କରୋନା: ଆମେରିକାରେ ଖୋଲିଲା ରେଷ୍ଟୁରାଣ୍ଟ ଓ ବ୍ୟବସାୟିକ ପ୍ରତିଷ୍ଠାନ

ୱାଶିଂଟନ: ଆମେରିକାରେ କରୋନା ଭାଇରସ ଭୟଙ୍କର ରୂପ ଧାରଣ କରିଥିବା ବେଳେ ସରକାର ଲୋକଙ୍କ ଜୀବନ ଅପେକ୍ଷା ନିଜର ଅର୍ଥନୀତିକୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ଆମେରିକାର ଏକାଧିକ ରାଜ୍ୟରେ ଲକଡାଉନ କଟକଣାକୁ କୋହଳ କରାଯାଇଛି। ଟେକ୍ସାସ, ଲୋଇସିଆନା ଓ ମାଇନେ ଭଳି ରାଜ୍ୟରେ ଏଭଳି ଲକଡାଉନକୁ କୋହଳ କରାଯାଇଛି। ଏପରି କି ରେଷ୍ଟୁରାଣ୍ଟ, ଷ୍ଟୋର ଓ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିବାକୁ ମଧ୍ୟ ଆମେରିକା ସରକାର କାର୍ଯ୍ୟକ୍ଷମ କରିଛନ୍ତି। ଏହାର ଅର୍ଥ ଲୋକମାନେ ରେଷ୍ଟୁରାଣ୍ଟରେ ଖାଇପାରିବେ ଓ […]

u

u

Hemant Lenka
  • Published: Saturday, 02 May 2020
  • Updated: 02 May 2020, 04:58 PM IST

Sports

Latest News

ୱାଶିଂଟନ: ଆମେରିକାରେ କରୋନା ଭାଇରସ ଭୟଙ୍କର ରୂପ ଧାରଣ କରିଥିବା ବେଳେ ସରକାର ଲୋକଙ୍କ ଜୀବନ ଅପେକ୍ଷା ନିଜର ଅର୍ଥନୀତିକୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ଆମେରିକାର ଏକାଧିକ ରାଜ୍ୟରେ ଲକଡାଉନ କଟକଣାକୁ କୋହଳ କରାଯାଇଛି।

ଟେକ୍ସାସ, ଲୋଇସିଆନା ଓ ମାଇନେ ଭଳି ରାଜ୍ୟରେ ଏଭଳି ଲକଡାଉନକୁ କୋହଳ କରାଯାଇଛି। ଏପରି କି ରେଷ୍ଟୁରାଣ୍ଟ, ଷ୍ଟୋର ଓ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିବାକୁ ମଧ୍ୟ ଆମେରିକା ସରକାର କାର୍ଯ୍ୟକ୍ଷମ କରିଛନ୍ତି। ଏହାର ଅର୍ଥ ଲୋକମାନେ ରେଷ୍ଟୁରାଣ୍ଟରେ ଖାଇପାରିବେ ଓ ଖାଇପାରିବେ।

କିନ୍ତୁ ପ୍ରତି ଟେବୁଲ ମଧ୍ୟରେ ୧୦ ଫୁଟ ଦୂରତା ରହିବ ଓ କୌଣସି ୱେଟର ରହିପାରିବେ ନାହିଁ। ରେଷ୍ଟୁରାଣ୍ଟର କ୍ଷମତା ତୁଳନାରେ କେବଳ ୨୫% ଲୋକ ଏକକାଳୀନ ସେଠାକୁ ଯାଇପାରିବେ।

ସେହିପରି ଲୋକମାନେ ଚର୍ଚ୍ଚ ଯାଇପାରିବେ। ସେଠାରେ ସାମଜିକ ଦୂରତା ଅବଲମ୍ବନ କରାଯିବ। ବିଭିନ୍ନ ସ୍ଥାନରେ ମଲଗୁଡ଼ିକ ମଧ୍ୟ ସରକାର ଖୋଲିଛନ୍ତି।

ବର୍ତ୍ତମାନ ସୁଦ୍ଧା ଆମେରିକାରେ କରୋନା ଯୋଗୁ ୧୧,୩୧,୮୫୬ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୬୫,୭୮୨ ଜଣ ପ୍ରାଣ ହରାଇଛନ୍ତି। ବୈଜ୍ଞାନିକମାନଙ୍କ ମତରେ ଲକଡାଉନ କୋହଳ କଲେ କରୋନା ପୁଣିଥରେ କମବ୍ୟାକ କରିବ।

ଏଥିପ୍ରତି ସରକାରମାନେ ସତର୍କତାର ସହ ପଦକ୍ଷେପ ନେବା ଦରକାର। ହେଲେ ଆମେରିକା ଏହାକୁ ନ ଶୁଣି ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାରେ ଲାଗିଛି। ନିଜ ଅର୍ଥନୀତିକୁ ପୁଣିଥରେ ଟ୍ରାକକୁ ଫେରାଇ ଆଣିବା ପାଇଁ ରାଷ୍ଟ୍ରପତି ଟ୍ରମ୍ପ ଏଭଳି ବ୍ୟବସ୍ଥା କରିଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story