ରାଷ୍ଟ୍ରପତି ଦୌଡରେ ଭାରତୀୟ ବଂଶୋଦ୍ଭବ ବବି ଜିନ୍ଦଲ

ୱାସିଂଟନ୍: ଆମେରିକାର ହ୍ୱାଇଟ ହାଉସରେ ସ୍ଥାନ ପାଇପାରନ୍ତି ଜଣେ ଭାରତୀୟ ବଂଶୋଦ୍ଭବ । ରାଷ୍ଟ୍ରପତି ଦୌଡରେ ସାମିଲ ହୋଇଛନ୍ତି ଲୌଉସିଆନାର ଗଭର୍ଣ୍ଣର ବବି ଜିନ୍ଦଲ। ଆମେରିକାର ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ଆସନ୍ତା ୨୦୧୬ରେ ଶେଷ ହେଉଛି। ଏଥିପାଇଁ ଆମେରିକାର ରାଜନୀତି ଜୋର ଧରିଲାଣି। ଆମେରିକାର ରାଷ୍ଟ୍ରପତି ଦୌଡରେ ପ୍ରାର୍ଥୀ ହୋଇଛନ୍ତି ଏହି ଭାରତୀୟ ବଂଶୋଦ୍ଭବ । ଆଜି ସେ ଏକ ସାମ୍ବାଦିକ ସମ୍ମଳନୀରେ ରାଷ୍ଟ୍ରପତି ପ୍ରାର୍ଥୀ ହେବା ନେଇ ପ୍ରକାଶ କରିଛନ୍ତି। ପ୍ରଥମ ଭାରତୀୟ ଭାବେ ସେ ହ୍ୱାଇଟ […]

governor Bobby jindal

governor Bobby jindal

Rakesh Mallick
  • Published: Wednesday, 24 June 2015
  • Updated: 04 May 2017, 03:45 PM IST

Sports

Latest News

ୱାସିଂଟନ୍: ଆମେରିକାର ହ୍ୱାଇଟ ହାଉସରେ ସ୍ଥାନ ପାଇପାରନ୍ତି ଜଣେ ଭାରତୀୟ ବଂଶୋଦ୍ଭବ । ରାଷ୍ଟ୍ରପତି ଦୌଡରେ ସାମିଲ ହୋଇଛନ୍ତି ଲୌଉସିଆନାର ଗଭର୍ଣ୍ଣର ବବି ଜିନ୍ଦଲ। ଆମେରିକାର ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ଆସନ୍ତା ୨୦୧୬ରେ ଶେଷ ହେଉଛି। ଏଥିପାଇଁ ଆମେରିକାର ରାଜନୀତି ଜୋର ଧରିଲାଣି। ଆମେରିକାର ରାଷ୍ଟ୍ରପତି ଦୌଡରେ ପ୍ରାର୍ଥୀ ହୋଇଛନ୍ତି ଏହି ଭାରତୀୟ ବଂଶୋଦ୍ଭବ । ଆଜି ସେ ଏକ ସାମ୍ବାଦିକ ସମ୍ମଳନୀରେ ରାଷ୍ଟ୍ରପତି ପ୍ରାର୍ଥୀ ହେବା ନେଇ ପ୍ରକାଶ କରିଛନ୍ତି।

ପ୍ରଥମ ଭାରତୀୟ ଭାବେ ସେ ହ୍ୱାଇଟ ହାଉସକୁ ଯିବା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। ତାଙ୍କୁ ସହଯୋଗ କରୁଛନ୍ତି ୧୨ ରିପ୍ଲିକାନ୍ କଣ୍ଟେଣ୍ଡର। ଆମେରିକା ରାଜନୀତିରେ ହେବିୱେଟ କୁହାଯାଉଥିବା କଣ୍ଟେଣ୍ଡର ହେଉଛନ୍ତି ଜେବ୍ ବୁଶ ଓ ରିକ୍କି ପେରୀ। ଖୁବଶୀଘ୍ର ଭାରତୀୟ ବଂଶୋଦ୍ଭବ ବବି ଜିନ୍ଦଲ ଏ ନେଇ ଘୋଷଣା କରିବେ। ତେବେ ସେ ଆମେରିକାରେ ଥିବା ପ୍ରଭାସୀ ଭାରତୀୟଙ୍କୁ ଏକଜୁଟ କରିବାକୁ ପ୍ରାୟାସ ଜାରି ରଖିଥିବା ଜଣାପଡିଛି। ୨୦୦୯ରୁ ଦୁଇଥର ଆମେରିକାର ରାଷ୍ଟ୍ରପତି ହୋଇଥିବା ବାରକ୍ ଓବାମାଙ୍କ ପରେ ତାଙ୍କ ନାଁ ରାଷ୍ଟ୍ରପତି ଦୈଡରେ ରହିଛି। ଲୌଉସିଆନାକୁ ୭ବର୍ଷ ହେଲାଣି ଶାସନା କରୁଛନ୍ତି ଏହି ଭାରତୀୟ ବଂଶୋଦ୍ଭବ । ନୂତନ ଓରଲେନ୍ସରେ ପାର୍ଟି ପକ୍ଷରୁ ବଣ୍ଟାଯାଉଥିବା ଟିକେଟକୁ ମଧ୍ୟ ହାତେଇଛନ୍ତି ବିବି। ଦେଶର ଥିବା ବିଭିନ୍ନ ପ୍ରସଙ୍ଗକୁ ନେଇ ସେ ରାଷ୍ଟ୍ରପତି ରାଜନୀତିକୁ ଓଲ୍ଲେଇଛନ୍ତି। ମୁଖ୍ୟତଃ ଦେଶର ବୈଦେଶିକ ନୀତି, ଅର୍ଥନୈତିକ ସୁଧାର ଓ ଯୁବବର୍ଗଙ୍କୁ ଚାକିରିକୁ ଧ୍ୟାନ ଦେବେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ଏକବର୍ଷ ହେବ ସେ ତାଙ୍କ ଅଞ୍ଚଳ ସହ ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେଉଛନ୍ତି। ଲୋଙ୍କ ସହ ମିଶି ଦୁଃଖ ସୁଖ ବାଣ୍ଟୁଥିବା ବିଭିନ୍ନ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story