କରୋନା: ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମନ୍ତ୍ରୀ ଏବଂ ସାଂସଦଙ୍କ ଦରମାରୁ କଟିବ ୩୦%

ନୂଆଦିଲ୍ଲୀ: ସୋମବାର କ୍ୟାବିନେଟ୍‌ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି କ୍ରମେ ଶଶସନ ପ୍ରକ୍ରିୟାର ଶୀର୍ଷ ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମନ୍ତ୍ରୀ ଏବଂ ସାଂସଦମାନେ ଦରମାରୁ ବାର୍ଷିକ ୩୦ କାଟି ଦିଆଯିବ। କରୋନା ଲଢ଼େଇରେ ପ୍ରଭାବିତ ହେବାକୁ ଥିବା ଅର୍ଥନୀତିକୁ ଦୃଷ୍ଟିରେ ରଖି ଏହି ପ୍ରମୁଖ ବ୍ୟକ୍ତିମାନେ ନିଜଆଡ଼ୁ ଏପରି ପ୍ରସ୍ତାବ ଦେଇଥିଲେ। ସେମାନେ ସାମାଜିକ ଦାୟିତ୍ୱବୋଧ ଦୃଷ୍ଟିରୁ ଏପରି ନିଷ୍ପତ୍ତି ନେଇଥିଲେ। ରାଜ୍ୟପାଳମାନେ ମଧ୍ୟ ସମାନ ଭାବେ କରୋନା ମୁକାବିଲା […]

salary

salary

Subrat Kumar Nayak
  • Published: Monday, 06 April 2020
  • Updated: 06 April 2020, 06:15 PM IST

Sports

Latest News

ନୂଆଦିଲ୍ଲୀ: ସୋମବାର କ୍ୟାବିନେଟ୍‌ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି କ୍ରମେ ଶଶସନ ପ୍ରକ୍ରିୟାର ଶୀର୍ଷ ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମନ୍ତ୍ରୀ ଏବଂ ସାଂସଦମାନେ ଦରମାରୁ ବାର୍ଷିକ ୩୦ କାଟି ଦିଆଯିବ।

କରୋନା ଲଢ଼େଇରେ ପ୍ରଭାବିତ ହେବାକୁ ଥିବା ଅର୍ଥନୀତିକୁ ଦୃଷ୍ଟିରେ ରଖି ଏହି ପ୍ରମୁଖ ବ୍ୟକ୍ତିମାନେ ନିଜଆଡ଼ୁ ଏପରି ପ୍ରସ୍ତାବ ଦେଇଥିଲେ। ସେମାନେ ସାମାଜିକ ଦାୟିତ୍ୱବୋଧ ଦୃଷ୍ଟିରୁ ଏପରି ନିଷ୍ପତ୍ତି ନେଇଥିଲେ। ରାଜ୍ୟପାଳମାନେ ମଧ୍ୟ ସମାନ ଭାବେ କରୋନା ମୁକାବିଲା ପାଇଁ ୩୦% ଦରମା ଦେବେ।

ଏଥିପାଇଁ କେନ୍ଦ୍ର କ୍ୟାବିନେଟ୍‌ ‘ସାଲାରି, ଆଲଉନ୍ସେସ୍‌ ଆଣ୍ଡ ପେନସନ୍‌ ଅଫ୍‌ ମେମ୍ବରସ୍‌ ଅଫ୍‌ ପାର୍ଲିଆମେଣ୍ଟ ଆକ୍ଟ ୧୯୫୪’ରେ ପରିବର୍ତ୍ତନ ଆଣି ଏକ ବିଧେୟକ ପାରିତ କରିଛି। ଏହାଫଳରେ ଦରମା ଏବଂ ଭତ୍ତା ଚଳିତ ଏପ୍ରିଲ ୧ ତାରିଖରୁ ୧ ବର୍ଷ ଯାଏ ବା ଗୋଟିଏ ଆର୍ଥିକ ବର୍ଷ ପାଇଁ ଲାଗୁ ହେବ।

ଏତଦ୍‌ବ୍ୟତୀତ ସମସ୍ତ ସାଂସଦଙ୍କ ପାଣ୍ଠି ମଧ୍ୟ ଆସନ୍ତା ୨ ବର୍ଷ ଯାଏ ସ୍ଥଗିତ ରହିବ। ଏ ବାବଦକୁ ୭୯୦୦ କୋଟି ମିଳିବ। କରୋନା ମୁକାବିଲାରେ କନ୍‌ସୋଲିଡେଟେଡ୍‌ ଫଣ୍ଡ ଜରିଆରେ ଏହି ସମସ୍ତ ଅର୍ଥ ଖର୍ଚ୍ଚ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story