ସାମ୍ୱାଦିକ ରାଜଦେଓ ହତ୍ୟା ମାମଲା: କୋର୍ଟରେ ଆତ୍ମସମର୍ପଣ କଲା ଲଦ୍ଦନ୍ ମିଆଁ

ପାଟନା: ବିହାରର ସିୱାନରେ ସାମ୍ୱାଦିକ ରାଜଦେଓ ରଞ୍ଜନ ଯାଦବ ହତ୍ୟା ମାମଲାରେ ଫେରାର ଥିବା ଅଭିଯୁକ୍ତ ଲଦ୍ଦନ୍ ମିଆଁ ଗୁରୁବାର ସକାଳେ କୋର୍ଟରେ ଆତ୍ମସମର୍ପଣ କରିଛି। ରାଜଦେବଙ୍କ ହତ୍ୟା ପରେ ପୋଲିସ୍ ଲଦ୍ଦନ୍ ମିଆଁକୁ ଖୋଜୁଥିଲା। ଏହି ଘଟଣାରେ ପୋଲିସ୍ ଗତ ୨୫ ତାରିଖରେ ପାଞ୍ଚ ଜଣ ସୁଟରକୁ ଗିରଫ କରିଥିଲା। ସେମାନେ ସମସ୍ତେ ଏହି ହତ୍ୟାକାଣ୍ଡରେ ସଂପୃକ୍ତି ଥିବା ସ୍ୱୀକାର କରିଥିଲେ। ସିୱାନ ଏସପି ସୌରଭ ଶାହା କହିଛନ୍ତି,“ଏହି ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ […]

laddan

laddan

Rakesh Mallick
  • Published: Thursday, 02 June 2016
  • Updated: 02 June 2016, 10:13 AM IST

Sports

Latest News

laddanପାଟନା: ବିହାରର ସିୱାନରେ ସାମ୍ୱାଦିକ ରାଜଦେଓ ରଞ୍ଜନ ଯାଦବ ହତ୍ୟା ମାମଲାରେ ଫେରାର ଥିବା ଅଭିଯୁକ୍ତ ଲଦ୍ଦନ୍ ମିଆଁ ଗୁରୁବାର ସକାଳେ କୋର୍ଟରେ ଆତ୍ମସମର୍ପଣ କରିଛି। ରାଜଦେବଙ୍କ ହତ୍ୟା ପରେ ପୋଲିସ୍ ଲଦ୍ଦନ୍ ମିଆଁକୁ ଖୋଜୁଥିଲା। ଏହି ଘଟଣାରେ ପୋଲିସ୍ ଗତ ୨୫ ତାରିଖରେ ପାଞ୍ଚ ଜଣ ସୁଟରକୁ ଗିରଫ କରିଥିଲା। ସେମାନେ ସମସ୍ତେ ଏହି ହତ୍ୟାକାଣ୍ଡରେ ସଂପୃକ୍ତି ଥିବା ସ୍ୱୀକାର କରିଥିଲେ।

ସିୱାନ ଏସପି ସୌରଭ ଶାହା କହିଛନ୍ତି,“ଏହି ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ଲଦ୍ଦନ୍ ମିଆଁ ସହ ଜଡ଼ିତ। ଲଣ୍ଡନ ମିଆଁକୁ ରିମାଣ୍ଡରେ ନେବାକୁ ପୋଲିସ୍ କୋର୍ଟରେ ଆବେଦନ କରିଛି।”

ଲଣ୍ଡନ ମିଆଁର ଗିରଫ ପରେ ରାଜଦେଓ ହତ୍ୟାକାଣ୍ଡରେ ପୂର୍ବତନ ଆରଜେଡି ସାଂସଦ ଶାହାବୁଦ୍ଦିନଙ୍କ ସଂପୃକ୍ତ ଥିବା ନେଇ ଥିବା ରହସ୍ୟ ଉପରୁ ପରଦା ଉଠିବ ବୋଲି କୁହାଯାଉଛି। ଏହାସହିତ ହତ୍ୟାକାଣ୍ଡର କାରଣ ମଧ୍ୟ ଜଣାପଡ଼ିବ।

ଗତ ମେ’୧୩ ତାରିଖରେ ସାମ୍ୱାଦିକ ରାଜଦେଓ ରଞ୍ଜନଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଗୁଳି ମାରି ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ  ରାଜଦେବଙ୍କୁ ପୋଲିସ୍ ହସ୍ପିଟାଲରେ ଭର୍ତ୍ତି କରିଥିଲା।  ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story