ଶାନ୍ତି ପ୍ରସ୍ତାବକୁ ନୂଆ ତାଲିବାନ୍‌ ମୁଖ୍ୟଙ୍କ ପ୍ରତ୍ୟାଖାନ୍‌

କାବୁଲ: ତାଲିବାନ୍‌ର ନୂତନ ମୁଖ୍ୟ ମୁଲ୍ଲା ହାଇବାତୁଲ୍ଲାହା ଅଖୁନ୍ଦଜାଦା ଗୁରୁବାର ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖାନ୍‌ କରିଛି। ଏବଂ ଟାର୍ଗେଟରେ ଥିବା ଦେଶଗୁଡିକ ବିରୋଧରେ ଯୁଦ୍ଧ ଜାରି ରହିବ ବୋଲି ଏକ ଅଡିଓ ଟେପ୍‌ ଜାରି କରି ସୂଚନା ଦେଇଛି। ପୁସ୍‌ତୋ ଭାଷାରେ ରିଲିଜ୍ ହୋଇଥିବା ଅଡିଓ ଟେପ୍‌ରେ ସେ କହିଛନ୍ତି,“ ତାଲିବାନ୍‌ କେବେ ବି ଆମେରିକାର ସେନା ଆଗରେ ମୁଣ୍ଡ ନୁଆଇଁବ ନାହିଁ। ଲୋକମାନେ ଭାବୁଛନ୍ତି ପୂର୍ବତନ ତାଲିବାନ୍‌ ମୁଖ୍ୟଙ୍କ ମୃତ୍ୟୁ ପରେ ଆମେ ଆମେରିକା ସେନା […]

akhundzda

akhundzda

Rakesh Mallick
  • Published: Thursday, 26 May 2016
  • Updated: 04 May 2017, 03:44 PM IST

Sports

Latest News

akhundzdaକାବୁଲ: ତାଲିବାନ୍‌ର ନୂତନ ମୁଖ୍ୟ ମୁଲ୍ଲା ହାଇବାତୁଲ୍ଲାହା ଅଖୁନ୍ଦଜାଦା ଗୁରୁବାର ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖାନ୍‌ କରିଛି। ଏବଂ ଟାର୍ଗେଟରେ ଥିବା ଦେଶଗୁଡିକ ବିରୋଧରେ ଯୁଦ୍ଧ ଜାରି ରହିବ ବୋଲି ଏକ ଅଡିଓ ଟେପ୍‌ ଜାରି କରି ସୂଚନା ଦେଇଛି।

ପୁସ୍‌ତୋ ଭାଷାରେ ରିଲିଜ୍ ହୋଇଥିବା ଅଡିଓ ଟେପ୍‌ରେ ସେ କହିଛନ୍ତି,“ ତାଲିବାନ୍‌ କେବେ ବି ଆମେରିକାର ସେନା ଆଗରେ ମୁଣ୍ଡ ନୁଆଇଁବ ନାହିଁ। ଲୋକମାନେ ଭାବୁଛନ୍ତି ପୂର୍ବତନ ତାଲିବାନ୍‌ ମୁଖ୍ୟଙ୍କ ମୃତ୍ୟୁ ପରେ ଆମେ ଆମେରିକା ସେନା ଆଗରେ ଆତ୍ମସର୍ମଣ କରିବୁ। ଏହା କଦାପି ସମ୍ଭବ ନୁହେଁ। ସବୁ ଶାନ୍ତି ପ୍ରସ୍ତାବକୁ ଆମେ ପ୍ରତ୍ୟାଖାନ କରୁଛି। ଟାର୍ଗେଟରେ ଥିବା ଦେଶ ବିରୋଧରେ ଯୁଦ୍ଧ ଜାରି ରହିବ।”

ସୂଚନାଯୋଗ୍ୟ, ଗତ ଶନିବାର ଦିନ ପାକିସ୍ତାନରେ ଡ୍ରୋନ୍‌ ଆକ୍ରମଣ କରି ଆମେରିକା ତାଲିବାନ୍‌ ମୁଖ୍ୟ ମନସୁରକୁ ହତ୍ୟା କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story