‘ସରକାରୀ ଚାକିରିରେ ସଂରକ୍ଷଣ ଦାବି ମୌଳିକ ଅଧିକାର ନୁହେଁ’

ନୂଆଦିଲ୍ଲୀ: ସରକାରୀ ଚାକିରିରେ କୋଟା କିମ୍ୱା ସଂରକ୍ଷଣ ଦାବି କରିବା ମୌଳିକ ଅଧିକାର ନୁହେଁ। ଏମିତିକି ରାଜ୍ୟର ସର୍ବୋଚ୍ଚ କୋର୍ଟ ସରକାରକୁ ଏସସି, ଏସଟି ବର୍ଗର ଲୋକଙ୍କୁ ଚାକିରିରେ ସଂରକ୍ଷଣ ଦେବା ପାଇଁ ନିର୍ଦ୍ଦେଶ ଦେଇପାରିବେ ନାହିଁ। ତେବେ ରାଜ୍ୟ ସରକାର ଚାହିଁଲେ ନିଜ ବିବେକ ଆଧାରରେ ଚାକିରିରେ ସଂରକ୍ଷଣ ବ୍ୟବସ୍ଥା ଏବଂ ପଦୋନ୍ନତୀରେ ସଂରକ୍ଷଣ ବ୍ୟବସ୍ଥା ବାବଦରେ ନିଷ୍ପତ୍ତି ନେଇପାରିବେ। ହେଲେ କୋଟା ବ୍ୟବସ୍ଥା ଲାଗୁ କରିବା ଅନିର୍ବାର୍ଯ୍ୟ ନୁହେଁ। ନିକଟରେ ଉତ୍ତରାଖଣ୍ଡ ସରକାର ପିଡ୍‌ବ୍ଲୁଡିରେ […]

SUPREMECOURT

SUPREMECOURT

Subhransu Sekhar
  • Published: Sunday, 09 February 2020
  • Updated: 10 February 2020, 12:21 PM IST

Sports

Latest News

ନୂଆଦିଲ୍ଲୀ: ସରକାରୀ ଚାକିରିରେ କୋଟା କିମ୍ୱା ସଂରକ୍ଷଣ ଦାବି କରିବା ମୌଳିକ ଅଧିକାର ନୁହେଁ। ଏମିତିକି ରାଜ୍ୟର ସର୍ବୋଚ୍ଚ କୋର୍ଟ ସରକାରକୁ ଏସସି, ଏସଟି ବର୍ଗର ଲୋକଙ୍କୁ ଚାକିରିରେ ସଂରକ୍ଷଣ ଦେବା ପାଇଁ ନିର୍ଦ୍ଦେଶ ଦେଇପାରିବେ ନାହିଁ। ତେବେ ରାଜ୍ୟ ସରକାର ଚାହିଁଲେ ନିଜ ବିବେକ ଆଧାରରେ ଚାକିରିରେ ସଂରକ୍ଷଣ ବ୍ୟବସ୍ଥା ଏବଂ ପଦୋନ୍ନତୀରେ ସଂରକ୍ଷଣ ବ୍ୟବସ୍ଥା ବାବଦରେ ନିଷ୍ପତ୍ତି ନେଇପାରିବେ। ହେଲେ କୋଟା ବ୍ୟବସ୍ଥା ଲାଗୁ କରିବା ଅନିର୍ବାର୍ଯ୍ୟ ନୁହେଁ।

ନିକଟରେ ଉତ୍ତରାଖଣ୍ଡ ସରକାର ପିଡ୍‌ବ୍ଲୁଡିରେ ଆସିଷ୍ଟାଣ୍ଟ ସିଭିଲ୍ ଇଞ୍ଜିନିୟର୍‌ ପଦୋନ୍ନତି ପାଇଁ ଏସ୍‌ସି ଓ ଏସ୍‌ଟିଙ୍କ ସଂରକ୍ଷଣ ବ୍ୟବସ୍ଥା କରିଥିଲେ। ସରକାରଙ୍କ ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଏ ନେଇ ଗତ ଶୁକ୍ରବାର ସୁପ୍ରିମକୋର୍ଟର ଜଷ୍ଟିସ ଏଲ ନାଗେଶ୍ୱର ରାଓ ଏବଂ ଜଷ୍ଟିସ ହେମନ୍ତ ଗୁପ୍ତାଙ୍କ ଖଣ୍ଡପୀଠ ଶୁଣାଣି କରିଛନ୍ତି।

ସୂଚନାଯୋଗ୍ୟ, ୨୦୧୨ରେ ଉତ୍ତରାଖଣ୍ଡ ହାଇକୋର୍ଟ ନିର୍ଦ୍ଦିଷ୍ଟ ବର୍ଗଙ୍କର ପଦୋନ୍ନତି ପାଇଁ ସଂରକ୍ଷଣ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏବେ ହାଇକୋର୍ଟଙ୍କର ଏଭଳି ନିଷ୍ପତ୍ତିକୁ ବଦଳାଇ ଦେଇଛନ୍ତି ସୁପ୍ରିମକୋର୍ଟ। କୌଣସି ବର୍ଗଙ୍କୁ ସରକାରୀ ଚାକିରିରେ ସଂରକ୍ଷଣ ଦେବାର କ୍ଷମତା ରହିଥାଏ, ଯଦି ରାଜ୍ୟର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସେହିବର୍ଗଙ୍କ ସଂଖ୍ୟାରେ ଅସନ୍ତୁଳନ ଥିବା ନେଇ ରାଜ୍ୟ ସରକାର ଦର୍ଶାଇଥିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story