କାବୁଲ: ତାଲିବାନ୍ର ନୂତନ ମୁଖ୍ୟ ମୁଲ୍ଲା ହାଇବାତୁଲ୍ଲାହା ଅଖୁନ୍ଦଜାଦା ଗୁରୁବାର ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖାନ୍ କରିଛି। ଏବଂ ଟାର୍ଗେଟରେ ଥିବା ଦେଶଗୁଡିକ ବିରୋଧରେ ଯୁଦ୍ଧ ଜାରି ରହିବ ବୋଲି ଏକ ଅଡିଓ ଟେପ୍ ଜାରି କରି ସୂଚନା ଦେଇଛି।
ପୁସ୍ତୋ ଭାଷାରେ ରିଲିଜ୍ ହୋଇଥିବା ଅଡିଓ ଟେପ୍ରେ ସେ କହିଛନ୍ତି,“ ତାଲିବାନ୍ କେବେ ବି ଆମେରିକାର ସେନା ଆଗରେ ମୁଣ୍ଡ ନୁଆଇଁବ ନାହିଁ। ଲୋକମାନେ ଭାବୁଛନ୍ତି ପୂର୍ବତନ ତାଲିବାନ୍ ମୁଖ୍ୟଙ୍କ ମୃତ୍ୟୁ ପରେ ଆମେ ଆମେରିକା ସେନା ଆଗରେ ଆତ୍ମସର୍ମଣ କରିବୁ। ଏହା କଦାପି ସମ୍ଭବ ନୁହେଁ। ସବୁ ଶାନ୍ତି ପ୍ରସ୍ତାବକୁ ଆମେ ପ୍ରତ୍ୟାଖାନ କରୁଛି। ଟାର୍ଗେଟରେ ଥିବା ଦେଶ ବିରୋଧରେ ଯୁଦ୍ଧ ଜାରି ରହିବ।”
ସୂଚନାଯୋଗ୍ୟ, ଗତ ଶନିବାର ଦିନ ପାକିସ୍ତାନରେ ଡ୍ରୋନ୍ ଆକ୍ରମଣ କରି ଆମେରିକା ତାଲିବାନ୍ ମୁଖ୍ୟ ମନସୁରକୁ ହତ୍ୟା କରିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ହାତରେ ସମ୍ବିଧାନ ଧରି ଶପଥ ନେଲେ ପ୍ରିୟଙ୍କା ଗାନ୍ଧି
ଶପଥ ଗ୍ରହଣ ସମୟରେ ପ୍ରିୟଙ୍କା ଗାନ୍ଧି କେରଳର ପାରମ୍ପରିକ କାସାଭୁ ଶାଢ଼ୀ ପିନ୍ଧିଥିବା ନଜର ଆସିଛନ୍ତି।
National
ମୋଦିଙ୍କୁ ହତ୍ୟା ପାଇଁ ଚାଲିଛି ଷଡ଼ଯନ୍ତ୍ର, ପୁଲିସ ପାଖକୁ ଆସିଲା କଲ୍
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରାଯାଉଛି ବୋଲି ଫୋନ୍ କରିଥିବା ବ୍ୟକ୍ତି ଦାବି କରିଛନ୍ତି।
National
ଯାଞ୍ଚ ପାଇଁ ଯାଇଥିବା ଇଡି ଟିମ୍ ଉପରେ ଆକ୍ରମଣ, ଆସିଷ୍ଟାଣ୍ଟ ନିର୍ଦ୍ଦେଶକ ଆହତ
ପିପିପିଏଲ୍ ସାଇବର ଆପ୍ ଠକେଇ ମାମଲାର ଯାଞ୍ଚ ପାଇଁ ଇଡି ଟିମ୍ ପହଞ୍ଚିଥିଲା। ଏହି ସମୟରେ ସ୍ଥାନୀୟ ପୁଲିସ ମଧ୍ୟ ତାଙ୍କ ସହ ଥିଲା।
National
ଆଜି ବାତ୍ୟାର ରୂପ ନେବ ଫେଙ୍ଗଲ! ରେଡ୍ ଆଲର୍ଟ ଜାରି
ସତର୍କତା ଦୃଷ୍ଟିରୁ ଆଜି ପୁଡୁଚେରୀରେ ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି।
National
ଲିଭ-ଇନ୍- ପାର୍ଟନରଙ୍କୁ ୫୦ ଖଣ୍ଡ କଲେ ଯୁବକ; ଧରା ପକାଇଦେଲା ବୁଲା କୁକୁର
ବିବାହ ପାଇଁ ଜିଦ୍ ଧରିବାରୁ ଦୁଷ୍କର୍ମ କରିବା ପରେ ତାଙ୍କୁ ମାରି ପ୍ରାୟ ୫୦ ଖଣ୍ଡ କରିଦେଲେ। ମାତ୍ର ବୁଲା କୁକୁରଙ୍କ ଯୋଗୁ ଧରା ପଡ଼ିଗଲେ ଅଭିଯୁକ୍ତ ଓ ଏବେ ପୁଲିସ୍ ତାଙ୍କୁ ବାନ୍ଧିଛି।