ସିନ୍ଧୁ ସଭ୍ୟତାରେ ଏମିତି ଦିଶୁଥିଲେ ଲୋକେ, ଗବେଷଣା ଆଣିଲା ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ବୈଜ୍ଞାନିକମାନେ ସିନ୍ଧୁ ସଭ୍ୟତାରେ ବସବାସ କରୁଥିବା ମନୁଷ୍ୟଙ୍କ ଭଳି ଅବିକଳ ମୁହଁ ବିକଶିତ କରିପାରିଛନ୍ତି। ହରିଆଣାର ରାଖିଗଡ଼ିଠାରେ ଥିବା ୪,୫୦୦ ବର୍ଷ ପୁରୂଣା ସମାଧିସ୍ଥଳରୁ ମିଳିଥିବା ୩୭ ଜଣ ବ୍ୟକ୍ତିଙ୍କ ଦେହାବଶେଷରୁ ଏହି ମୁହଁର ପ୍ରତିରୂପ ବିକାଶ କରାଯାଇଛି। ଦକ୍ଷିଣ କୋରିଆ, ବ୍ରିଟେନ୍‌ ଏବଂ ଭାରତର ୬ଟି ଅନୁଷ୍ଠାନରୁ ଆସିଥିବା ୧୫ ଜଣ ବୈଜ୍ଞାନିକ ଏବଂ ବିଶେଷଜ୍ଞ କ୍ରାନିଫେସିଆଲ ରିକନ୍‌ଷ୍ଟ୍ରକ୍ସନ୍‌ (ସିଏଫ୍‌ଆର) ଟେକ୍ନୋଲୋଜିର ବ୍ୟବହାରରେ ଏବଂ ମିଳିଥିବା ଦେହାବଶେଷର କମ୍ପ୍ୟୁଟରୀକୃତ ଟୋମୋଗ୍ରାଫି […]

indus

indus

Subrat Kumar Nayak
  • Published: Thursday, 10 October 2019
  • Updated: 10 October 2019, 05:58 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ବୈଜ୍ଞାନିକମାନେ ସିନ୍ଧୁ ସଭ୍ୟତାରେ ବସବାସ କରୁଥିବା ମନୁଷ୍ୟଙ୍କ ଭଳି ଅବିକଳ ମୁହଁ ବିକଶିତ କରିପାରିଛନ୍ତି। ହରିଆଣାର ରାଖିଗଡ଼ିଠାରେ ଥିବା ୪,୫୦୦ ବର୍ଷ ପୁରୂଣା ସମାଧିସ୍ଥଳରୁ ମିଳିଥିବା ୩୭ ଜଣ ବ୍ୟକ୍ତିଙ୍କ ଦେହାବଶେଷରୁ ଏହି ମୁହଁର ପ୍ରତିରୂପ ବିକାଶ କରାଯାଇଛି।

ଦକ୍ଷିଣ କୋରିଆ, ବ୍ରିଟେନ୍‌ ଏବଂ ଭାରତର ୬ଟି ଅନୁଷ୍ଠାନରୁ ଆସିଥିବା ୧୫ ଜଣ ବୈଜ୍ଞାନିକ ଏବଂ ବିଶେଷଜ୍ଞ କ୍ରାନିଫେସିଆଲ ରିକନ୍‌ଷ୍ଟ୍ରକ୍ସନ୍‌ (ସିଏଫ୍‌ଆର) ଟେକ୍ନୋଲୋଜିର ବ୍ୟବହାରରେ ଏବଂ ମିଳିଥିବା ଦେହାବଶେଷର କମ୍ପ୍ୟୁଟରୀକୃତ ଟୋମୋଗ୍ରାଫି ଡାଟା ବ୍ୟବହାର କରି ଏହି ଡିଜାଇନ୍‌ ସମ୍ପନ୍ନ ହୋଇଛି। ଏହି ଡିଜାଇନ୍‌ ଏପରି ହୋଇଛି ଯେମିତି ଖପୁରୀସବୁରେ ମାଂସ ଲାଗିଥିଲେ ଯେମିତି ଦେଖାଯାଉଥା’ନ୍ତା। ଡବ୍ଲୁ ଜେ ଲି ଏବଂ ବସନ୍ତ ସିନ୍ଦେଙ୍କ ନେତୃତ୍ୱରେ ଗଠିତ ଏହି ଗବେଷକ ଦଳକୁ ନ୍ୟାସନାଲ ଜିଓଗ୍ରାଫିକ୍‌ ସୋସାଇଟି ଆର୍ଥିକ ସହାୟତା ଦେଇଛି। ଏହି ରିପୋର୍ଟ ଏକ ପ୍ରତିଷ୍ଠିତ ଜର୍ଣ୍ଣାଲରେ ପ୍ରକାଶ ପାଇଛି।

ରାଖିଗଡ଼ି ପ୍ରତ୍ନତତ୍ତ୍ୱ ପ୍ରକଳ୍ପର ନେତୃତ୍ୱ ନେଉଥିବା ସିନ୍ଦେ କହିଛନ୍ତି, ଏହି ରିପୋର୍ଟର ଆଜି ମଧ୍ୟ ଗୁରୁତ୍ୱ ରହିଛି। କାରଣ ପୂର୍ବରୁ ଆମେ ଜାଣି ନଥିଲେ ସିନ୍ଧୁ ସଭ୍ୟତାର ଲୋକେ କିଭଳି ଦେଖାଯା’ନ୍ତି। ଗଠନ ନେଇ କିଛି ସ୍ପଷ୍ଟ ତଥ୍ୟ ନ ରହିବାର କାରଣ ଏଯାଏ ଏହି ସମାଧିସ୍ଥଳର ଯଥେଷ୍ଟ ତଦନ୍ତ ହୋଇନଥିଲା। ମହେଞ୍ଜୋଦାରୋରୁ ମିଳିଥିବା ପ୍ରସିଦ୍ଧ ‘ପ୍ରିଷ୍ଟ କିଙ୍ଗ’ ଦେହାବଶେଷ ବାବଦରେ ମଧ୍ୟ ଏତେ ଗବେଷଣା ହୋଇନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story