ମୁମ୍ୱାଇ: ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଡ୍ରଗ୍ସ ଲିଙ୍କରେ ସାମିଲ୍ ଅଛନ୍ତି। ଡ୍ରଗ୍ସ ଆଣି ରିଆ ବିକ୍ରି କରୁଥିଲେ। ନାର୍କୋ କଣ୍ଟ୍ରୋଲ ବ୍ୟୁରୋ ଏବେ ଏଭଳି ରିପୋର୍ଟ ଦେଇଛି। ରିଆ ଚକ୍ରବର୍ତ୍ତୀଙ୍କୁ ଏହି ମାମଲାରେ ଏନସିବି ସମନ କରିବ ବୋଲି ସୂଚନା ରହିଛି। ରିଆଙ୍କ ଡ୍ରଗ୍ସ ଲିଙ୍କର ସମସ୍ତ ପ୍ରମାଣ ଏନିସିବି ହାତରେ ଲାଗିଥିବାରୁ ରିଆ ଗିରଫ ହେବା ଏକ ପ୍ରକାର ଥୟ ବୋଲି ମଧ୍ୟ କୁହାଯାଉଛି।
ଗତକାଲି ଡ୍ରଗ୍ସ ମାମଲାରେ ରିଆଙ୍କ ଭାଇ ସୌଭିକ ଏବଂ ସୁଶାନ୍ତ ସିଂହ ରାଜପୁତଙ୍କ ମ୍ୟାନେଜର ସାମୁଏଲ ମାରେଣ୍ଡାକୁ ଏନସିବି ଗିରଫ କରିଥିଲା। ଏକ ହ୍ୱାଟସଆପ୍ ଚାଟରେ ରିଆ-ସୌଭିକ ଡ୍ରଗ୍ସ ନେଇ କଥାବାର୍ତ୍ତା ହୋଇଥିବା ଜଣାପଡ଼ିଛି।
ଏହା ପୂର୍ବରୁ ରିଆଙ୍କ ଘରେ ଏନିସିବି ରେଡ୍ କରିଥିଲା। ରିଆଙ୍କ ମୋବାଇଲ୍, ଲାପଟପ ଆଦି ଇଲୋକ୍ଟ୍ରୋନିକ୍ସ ଉପକରଣ ସହିତ ଅନ୍ୟାନ୍ୟ ଉପକରଣ ଏନସିବି ଜବତ କରିଛି। ଏହାପରେ ସୌଭିକଙ୍କୁ ଏନିସିବି ସାଙ୍ଗରେ ନେଇ ଆସିଥିଲା। ପରେ ରାତିରେ ସୌଭିକକୁ ଗିରଫ କରିଛି। ଏବେ ରିମାଣ୍ଡରେ ନେବା ପାଇଁ ଏନସିବି ମୁମ୍ୱାଇ ମାଜିଷ୍ଟ୍ରେଟ କୋର୍ଟେର ଅପିଲ୍ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀକୁ ନେଇ ସସ୍ପେନ୍ସ ଜାରି, ଆଜି ଇସ୍ତଫା ଦେବେ ଏକନାଥ
ମହାୟୁତିର ମହାବିଜୟ ପରେ ଏବେ ଚର୍ଚ୍ଚା, ସିଏମ୍ ସିଟରେ ବସିବ କିଏ? ବିଜେପି ପାଇଁ ବିଜୟର ଶ୍ରେୟ ଆଣିଥିବା ଦେବେନ୍ଦ୍ର ଫଡନାଭିସ୍, ମହାୟୁତିର ମହାନାୟକ ସାଜିଥିବା ଏକନାଥ ସିନ୍ଧେ ନା ବିଜୟର ଭାଗିଦାରୀ ଏନସିପିର ଅଜିତ ପାୱାର।
National
ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ରସଂଘ ନିର୍ବାଚନରେ NSUIର ବାଜିମାତ
ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ଅଧ୍ୟକ୍ଷ ଓ ଯୁଗ୍ମ ସମ୍ପାଦକ ପଦ ଜିତିଲା ଏନଏସୟୁଆଇ। ଉପାଧ୍ୟକ୍ଷ ଓ ସଚିବ ପଦରେ ଏବିଭିପିର ବିଜୟ।
National
ଦିଲ୍ଲୀ ପ୍ରଦୂଷଣ: ସ୍କୁଲ ଖୋଲିବା ଉପରେ CAQM ନେବ ନିଷ୍ପତ୍ତି, ଶ୍ରମିକଙ୍କୁ ମିଳୁ ଭତ୍ତା
ବାୟୁ ପ୍ରଦୂଷଣ ଭିତରେ ଦିଲ୍ଲୀରେ ସ୍କୁଲ ଖୋଲିବା ନିଷ୍ପତ୍ତି ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (CAQM) ଉପରେ ଛାଡ଼ିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ନିର୍ମାଣ କାର୍ଯ୍ୟ ବନ୍ଦ ଥିବାରୁ ଶ୍ରମିକମାନଙ୍କୁ ଭତ୍ତା ପ୍ରଦାନ କରିବାକୁ ନିର୍ଦ୍ଦେଶ।
National
ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ସମ୍ବିଧାନରୁ ହଟିବନି 'ସମାଜବାଦୀ' ଓ 'ଧର୍ମନିରପେକ୍ଷ' ଶବ୍ଦ
ସମ୍ବିଧାନରୁ 'ସମାଜବାଦୀ' ଓ 'ଧର୍ମନିରପେକ୍ଷ' ଶବ୍ଦ ହଟାଇବା ପାଇଁ ହୋଇଥିବା ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ। ୧୯୭୬ ମସିହାରେ ସମ୍ବିଧାନ ସଂଶୋଧନ ଜରିଆରେ ଏହି ଶବ୍ଦ ଯୋଡ଼ାଯାଇଥିଲା।
Business
ଆଦାନୀ ଗ୍ରୁପ୍ ଦାନକୁ ବି ନା; ୧୦୦ କୋଟି ଟଙ୍କା ଫେରାଇବେ ତେଲାଙ୍ଗାନା ସରକାର
ୟଙ୍ଗ ଇଣ୍ଡିଆ ସ୍କିଲ୍ସ ୟୁନିଭରସିଟି ପାଇଁ ଆଦାନୀ ଗ୍ରୁପ୍ ତେଲାଙ୍ଗାନାକୁ ୧୦୦କୋଟି ଟଙ୍କା ଦାନ କରିଥିଲେ।