ଦିଲ୍ଲୀ ଅଭିମୁଖେ ଆସିବାକୁ ଚାଷୀଙ୍କୁ କହିଲେ ଆପ୍ ସାଂସଦ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ହିଂସକାଣ୍ଡ ପରେ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ହଟାଇବାକୁ ପୁଲିସ୍‌ ଯୋଜନା କରୁଥିବା ବେଳେ ଦିଲ୍ଲୀର କ୍ଷମତାସୀନ ଆପ୍‌ ସରକାର ଆଜି ବଡ଼ ଆହ୍ୱାନ ଦେଇଛନ୍ତି। ମୁଜାଫରନଗରରେ ଆନ୍ଦୋଳନ କରୁଥିବା କିଷାନ ମହାପଞ୍ଚାୟତର ଚାଷୀମାନଙ୍କୁ ଆଜି ଆପ୍‌ ସାଂସଦ ସଞ୍ଜୟ ସିଂହ ଦିଲ୍ଲୀ ଆସିବାକୁ ନିମନ୍ତ୍ରଣ କରିଛନ୍ତି। ସେହିପରି ଦିଲ୍ଲୀ ହିଂସାକାଣ୍ଡ ପାଇଁ ପୁଲିସ୍‌ ଭାରତୀୟ କିଷାନ ୟୁନିୟନ(ବିକେୟୁ) ମୁଖପାତ୍ର ରାକେଶ ଟିକାୟତଙ୍କୁ ଅଭିଯୁକ୍ତ ସଜାଇଥିବାରୁ ଏହାକୁ ମଧ୍ୟ ଶ୍ରୀ […]

dx

dx

Hemant Lenka
  • Published: Friday, 29 January 2021
  • Updated: 29 January 2021, 05:58 PM IST

Sports

Latest News

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ହିଂସକାଣ୍ଡ ପରେ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ହଟାଇବାକୁ ପୁଲିସ୍‌ ଯୋଜନା କରୁଥିବା ବେଳେ ଦିଲ୍ଲୀର କ୍ଷମତାସୀନ ଆପ୍‌ ସରକାର ଆଜି ବଡ଼ ଆହ୍ୱାନ ଦେଇଛନ୍ତି। ମୁଜାଫରନଗରରେ ଆନ୍ଦୋଳନ କରୁଥିବା କିଷାନ ମହାପଞ୍ଚାୟତର ଚାଷୀମାନଙ୍କୁ ଆଜି ଆପ୍‌ ସାଂସଦ ସଞ୍ଜୟ ସିଂହ ଦିଲ୍ଲୀ ଆସିବାକୁ ନିମନ୍ତ୍ରଣ କରିଛନ୍ତି। ସେହିପରି ଦିଲ୍ଲୀ ହିଂସାକାଣ୍ଡ ପାଇଁ ପୁଲିସ୍‌ ଭାରତୀୟ କିଷାନ ୟୁନିୟନ(ବିକେୟୁ) ମୁଖପାତ୍ର ରାକେଶ ଟିକାୟତଙ୍କୁ ଅଭିଯୁକ୍ତ ସଜାଇଥିବାରୁ ଏହାକୁ ମଧ୍ୟ ଶ୍ରୀ ସିଂହ ବିରୋଧ କରିଛନ୍ତି।

ସେ କହିଛନ୍ତି, ଗାଜିପୁର ସୀମାରେ ଆନ୍ଦୋଳନ କରୁଥିବା ରାକେଶ ଟିକାୟତ ଗତକାଲି ପୁଲିସର ଆଚରଣ ଦେଖି କାନ୍ଦି ପକାଇଥିଲେ। ତାଙ୍କ ଲୁହ ଦେଖି ମୁଁ ବିଚଳିତ ହୋଇପଡ଼ିଛି। ଯଦି ରାକେଶ ଟିକାୟତ ଗିରଫ ହେବେ, ତା’ହେଲେ ଆମେ ମଧ୍ୟ କୋର୍ଟ ଆରେଷ୍ଟ ଦେବୁ। ଦିଲ୍ଲୀରେ ଟ୍ରାକ୍ଟର ରାଲି ବେଳେ ଚାଷୀମାନେ ହିଂସାକାଣ୍ଡ ଘଟାଇ ନଥିଲେ।

ବିଜେପି ନେତା ହିଁ ଚାଷୀ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ହିଂସାକାଣ୍ଡ ଘଟାଇଥିଲେ। ଆଜି ମୁଁ ମୁଜାଫରନଗରରେ ଆରମ୍ଭ ହୋଇଥିବା କିଷାନ ମହାପଞ୍ଚାୟତର ଚାଷୀମାନଙ୍କୁ ଦିଲ୍ଲୀ ଅଭିମୁଖେ ଆସିବାକୁ ନିମନ୍ତ୍ରଣ କରିଛୁ। ଏଠାରେ ପାଣି, ଖାଦ୍ୟ ଓ ଅନ୍ୟାନ୍ୟ ବ୍ୟବସ୍ଥାରେ କୌଣସି ବି ଅଭାବ ହେବନାହିଁ। ଆମେ ସର୍ବଦା ଚାଷୀଙ୍କ ସହ ରହିଛୁ ବୋଲି ସେ କହିଛନ୍ତି।

ଗତକାଲି ଗାଜିପୁର ସୀମାରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ତୁରନ୍ତ ହଟାଇବାକୁ ଉତ୍ତର ପ୍ରଦେଶ ସରକାର ନିର୍ଦ୍ଦେଶ ଦେଇଥିଲେ। ଏପରି କି ଚାଷୀଙ୍କ କ୍ୟାମ୍ପକୁ ପାଣି ବନ୍ଦ କରି ଦିଆଯାଇଥିଲା। ଏହାପରେ ଏଠାରେ ଆନ୍ଦୋଳନ କରୁଥିବା ରାକେଶ ଟିକାୟତ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ପାଣି ପାଇଁ କହିଥିଲେ। ଆଜି ସଞ୍ଜୟ ସିଂହ ଏପରି ଆହ୍ୱାନ ଦେବା ପରେ ପୁଲିସ୍‌ର ଚିନ୍ତା ବଢ଼ି ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story