ସକାଳୁ ସକାଳୁ ଭୟଙ୍କର ଦୁର୍ଘଟଣା, ଚାଲିଗଲା ୧୦ ଜୀବନ

ଭଦୋଦରା: ଗୁଜରାଟର ଭଦୋଦରାରେ ଘଟିଛି ଭୟଙ୍କର ଦୁର୍ଘଟଣା। ଯେଉଁଥିରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ବୁଧବାର ସକାଳେ ୱାଘୋଡିଆ କ୍ରସିଂ ହାଇୱେ ନିକଟରେ ଦୁଇ ଟ୍ରକ୍ ମଧ୍ୟରେ ଜୋରଦାର ଧକ୍କା ହୋଇଥିଲା। ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। Saddened by the loss of lives due to a road accident near Vadodara. Instructed officials to do needful. […]

TRUCK

TRUCK

Ranjit Kumar Jena
  • Published: Wednesday, 18 November 2020
  • Updated: 18 November 2020, 01:11 PM IST

Sports

Latest News

ଭଦୋଦରା: ଗୁଜରାଟର ଭଦୋଦରାରେ ଘଟିଛି ଭୟଙ୍କର ଦୁର୍ଘଟଣା। ଯେଉଁଥିରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ବୁଧବାର ସକାଳେ ୱାଘୋଡିଆ କ୍ରସିଂ ହାଇୱେ ନିକଟରେ ଦୁଇ ଟ୍ରକ୍ ମଧ୍ୟରେ ଜୋରଦାର ଧକ୍କା ହୋଇଥିଲା। ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

https://twitter.com/ANI/status/1328913505257353216?s=20

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ଏହି ଦୁର୍ଘଟଣା ଭୋର୍ ୪ଟା ସମୟରେ ହୋଇଛି। ଗୋଟିଏ ଟ୍ରକରେ ବହୁ ସଂଖ୍ୟାରେ ଲୋକେ ଯାତ୍ରା କରୁଥିଲେ। ତେବେ ଏହି ଟ୍ରକଟିର ଆଉ ଏକ ଟ୍ରକ୍ ସହ ଧକ୍କା ହୋଇଥିଲା। ଯାହା ଫଳରେ ଘଟଣାସ୍ଥଳରେ ୧୦ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ଆହତ ଅବସ୍ଥାରେ ଟ୍ରକ୍ ଭିତରେ ଫସି ରହିଥିଲେ। ଚଦୁର୍ଘଟଣା ପରେ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ୍ ଜାମ୍ ରହିଥିଲା।

ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ। ମୁଖ୍ୟମନ୍ତ୍ରୀ ଆହତ ହୋଇଥିବା ବ୍ୟକ୍ତିଙ୍କ ସୁସ୍ଥ କାମନା ପାଇଁ ପ୍ରାର୍ଥନା କରିଛନ୍ତି।

ଆଗକୁ ପଢ଼ନ୍ତୁ : ବସ୍ ଓଲଟି ଚାଲିଗଲା ୨ ଜୀବନ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story