ବିହାର ମହାମେଣ୍ଟରେ ସାମିଲ ହେବାକୁ ନୀତୀଶଙ୍କୁ ବିରୋଧୀଙ୍କ ନିମନ୍ତ୍ରଣ

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ଜେଡିୟୁକୁ ମହାମେଣ୍ଟରେ ସାମିଲ ହେବା ପାଇଁ କଂଗ୍ରେସ ଏବଂ ଆରଜେଡି ନିମନ୍ତ୍ରଣ କରିଛନ୍ତି। ଗତକାଲି ତେଜସ୍ୱୀ ଯାଦବ ନୀତୀଶଙ୍କୁ ମହାମେଣ୍ଟରେ ସାମିଲ ହେବା ପାଇଁ ପରୋକ୍ଷରେ ଅନୁରୋଧ କରିଥିଲେ। କିନ୍ତୁ ଆଜି ଆରଜେଡି ଉପାଧ୍ୟକ୍ଷ ଶିବାନନ୍ଦ ତିଓ୍ୱାରୀ ସ୍ପଷ୍ଟ ଭାବରେ ନୀତୀଶଙ୍କୁ ମେଣ୍ଟରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରିଛନ୍ତି। ସମ୍ବିଧାନର ଧାରା ୩୭୦, ତିନି ତଲାକ ଏବଂ ୟୁନିଫର୍ମ ସିଭିଲ୍ କୋଡ୍ ଆଦି ପ୍ରସଙ୍ଗରେ ନୀତୀଶଙ୍କ ଚିନ୍ତାଧାରା […]

lalu nitish

lalu nitish

Subhransu Sekhar
  • Published: Sunday, 07 July 2019
  • Updated: 07 July 2019, 05:55 PM IST
ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ଜେଡିୟୁକୁ ମହାମେଣ୍ଟରେ ସାମିଲ ହେବା ପାଇଁ କଂଗ୍ରେସ ଏବଂ ଆରଜେଡି ନିମନ୍ତ୍ରଣ କରିଛନ୍ତି। ଗତକାଲି ତେଜସ୍ୱୀ ଯାଦବ ନୀତୀଶଙ୍କୁ ମହାମେଣ୍ଟରେ ସାମିଲ ହେବା ପାଇଁ ପରୋକ୍ଷରେ ଅନୁରୋଧ କରିଥିଲେ। କିନ୍ତୁ ଆଜି ଆରଜେଡି ଉପାଧ୍ୟକ୍ଷ ଶିବାନନ୍ଦ ତିଓ୍ୱାରୀ ସ୍ପଷ୍ଟ ଭାବରେ ନୀତୀଶଙ୍କୁ ମେଣ୍ଟରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରିଛନ୍ତି।

ସମ୍ବିଧାନର ଧାରା ୩୭୦, ତିନି ତଲାକ ଏବଂ ୟୁନିଫର୍ମ ସିଭିଲ୍ କୋଡ୍ ଆଦି ପ୍ରସଙ୍ଗରେ ନୀତୀଶଙ୍କ ଚିନ୍ତାଧାରା ଆରଜେଡି ଏବଂ କଂଗ୍ରେସର ଚିନ୍ତାଧାରା ସହ ସମାନ। ତେଣୁ ନୀତୀଶ କୁମାରଙ୍କ ଦଳକୁ ମହାମେଣ୍ଟ ସାମିଲ କରିବାରେ କୌଣସି ବାଧକ ନାହିଁ ବୋଲି ଶ୍ରୀ ତିୱାରୀ କହିଛନ୍ତି। ସେହିପରି ଆରଜେଡି ମୁଖପାତ୍ର ରାଜେଶ ରାଠୋଡ଼ କହିଛନ୍ତି, ଦେଶରେ ଦୁଇଟି ବିଚାରଧାରା ରହିଛି। ଗୋଟିଏ ଗାନ୍ଧି ଓ ଅନ୍ୟଟି ଗଡ଼ସେ।

ଶିବାନନ୍ଦ ତିୱାରୀଙ୍କ ଏହି ମନ୍ତବ୍ୟ ପରେ ଆଗାମୀ ଦିନରେ ବିହାରରେ ମଧ୍ୟ କର୍ଣ୍ଣାଟକା ଭଳି ସ୍ଥିତି ଉପୁଜିପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ମହାମେଣ୍ଟର ଏହି ନିମନ୍ତ୍ରଣକୁ ନେଇ ଜେଡିୟୁ ମୁଖପାତ୍ର ଦିଲ୍ଲୀପ ଚୌଧୁରୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ନୀତୀଶ ଗାନ୍ଧି କି ଗଡ଼ସେ ନୁହେଁ, ଲୋହିଆଙ୍କ ଚିନ୍ତାଧାରାକୁ ଅନୁସରଣ କରନ୍ତି। ଜେଡିୟୁ ସରକାର ଭଲରେ ଚାଲିଛି। ସରକାର ଭାଙ୍ଗିବାର ସମ୍ଭାବନା ମଧ୍ୟ ନାହିଁ। ତେଣୁ କୌଣସି ମେଣ୍ଟରେ ଏବେ ସାମିଲ ହେବାର ପ୍ରଶ୍ନ ଉଠୁନି ବୋଲି କହିଛନ୍ତି ଦିଲ୍ଲୀପ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story