ପ୍ରକାଶ ପାଇଲା କ୍ୟାଟ୍‌-୨୦୧୮ ପରୀକ୍ଷା ଫଳ

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜ୍‌ମେଣ୍ଟ ପକ୍ଷରୁ କମନ୍‌ ଆଡମିଶନ୍‌ ଟେଷ୍ଟ (କ୍ୟାଟ୍‌)ର ୨୦୧୮ ବର୍ଷ ପାଇଁ ହୋଇଥିବା ପ୍ରବେଶିକା ପରୀକ୍ଷାର ଫଳାଫଳ ଘୋଷଣା କରାଯାଇଛି। ଏହା ବର୍ତ୍ତମାନ ଏହି ରାଷ୍ଟ୍ରୀୟ ଅନୁଷ୍ଠାନର ୱେବ୍‌ସାଇଟ୍‌ iimcat.ac.inରେ ଉପଲବ୍ଧ ହେଉଛି। ଏହି ପରୀକ୍ଷାରେ ରୌନକ୍‌ ମଜୁମ୍‌ଦାର ଶୀର୍ଷ ସ୍ଥାନ ଦଖଲ କରିଥିବାବେଳେ ସେ ୧୦୦% ମାର୍କ ରଖିଥିବା ଜଣାଯାଇଛି। ରୌନକ୍‌ ଆଇଆଇଟି କାନ୍‌ପୁରରୁ ପାଶ୍‌ଆଉଟ୍‌ ହୋଇଛନ୍ତି ଏବଂ ବର୍ତ୍ତମାନ ଆମେରିକାର ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ କାର୍ଯ୍ୟରତ ଅଛନ୍ତି। ରୌନକ୍‌ଙ୍କ […]

cat

cat

Subrat Kumar Nayak
  • Published: Saturday, 05 January 2019
  • Updated: 05 January 2019, 05:19 PM IST

Sports

Latest News

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜ୍‌ମେଣ୍ଟ ପକ୍ଷରୁ କମନ୍‌ ଆଡମିଶନ୍‌ ଟେଷ୍ଟ (କ୍ୟାଟ୍‌)ର ୨୦୧୮ ବର୍ଷ ପାଇଁ ହୋଇଥିବା ପ୍ରବେଶିକା ପରୀକ୍ଷାର ଫଳାଫଳ ଘୋଷଣା କରାଯାଇଛି। ଏହା ବର୍ତ୍ତମାନ ଏହି ରାଷ୍ଟ୍ରୀୟ ଅନୁଷ୍ଠାନର ୱେବ୍‌ସାଇଟ୍‌ iimcat.ac.inରେ ଉପଲବ୍ଧ ହେଉଛି।

ଏହି ପରୀକ୍ଷାରେ ରୌନକ୍‌ ମଜୁମ୍‌ଦାର ଶୀର୍ଷ ସ୍ଥାନ ଦଖଲ କରିଥିବାବେଳେ ସେ ୧୦୦% ମାର୍କ ରଖିଥିବା ଜଣାଯାଇଛି। ରୌନକ୍‌ ଆଇଆଇଟି କାନ୍‌ପୁରରୁ ପାଶ୍‌ଆଉଟ୍‌ ହୋଇଛନ୍ତି ଏବଂ ବର୍ତ୍ତମାନ ଆମେରିକାର ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ କାର୍ଯ୍ୟରତ ଅଛନ୍ତି।

ରୌନକ୍‌ଙ୍କ ବ୍ୟତୀତ ଅନ୍ୟ ୧୧ଜଣ ପରୀକ୍ଷାର୍ଥୀ ମଧ୍ୟ ଶତପ୍ରତିଶତ ଉତ୍ତର ଦେଇଛନ୍ତି। ସେହିଭଳି ଆଇଆଇଟି କ୍ଷେତ୍ରରେ ଦେଖିବାକୁ ଗଲେ ଦିଲ୍ଲୀ ଆଇଆଇଟିରୁ ଅନୁଭବ ଏବଂ ଅଭିଷେକ ନାମକ ଦୁଇ ଛାତ୍ର ଯଥାକ୍ରମେ ୯୯.୯୯% ଏବଂ ୯୯.୬୭% ମାର୍କ ଦଖଲ କରିଛନ୍ତି।

ଗତ ନଭେମ୍ବର ମାସ ୨୫ ତାରିଖରେ ଦୁଇଟି ପ୍ରର୍ଯ୍ୟାୟରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story