ମହାରାଷ୍ଟ୍ର ଡ୍ୟାନ୍ସବାର ମାଲିକଙ୍କ ପାଇଁ ବିଜେପି ଆଣିଛି ଅଚ୍ଛେ ଦିନ: ରାଜ ଠାକ୍‌ରେ

ମୁମ୍ବାଇ: ମହାରାଷ୍ଟ୍ର ନବନିର୍ମାଣ ସେନା ପ୍ରମୁଖ ରାଜ ଠାକରେ ଡ୍ୟାନ୍ସ ବାର ଘଟଣାକୁ ନେଇ ବିଜେପିକୁ କଡା ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ବିଜେପି ଭଲ ଦିନ  ଆସିବ ବୋଲି କହୁଥିବା ବେଳେ ଏବେ ମହାରାଷ୍ଟ୍ରରେ ଡ୍ୟାନ୍ସବାର ମାଲିକଙ୍କ ଭଲ ଦିନ ଆସିଯାଇଛି।” ଏପରି କି ସେ ବିଜେପିକୁ ବ୍ୟାଙ୍ଗ କରି ‘ଅପକି ବାର, ଡ୍ୟାନ୍ସ ବାର’ ବୋଲି କହିଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଠାକରେ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ଫଡନାଭିସ ଯେତେବେଳେ ବିରୋଧୀ […]

raj

raj

Rakesh Mallick
  • Published: Thursday, 03 March 2016
  • Updated: 03 March 2016, 11:32 AM IST

Sports

Latest News

ମୁମ୍ବାଇ: ମହାରାଷ୍ଟ୍ର ନବନିର୍ମାଣ ସେନା ପ୍ରମୁଖ ରାଜ ଠାକରେ ଡ୍ୟାନ୍ସ ବାର ଘଟଣାକୁ ନେଇ ବିଜେପିକୁ କଡା ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ବିଜେପି ଭଲ ଦିନ  ଆସିବ ବୋଲି କହୁଥିବା ବେଳେ ଏବେ ମହାରାଷ୍ଟ୍ରରେ ଡ୍ୟାନ୍ସବାର ମାଲିକଙ୍କ ଭଲ ଦିନ ଆସିଯାଇଛି।” ଏପରି କି ସେ ବିଜେପିକୁ ବ୍ୟାଙ୍ଗ କରି ‘ଅପକି ବାର, ଡ୍ୟାନ୍ସ ବାର’ ବୋଲି କହିଛନ୍ତି।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଠାକରେ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ଫଡନାଭିସ ଯେତେବେଳେ ବିରୋଧୀ ଦଳରେ ଥିଲେ ଏନ୍‌ସିପି ସରକାର ଏହି ପ୍ରସଙ୍ଗକୁ ଠିକ୍‌ରେ ସୁପ୍ରିମକୋର୍ଟରେ ଉପସ୍ଥାପନ କରି ନ ଥିବା ଅଭିଯୋଗ କରିଥିଲେ। ଏହା ଏନ୍‌ସିପିର ରାଜନୈତିକ ଇଚ୍ଛାଶକ୍ତିର ଅଭାବ ବୋଲି ସେତେବେଳେ ସେ କହିଥିଲେ। ଏବେ କାହିଁକି ଏହି ମାମଲାରେ ସେ କିଛି କରିପାରୁ ନାହାନ୍ତି।”

ଏବେ ବିଜେପି ସରକାରର ଇଚ୍ଛାଶକ୍ତି ଅଭାବ ରହିଛି ନା, ଡ୍ୟାନ୍ସବାର ମାଲିକଙ୍କ ସହ ଏହି ସରକାର ହାତ ମିଳାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story