ପୂର୍ବ ତୁର୍କୀରେ ୮ ଯବାନଙ୍କ ମୃତ୍ୟୁ

ଇସ୍ତାନବୁଲ: କୁର୍ଦ୍ଦିଶ ଆତଙ୍କୀଙ୍କ ସହ ଘମାଘୋଟ ଯୁଦ୍ଧରେ ୮ଜଣ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି ବୋଲି ତୁର୍କୀ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଶନିବାର ଗଭର୍ଣ୍ଣର କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ବିଛିର୍ଣ୍ଣତାବାଦୀ ଆତଙ୍କବାଦୀ ସଂଗଠନ ବିପକ୍ଷରେ ଏହି ଅପରେସନ୍‌ କରାଯାଇଥିଲା। ତୁର୍କୀ ପକ୍ଷରୁ ଏହାକୁ କୁର୍ଦ୍ଦିସ୍ତାନ ୱାର୍କର୍ସ ପାର୍ଟି ଅବା ପିକେକେ ବୋଲି ବର୍ଣ୍ଣନା କରାଯାଇଛି। ଶୁକ୍ରବାର ଦିନ କରାଯାଇଥିବା ଏହି ଅପରେସନ୍‌ରେ  ତାନ୍ଦୁରେକ୍‌ ପାହାଡ଼ମାଳାର ପାଖାପାଖି […]

terrorists

terrorists

Rakesh Mallick
  • Published: Saturday, 03 September 2016
  • Updated: 04 May 2017, 03:44 PM IST

ଇସ୍ତାନବୁଲ: କୁର୍ଦ୍ଦିଶ ଆତଙ୍କୀଙ୍କ ସହ ଘମାଘୋଟ ଯୁଦ୍ଧରେ ୮ଜଣ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି ବୋଲି ତୁର୍କୀ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଶନିବାର ଗଭର୍ଣ୍ଣର କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ବିଛିର୍ଣ୍ଣତାବାଦୀ ଆତଙ୍କବାଦୀ ସଂଗଠନ ବିପକ୍ଷରେ ଏହି ଅପରେସନ୍‌ କରାଯାଇଥିଲା। ତୁର୍କୀ ପକ୍ଷରୁ ଏହାକୁ କୁର୍ଦ୍ଦିସ୍ତାନ ୱାର୍କର୍ସ ପାର୍ଟି ଅବା ପିକେକେ ବୋଲି ବର୍ଣ୍ଣନା କରାଯାଇଛି।

ଶୁକ୍ରବାର ଦିନ କରାଯାଇଥିବା ଏହି ଅପରେସନ୍‌ରେ  ତାନ୍ଦୁରେକ୍‌ ପାହାଡ଼ମାଳାର ପାଖାପାଖି ୧୧ ଜଣ ଆତଙ୍କୀ ନିହତ ହୋଇଛନ୍ତି।

ଦୀର୍ଘବର୍ଷ ହେବ ତୁର୍କୀ ଓ ପିକେକେ ମଧ୍ୟରେ ବିବାଦ ‌ଯୋଗୁଁ ୪୦,୦୦୦ ଲୋକ ପ୍ରାଣ ହରାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story