ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ, ୧୫ ଦିନ ଭିତରେ ପ୍ରବାସୀ ଶ୍ରମିକଙ୍କୁ ଘରକୁ ପଠାଯାଉ

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ସବୁଠାରୁ ଅଧିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ପ୍ରବାସୀ ଶ୍ରମିକ। ସାରା ଦେଶରେ ଲକଡାଉନ୍ ଚାଲିଥିବାରୁ ସେମାନେ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି। ତେବେ ସେମାନଙ୍କ ସପକ୍ଷରେ ଆଜି ସୁପ୍ରିମ କୋର୍ଟ ବଡ଼ ଶୁଣାଣି କରିବା ସହ ରାଜ୍ୟ ଓ କେନ୍ଦ୍ରଶାସିକ ଅଞ୍ଚଳକୁ ଏକ ନିର୍ଦ୍ଦେଶାନାମା ଜାରି କରିଛନ୍ତି। ରାଜ୍ୟ ସରକାରଙ୍କୁ ସୁପ୍ରିମ କୋର୍ଟ କହିଛନ୍ତି ଯେ ସମସ୍ତ ପ୍ରବାସୀ ଶ୍ରମିକଙ୍କର ରେଜିଷ୍ଟ୍ରେସନ୍ କରାଯାଉ ଏବଂ ଆଜିଠାରୁ ୧୫ଦିନ ଭିତରେ ସେମାନଙ୍କୁ ଘରେ […]

supreme-court

supreme-court

Ranjit Kumar Jena
  • Published: Tuesday, 09 June 2020
  • Updated: 09 June 2020, 11:58 AM IST

Sports

Latest News

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ସବୁଠାରୁ ଅଧିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ପ୍ରବାସୀ ଶ୍ରମିକ। ସାରା ଦେଶରେ ଲକଡାଉନ୍ ଚାଲିଥିବାରୁ ସେମାନେ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି। ତେବେ ସେମାନଙ୍କ ସପକ୍ଷରେ ଆଜି ସୁପ୍ରିମ କୋର୍ଟ ବଡ଼ ଶୁଣାଣି କରିବା ସହ ରାଜ୍ୟ ଓ କେନ୍ଦ୍ରଶାସିକ ଅଞ୍ଚଳକୁ ଏକ ନିର୍ଦ୍ଦେଶାନାମା ଜାରି କରିଛନ୍ତି।

ରାଜ୍ୟ ସରକାରଙ୍କୁ ସୁପ୍ରିମ କୋର୍ଟ କହିଛନ୍ତି ଯେ ସମସ୍ତ ପ୍ରବାସୀ ଶ୍ରମିକଙ୍କର ରେଜିଷ୍ଟ୍ରେସନ୍ କରାଯାଉ ଏବଂ ଆଜିଠାରୁ ୧୫ଦିନ ଭିତରେ ସେମାନଙ୍କୁ ଘରେ ପହଞ୍ଚାଇବା ପାଇଁ ବନ୍ଦୋବସ୍ଥ କରାଯାଉ। ସୁପ୍ରିମ କୋର୍ଟ ଆହୁରି କହିଛନ୍ତି, ଯଦି ରାଜ୍ୟମାନେ ନିଜ ନିଜର ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ଟ୍ରେନ୍ ଦାବି କରନ୍ତି, ତାହେଲେ କେନ୍ଦ୍ର ସରକାର ୨୪ ଘଣ୍ଟା ଭିତରେ ଅତିରିକ୍ତ ଟ୍ରେନ୍ ଯୋଗାଇ ଦେବେ।

ସେହିପରି ପ୍ରବାସୀ ଶ୍ରମିକଙ୍କ ପାଇଁ ଏକ କାଉନସିଲ୍ ସେଣ୍ଟର ସ୍ଥାପନା କରିବା ପାଇଁ ସୁପ୍ରିମ୍ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରବାସୀ ଶ୍ରମିକଙ୍କ ସମ୍ବନ୍ଧରେ ସମସ୍ତ ତଥ୍ୟ (ଗାଁ ଓ ବ୍ଲକ ସ୍ତର) ସଂଗ୍ରହ କରାଯିବ। ଏହାସହ ସେମାନଙ୍କର ସ୍କିଲ୍ ମ୍ୟାପିଙ୍ଗ୍ ମଧ୍ୟ କରାଯିବ, ଯାହାଦ୍ୱାରା ସେମାନଙ୍କୁ ରୋଜଗାର ଦେବାରେ ସହାୟକ ହେବ। ଯଦି ଶ୍ରମିକମାନେ ପୁଣିଥରେ କାମକୁ ଫେରିବାକୁ ଚାହିଁବେ, ତାହେଲେ ରାଜ୍ୟ ସରକାର ମଧ୍ୟ ସେମାନଙ୍କୁ ସହାୟତା କରିବେ।

ପଳାୟନ କରୁଥିବା ବେଳେ ଶ୍ରମିକଙ୍କ ବିରୋଧରେ ଲକଡାଉନ୍ ଉଲ୍ଲଙ୍ଘନର ଯେଉଁ ମୋକଦ୍ଦମା ଦାୟର କରାଯାଇଛି, ତାକୁ ପ୍ରତ୍ୟାହାର କରାଯିବାକୁ ସୁପ୍ରିମ୍ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ସୁପ୍ରିମ୍ କୋର୍ଟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ଦେବା ପାଇଁ ନୂଆ ସ୍କିମ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ବନ୍ଧରେ ସବୁ ରାଜ୍ୟ ସୁପ୍ରିମ୍ କୋର୍ଟଙ୍କୁ ସୂଚନା ଦେବେ। ଏପରିକି ଶ୍ରମିକମାନଙ୍କୁ ଯେପରି ସବୁ ସ୍କିମର ଲାଭ ମିଳିପାରିବ, ତା'ର ସମସ୍ତ ସୂଚନା ଦେବାକୁ ସୁପ୍ରିମ୍ କୋର୍ଟ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story