୪ ରାଜ୍ୟରେ ବିଧାନସଭା ନିର୍ବାଚନ ଲାଗି ରଣନୀତି ପ୍ରସ୍ତୁତି କରୁଛି ଆରଏସ୍‌ଏସ୍‌

କାନ୍‌ପୁର: ଉତ୍ତରପ୍ରଦେଶ ସମେତ ହିମାଚଳ ପ୍ରଦେଶ, ଉତ୍ତରଖଣ୍ଡ ଓ ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଲାଗି ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ (ଆରଏସ୍‌ଏସ୍) ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛି। ଆସନ୍ତାକାଲିଠାରୁ କାନ୍‌ପୁରରେ ଆରଏସ୍‌ଏସ୍‌ର ୫ ଦିନିଆ ବାର୍ଷିକ ସମ୍ମିଳନୀ ବସିବ। ଏଥିରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବା ସହ ୪ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ହେବ। ବୈଠକରେ ଆରଏସ୍‌ଏସ୍ ମୁଖ୍ୟ ମୋହନ ଭାଗୱତ, ସାଧାରଣ ସମ୍ପାଦକ ଭାୟାଜୀ ଜୋଶୀଙ୍କ ସମେତ ୪୧ଟି ଆଞ୍ଚଳିକ […]

Rashtriya-Swayamsevak-Sangh-Logo

Rashtriya-Swayamsevak-Sangh-Logo

Rakesh Mallick
  • Published: Sunday, 10 July 2016
  • Updated: 10 July 2016, 04:22 PM IST

Sports

Latest News

କାନ୍‌ପୁର: ଉତ୍ତରପ୍ରଦେଶ ସମେତ ହିମାଚଳ ପ୍ରଦେଶ, ଉତ୍ତରଖଣ୍ଡ ଓ ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଲାଗି ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ (ଆରଏସ୍‌ଏସ୍) ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛି। ଆସନ୍ତାକାଲିଠାରୁ କାନ୍‌ପୁରରେ ଆରଏସ୍‌ଏସ୍‌ର ୫ ଦିନିଆ ବାର୍ଷିକ ସମ୍ମିଳନୀ ବସିବ। ଏଥିରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବା ସହ ୪ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ହେବ।

ବୈଠକରେ ଆରଏସ୍‌ଏସ୍ ମୁଖ୍ୟ ମୋହନ ଭାଗୱତ, ସାଧାରଣ ସମ୍ପାଦକ ଭାୟାଜୀ ଜୋଶୀଙ୍କ ସମେତ ୪୧ଟି ଆଞ୍ଚଳିକ ପ୍ରଚାରକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ଗୃହମନ୍ତ୍ରୀ ରାଜନାଥ ସିଂହ, ରାଷ୍ଟ୍ରୀୟ ସଭାପତି ଅମିତ ଶାହ, ବିଜେପି ଜାତୀୟ ସାଧାରଣ ସମ୍ପାଦକ ରାମ୍‌ଲାଲ ଓ ରାମ୍‌ମାଧବ ମଧ୍ୟ ଯୋଗ ଦେଇପାରନ୍ତି ବୋଲି ସୂଚନା ମିଳିଛି।

ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ, ଉତ୍ତରଖଣ୍ଡ ଓ ପଞ୍ଜାବରେ ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ଦଳ ରଣନୀତି ପ୍ରସ୍ତୁତି ପାଇଁ ଆଗଭର ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story