ସରକାରୀ ଡାକ୍ତରଙ୍କ ଅବସର ବୟସ ସୀମା ୬୫ ବର୍ଷକୁ ବୃଦ୍ଧି କଲେ କେନ୍ଦ୍ର ସରକାର

ବାରଣାସୀ: ସରକାରୀ ଡାକ୍ତରଙ୍କ ଅବସର ବୟସ ସୀମାକୁ କେନ୍ଦ୍ର ସରକାର ୬୫ ବର୍ଷକୁ ବୃଦ୍ଧି କରିଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଡାକ୍ତରଙ୍କ କ୍ଷେତ୍ରରେ ଏହା ଲାଗୁ ହେବ। କେନ୍ଦ୍ରରେ ଏନ୍‌ଡିଏ ସରକାରର ୨ ବର୍ଷ ପୂର୍ତ୍ତି ଅବସରରେ ଉତ୍ତରପ୍ରଦେଶ ଶାହାରଣପୁରରେ ଆୟୋଜିତ ସାଧାରଣ ସଭାରେ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। ପ୍ରତିମାସ ୯ ତାରିଖରେ ଗରିବ ପ୍ରସୂତୀଙ୍କୁ ମାଗଣାରେ ଚିକିତ୍ସା କରିବା ଲାଗି ଏହି ଅବସରରେ ମୋଦି ଡାକ୍ତରମାନଙ୍କୁ ଅନୁରୋଧ କରିଛନ୍ତି। ମୋଦି କହିଛନ୍ତି, […]

modi

modi

Rakesh Mallick
  • Published: Thursday, 26 May 2016
  • Updated: 26 May 2016, 05:30 PM IST

Sports

Latest News

ବାରଣାସୀ: ସରକାରୀ ଡାକ୍ତରଙ୍କ ଅବସର ବୟସ ସୀମାକୁ କେନ୍ଦ୍ର ସରକାର ୬୫ ବର୍ଷକୁ ବୃଦ୍ଧି କରିଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଡାକ୍ତରଙ୍କ କ୍ଷେତ୍ରରେ ଏହା ଲାଗୁ ହେବ। କେନ୍ଦ୍ରରେ ଏନ୍‌ଡିଏ ସରକାରର ୨ ବର୍ଷ ପୂର୍ତ୍ତି ଅବସରରେ ଉତ୍ତରପ୍ରଦେଶ ଶାହାରଣପୁରରେ ଆୟୋଜିତ ସାଧାରଣ ସଭାରେ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି।

ପ୍ରତିମାସ ୯ ତାରିଖରେ ଗରିବ ପ୍ରସୂତୀଙ୍କୁ ମାଗଣାରେ ଚିକିତ୍ସା କରିବା ଲାଗି ଏହି ଅବସରରେ ମୋଦି ଡାକ୍ତରମାନଙ୍କୁ ଅନୁରୋଧ କରିଛନ୍ତି।

ମୋଦି କହିଛନ୍ତି, “ଗତ ୨ ବର୍ଷ ମଧ୍ୟରେ ତାଙ୍କ ସରକାର ୩ କୋଟି ଗରିବ ଲୋକଙ୍କୁ ଗ୍ୟାସ ସଂଯୋଗ ଦେଇଛନ୍ତି। ଆସନ୍ତା ୨ ବର୍ଷ ମଧ୍ୟରେ ୫ କୋଟି ଗରିବଙ୍କୁ ମାଗଣାରେ ଗ୍ୟାସ ସଂଯୋଗ ଦିଆଯିବ। ହଜାରେ ଦିନରେ ସବୁ ଗାଁକୁ ବିଦ୍ୟୁତ ସଂଯୋଗ କରିବାକୁ ତାଙ୍କ ସରକାର ପ୍ରତିଶ୍ରୁତିବଦ୍ଧ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story