ବୁରହନ୍‌ ମୃତ୍ୟୁକୁ ନେଇ କାଶ୍ମୀର ଅଣାୟତ୍ତ, ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି

ଶ୍ରୀନଗର: ମୁଜାହିଦ୍ଦିନ କମାଣ୍ଡର ବୁରହନ୍‌ ୱାନି ମୃତ୍ୟୁ ପ୍ରତିବାଦରେ କାଶ୍ମୀରରେ ହିଂସା ବ୍ୟାପିବା ସହ ଆଜି ସୁଦ୍ଧା ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି ପାଇଥିବା ବେଳେ ୨୦୦ ଲୋକ ଆହତ ହୋଇଛନ୍ତି। ଆଜି ସକାଳୁ ପୁଲୱାମାର ନେୱାରେ ସୁରକ୍ଷାକର୍ମୀ-ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ଘଟି ଜଣେ ୧୮ ବର୍ଷିୟ ଯୁବକର ମୃତ୍ୟ ଘଟିଛି। ୨୦୦ଜଣ ଆହତଙ୍କ ମଧ୍ୟରେ ୯୪ ଜଣ ସୁରକ୍ଷାକର୍ମୀ ରହିଥିବାବେଳେ ୧୦୦ରୁ ଅଧିକ ସାଧାରଣ ଲୋକ ରହିଛନ୍ତି। ବିକ୍ଷୋଭକାରୀମାନେ ୩ଟି ପୋଲିସ ଚୌକିକୁ ପୋଡି ଦେଇଛନ୍ତି। […]

riots-are-common-kashmir-file-photo

riots-are-common-kashmir-file-photo

Rakesh Mallick
  • Published: Sunday, 10 July 2016
  • Updated: 10 July 2016, 04:17 PM IST

Sports

Latest News

ଶ୍ରୀନଗର: ମୁଜାହିଦ୍ଦିନ କମାଣ୍ଡର ବୁରହନ୍‌ ୱାନି ମୃତ୍ୟୁ ପ୍ରତିବାଦରେ କାଶ୍ମୀରରେ ହିଂସା ବ୍ୟାପିବା ସହ ଆଜି ସୁଦ୍ଧା ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି ପାଇଥିବା ବେଳେ ୨୦୦ ଲୋକ ଆହତ ହୋଇଛନ୍ତି।

ଆଜି ସକାଳୁ ପୁଲୱାମାର ନେୱାରେ ସୁରକ୍ଷାକର୍ମୀ-ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ଘଟି ଜଣେ ୧୮ ବର୍ଷିୟ ଯୁବକର ମୃତ୍ୟ ଘଟିଛି।

୨୦୦ଜଣ ଆହତଙ୍କ ମଧ୍ୟରେ ୯୪ ଜଣ ସୁରକ୍ଷାକର୍ମୀ ରହିଥିବାବେଳେ ୧୦୦ରୁ ଅଧିକ ସାଧାରଣ ଲୋକ ରହିଛନ୍ତି। ବିକ୍ଷୋଭକାରୀମାନେ ୩ଟି ପୋଲିସ ଚୌକିକୁ ପୋଡି ଦେଇଛନ୍ତି।

କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଘଟଣାର ସମୀକ୍ଷା କରିବା ସହ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ ସହଯୋଗର ହାତ ବଢାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story