶଂସା ଗୋଟାଇ ଥିବା ପ୍ରତ୍ୟୁଷା ବାନାର୍ଜୀ ଶୁକ୍ରବାର ଆତ୍ମହତ୍ୟା କରିଛନ୍ତି। ଆଜି ଅପରାହ୍ନରେ ତାଙ୍କ ଘରେ ସେ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି।  ବୟଫ୍ରେଣ୍ଡ୍ ରାହୁଲ ରାଜ ସିଂହଙ୍କ ସହିତ ମନମାଳିନ୍ୟକୁ ନେଇ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ତେବେ ତାଙ୍କ ଘରୁ ପୋଲିସ୍‌କୁ କୌଣସି ସୁଇସାଇଡ୍ ନୋଟ୍ ମିଳି ନାହିଁ।

ପ୍ରତ୍ୟୁଷାଙ୍କୁ କୋକିଲା ବେନ୍ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ରାହୁଲ ହିଁ ପ୍ରତ୍ୟୁଷାଙ୍କ ଆତ୍ମହତ୍ୟା ସଂପର୍କରେ ପ୍ରଥମେ ପୋଲିସ୍‌କୁ ସୂଚନା ଦେଇଥିଲେ।

ରାହୁଲଙ୍କ ସହିତ ସେ ବିବାହ କରିବାକୁ ସ୍ଥିର କରି ଥିଲେ। ତେବେ ରାହୁଲ ତାଙ୍କୁ ଧୋକା ଦେଇଥିବା ଖବର ଆସିଥିଲା।

ପ୍ରତ୍ୟୁଷାଙ୍କ ମୃତ୍ୟୁ ଖବର ପାଇବା ପରେ ଟେଲି କଳାକାର ମହଲରେ ଶୋକର ଛାୟା ଖେଳି ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story