ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ ମାମଲାରେ ଚିଦାମ୍ୱରମଙ୍କୁ ଝଟକା

ନୂଆଦିଲ୍ଲୀ: ଆଜି ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ୱରମଙ୍କୁ ଜୋରଦାର ଝଟକା ଦେଇଛନ୍ତି ସୁପ୍ରିମକୋର୍ଟ। ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା ଅଗ୍ରୀମ୍ ଜାମିନ ଆବେଦନକୁ ଖାରଜ୍ କରି ଦେଇଛନ୍ତି ସୁପ୍ରିମକୋର୍ଟ। ଯେହେତୁ ସେ ସିବିଆଇ ଦ୍ୱାରା ଗିରଫ ହୋଇସାରିଛନ୍ତି, ସେ କ୍ଷେତ୍ରରେ ଆଗୁଆ ଜାମିନ ଆବେଦନର ଯୌକ୍ତିକତା ନାହିଁ। ଏଣିକି ସେ ରେଗୁଲାର ଜାମିନ୍ ପାଇଁ ତଳ କୋର୍ଟରେ ଆବେଦନ କରିବା ଉଚିତ୍ ବୋଲି କୋର୍ଟ ଶୁଣାଣି ବେଳେ କହିଛନ୍ତି। ଜଷ୍ଟିସ୍ ଆର. ଭାନୁମତି […]

chidambaram

chidambaram

Subhransu Sekhar
  • Published: Monday, 26 August 2019
  • Updated: 26 August 2019, 01:40 PM IST

Sports

Latest News

ନୂଆଦିଲ୍ଲୀ: ଆଜି ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ୱରମଙ୍କୁ ଜୋରଦାର ଝଟକା ଦେଇଛନ୍ତି ସୁପ୍ରିମକୋର୍ଟ। ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା ଅଗ୍ରୀମ୍ ଜାମିନ ଆବେଦନକୁ ଖାରଜ୍ କରି ଦେଇଛନ୍ତି ସୁପ୍ରିମକୋର୍ଟ। ଯେହେତୁ ସେ ସିବିଆଇ ଦ୍ୱାରା ଗିରଫ ହୋଇସାରିଛନ୍ତି, ସେ କ୍ଷେତ୍ରରେ ଆଗୁଆ ଜାମିନ ଆବେଦନର ଯୌକ୍ତିକତା ନାହିଁ। ଏଣିକି ସେ ରେଗୁଲାର ଜାମିନ୍ ପାଇଁ ତଳ କୋର୍ଟରେ ଆବେଦନ କରିବା ଉଚିତ୍ ବୋଲି କୋର୍ଟ ଶୁଣାଣି ବେଳେ କହିଛନ୍ତି। ଜଷ୍ଟିସ୍ ଆର. ଭାନୁମତି ଏବଂ ଜଷ୍ଟିସ୍ ଏ.ଏସ୍. ବୋପାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି।

ଏବେ ସୁପ୍ରିମକୋର୍ଟରେ ଇଡି ମାମଲାର ଶୁଣାଣି ହେଉଛି। ଇଡି ଦ୍ୱାରା ଦାୟର ହୋଇଥିବା ମାମଲାରେ ଅଗ୍ରୀମ ଜାମିନ୍ ପାଇଁ ଚିଦାମ୍ୱରମ୍ ଆବେଦନ କରିଛନ୍ତି। ଏବେ ଇଡି କିନ୍ତୁ ଚିଦାମ୍ୱରମଙ୍କ ବିରୋଧରେ ଏକ ହଲଫନାମା ବା ଶପଥପତ୍ର ମଧ୍ୟ ଜାରି କରାଯାଇଛି।

ଚିଦାମ୍ୱରମଙ୍କ ପକ୍ଷରୁ ତାଙ୍କ ଓକିଲ କପିଲ ସିବଲ ପକ୍ଷ ରଖି କହିଛନ୍ତି ତାଙ୍କ ପାଖରେ ଇଡିର ଶପଥପତ୍ର ପହଞ୍ଚିବା ପୂର୍ବରୁ ଗଣମାଧ୍ୟମରେ ଏହା ପ୍ରକାଶ ପାଇଥିଲା। ଏହାପରେ ଇଡି ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହତା ପକ୍ଷ ରଖି କହିଛନ୍ତି ଆପଣଙ୍କ ତରଫରୁ ଶପଥପତ୍ର ବାବଦରେ ଆବେଦନକାରୀଙ୍କ ପକ୍ଷରୁ ଲିକ୍ କରାଯାଇ ଥାଇପାରେ, ଇଡି ପକ୍ଷରୁ ନୁହେଁ। କେସ୍ ଡାଏରୀ ସବୁବେଳେ କୋର୍ଟକୁ ଦିଆଯାଏ। ଏହାପରେ କପିଲ ସିବଲ କହିଥିଲେ କୋର୍ଟଙ୍କ ନିର୍ଦ୍ଦେଶ ରହିଛି ଯେ, ଇଡି ତରଫରୁ ଦାୟର ହୋଇଥିବା କେସ୍ ଡାଏରୀକୁ ପ୍ରମାଣ ସ୍ୱରୂପ ଗ୍ରହଣ କରାଯାଇ ପାରିବ ନାହିଁ।

ଅନ୍ୟପଟେ ଚିଦାମ୍ୱରମଙ୍କୁ ରିମାଣ୍ଡରେ ନେଇଥିବା ସିବିଆଇର ଅବଧି ଆଜି ଶେଷ ହେବାକୁ ଯାଉଛି। ତେଣୁ ତାଙ୍କୁ ସିବିଆଇ କୋର୍ଟରେ ହାଜର କରାଯିବ। ସେତେବେଳେ ସିବିଆଇ ଚିଦାମ୍ବରମଙ୍କୁ ଅଧିକ ଦିନ ରିମାଣ୍ଡ ପାଇଁ ଆବେଦନ କରିବ ବୋଲି ସୂଚନା ରହିଛି।

ସୂଚନାଯୋଗ୍ୟ, ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗତ ୨୧ ତାରିଖରେ ଦିଲ୍ଲୀସ୍ଥିତ ତାଙ୍କ ବାସଭବନରୁ ନାଟକୀୟ ଢଙ୍ଗରେ ଗିରଫ ହୋଇଥିଲେ ପି. ଚିଦାମ୍ବରମ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story