ବ୍ରିଟେନ୍ ଫେରନ୍ତା ଯାତ୍ରୀଙ୍କ ପାଇଁ SOP ଜାରି କଲେ ସରକାର

ନୂଆଦିଲ୍ଲୀ: ବ୍ରିଟେନରେ କରୋନା ଭାଇରସର ନୂଆ ଷ୍ଟ୍ରେନକୁ ନେଇ ଭାରତ ସରକାର ସତର୍କ ହୋଇଛନ୍ତି। ଏହାକୁ ଆଖି ଆଗରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ SOP ଜାରି କରିଛନ୍ତି। ଏଥିରେ କୁହାଯାଇଛି ଯେ ବ୍ରିଟେନରୁ ଆସୁଥିବା ଯାତ୍ରୀଙ୍କ RTPCR ପରୀକ୍ଷା କରାଯିବ ଏବଂ ସଂକ୍ରମିତ ପାଇଲେ ସେମାନଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ପଠାଯିବ। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି SOPରେ କୁହାଯାଇଛି, ଗତ ୪ ସପ୍ତାହ ଭିତରେ ଭାରତର ବିଭିନ୍ନ ବିମାନ ବନ୍ଦରରେ ବ୍ରିଟେନରୁ ଫେରିଥିବା ଯାତ୍ରୀଙ୍କ ତାଲିକା […]

SOP

SOP

Ranjit Kumar Jena
  • Published: Tuesday, 22 December 2020
  • Updated: 22 December 2020, 10:12 PM IST

Sports

Latest News

ନୂଆଦିଲ୍ଲୀ: ବ୍ରିଟେନରେ କରୋନା ଭାଇରସର ନୂଆ ଷ୍ଟ୍ରେନକୁ ନେଇ ଭାରତ ସରକାର ସତର୍କ ହୋଇଛନ୍ତି। ଏହାକୁ ଆଖି ଆଗରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ SOP ଜାରି କରିଛନ୍ତି। ଏଥିରେ କୁହାଯାଇଛି ଯେ ବ୍ରିଟେନରୁ ଆସୁଥିବା ଯାତ୍ରୀଙ୍କ RTPCR ପରୀକ୍ଷା କରାଯିବ ଏବଂ ସଂକ୍ରମିତ ପାଇଲେ ସେମାନଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ପଠାଯିବ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି SOPରେ କୁହାଯାଇଛି, ଗତ ୪ ସପ୍ତାହ ଭିତରେ ଭାରତର ବିଭିନ୍ନ ବିମାନ ବନ୍ଦରରେ ବ୍ରିଟେନରୁ ଫେରିଥିବା ଯାତ୍ରୀଙ୍କ ତାଲିକା ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ। ଏହାଛଡ଼ା ବ୍ରିଟେନରୁ ଆସୁଥିବା ସମସ୍ତ ଯାତ୍ରୀଙ୍କର ଗତ ୧୪ ଦିନ ଭ୍ରମଣର ବିବରଣୀ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ସେମାନଙ୍କୁ କୋଭିଡ୍-୧୯ ଯାଞ୍ଚ ପାଇଁ ଏକ ଆବେଦନ ପତ୍ର ଦେବାକୁ ପଡ଼ିବ।

ଏଥିରେ ଆହୁରି କୁହାଯାଇଛି, ଡିସେମ୍ବର ୨୧ରୁ ୨୩ ତାରିଖ ମଧ୍ୟରେ ବ୍ରିଟେନରୁ ଆସିଥିବା ସମସ୍ତ ଯାତ୍ରୀଙ୍କ RTPCR ଟେଷ୍ଟ କରାଯିବ। ବିମାନ ବନ୍ଦରରେ ସଂକ୍ରମିତ ହୋଇନଥିବା ଯାତ୍ରୀଙ୍କୁ ଘରେ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି। ତେବେ ସଂକ୍ରମିତ ହୋଇଥିବା ଯାତ୍ରୀମାନଙ୍କୁ ସମ୍ପୃକ୍ତ ରାଜ୍ୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଅଲଗା କ୍ୱାରେଣ୍ଟାଇନ ସେଣ୍ଟରରେ ରହିବାକୁ ଦିଆଯିବ।

ବ୍ରିଟେନରେ କରୋନା ଭାଇରସର ନୂଆ ଷ୍ଟ୍ରେନ୍ ସାମ୍ନାକୁ ଆସିବା ପରା ଭାରତ ସରକାର ବୁଧବାରଠାରୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବ୍ରିଟେନରୁ ଯାତାୟତ କରୁଥିବା ବିମାନ ଉପରେ ରୋକ୍ ଲଗାଇଛନ୍ତି। ଭାରତ ବ୍ୟତୀତ ଆଉ କିଛି ଦେଶ ମଧ୍ୟ ଏହା ଉପରେ ରୋକ୍ ଲଗାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story