ବାଗ୍‌ଦାଦରେ ୨ଟି ଶକ୍ତିଶାଳୀ ବିସ୍ଫୋରଣ,୮୩ ମୃତ, ୧୭୬ ଆହତ

ବାଗ୍‌ଦାଦ୍‌:ଇରାକ୍‌ର ରାଜଧାନୀ ବାଗ୍‌ଦାଦ୍‌ରେ ଆଜି ସକାଳୁ ୨ଟି ସ୍ଥାନରେ ଶକ୍ତିଶାଳୀ ବିସ୍ଫୋରଣ ଘଟି ୮୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୭୬ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି ଆଇଏସ୍‌ଆଇଏସ୍‌ । ବାଗ୍‌ଦାଦ ପୋଲିସର ଜଣେ ବିରଷ୍ଠ ଅଧିକାରୀ କହିଛନ୍ତି,“ରମ୍‌ଜାନ ମାସ ଚାଲିଥିବାରୁ ବାଗ୍‌ଦାଦର କାର୍‌ଦା ଜିଲ୍ଲାର ଏକ ସପିଂ କମ୍ପ୍ଲେକ୍ସ ନିକଟରରେ ଭିଡ ରହିଥିଲା ଏହି ସମୟରେ ଦୁଇଟି ସ୍ଥାନରେ ଲାଗାତାର ଭାବେ ବିସ୍ଫୋରଣ ଘଟିଥିଲା। ଏଥିରେ ୭୮ […]

karada

karada

Rakesh Mallick
  • Published: Sunday, 03 July 2016
  • Updated: 04 May 2017, 03:44 PM IST

Sports

Latest News

ବାଗ୍‌ଦାଦ୍‌:ଇରାକ୍‌ର ରାଜଧାନୀ ବାଗ୍‌ଦାଦ୍‌ରେ ଆଜି ସକାଳୁ ୨ଟି ସ୍ଥାନରେ ଶକ୍ତିଶାଳୀ ବିସ୍ଫୋରଣ ଘଟି ୮୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୭୬ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି ଆଇଏସ୍‌ଆଇଏସ୍‌ ।

ବାଗ୍‌ଦାଦ ପୋଲିସର ଜଣେ ବିରଷ୍ଠ ଅଧିକାରୀ କହିଛନ୍ତି,“ରମ୍‌ଜାନ ମାସ ଚାଲିଥିବାରୁ ବାଗ୍‌ଦାଦର କାର୍‌ଦା ଜିଲ୍ଲାର ଏକ ସପିଂ କମ୍ପ୍ଲେକ୍ସ ନିକଟରରେ ଭିଡ ରହିଥିଲା ଏହି ସମୟରେ ଦୁଇଟି ସ୍ଥାନରେ ଲାଗାତାର ଭାବେ ବିସ୍ଫୋରଣ ଘଟିଥିଲା। ଏଥିରେ ୭୮ ଜଣ ପ୍ରାଣ ହରାଇଥିବା ବେଳେ ଏହି ବେଳେ ୧୬୦ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି।”

ବିସ୍ଫୋରଣସ୍ଥଳରୁ ଏବେ ବି ଉଦ୍ଧାରକାର୍ଯ୍ୟ ଜାରି ରହିଥିବା ବେଳେ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos