ସରିଫଙ୍କର ହେବ ଓପନ୍ ହାର୍ଟ ସର୍ଜରୀ; ଶୁଭକାମନା ଜଣାଇଲେ ମୋଦି

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କର ଆସନ୍ତା ମଙ୍ଗଳବାର ଇଂଲଣ୍ଡରେ ଓପନ୍ ହାର୍ଟ ସର୍ଜରୀ ହେବ। ସେଥିପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭକାମନା ଜଣାଇଛନ୍ତି। ସରିଫଙ୍କ ଓପନ୍ ହାର୍ଟ ସର୍ଜରୀ ସଂପର୍କରେ ଗତକାଲି ପାକିସ୍ତାନ ରକ୍ଷା ମନ୍ତ୍ରୀ ଖ୍ୱାଜା ଅସିଫ୍ ସୂଚନା ଦେଇଥିଲେ। ସେ କହିଥିଲେ,“ଓପନ୍ ହାର୍ଟ ସର୍ଜରୀ ପାଇଁ ଡାକ୍ତରମାନେ ସରିଫଙ୍କୁ ପରାମର୍ଶ ଦେଇଥିଲେ। ଅପରେସନ୍‌ ପରେ ସରିଫ ୭ ଦିନ ପାଇଁ ଡାକ୍ତରଖାନାରେ ରହିବେ। ଡାକ୍ତରଙ୍କ ଅନୁମତି ପରେ ସେ ପାକିସ୍ତାନ […]

Nawaz-sharif

Nawaz-sharif

Rakesh Mallick
  • Published: Saturday, 28 May 2016
  • Updated: 04 May 2017, 03:44 PM IST

Sports

Latest News

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କର ଆସନ୍ତା ମଙ୍ଗଳବାର ଇଂଲଣ୍ଡରେ ଓପନ୍ ହାର୍ଟ ସର୍ଜରୀ ହେବ। ସେଥିପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭକାମନା ଜଣାଇଛନ୍ତି।

ସରିଫଙ୍କ ଓପନ୍ ହାର୍ଟ ସର୍ଜରୀ ସଂପର୍କରେ ଗତକାଲି ପାକିସ୍ତାନ ରକ୍ଷା ମନ୍ତ୍ରୀ ଖ୍ୱାଜା ଅସିଫ୍ ସୂଚନା ଦେଇଥିଲେ। ସେ କହିଥିଲେ,“ଓପନ୍ ହାର୍ଟ ସର୍ଜରୀ ପାଇଁ ଡାକ୍ତରମାନେ ସରିଫଙ୍କୁ ପରାମର୍ଶ ଦେଇଥିଲେ। ଅପରେସନ୍‌ ପରେ ସରିଫ ୭ ଦିନ ପାଇଁ ଡାକ୍ତରଖାନାରେ ରହିବେ। ଡାକ୍ତରଙ୍କ ଅନୁମତି ପରେ ସେ ପାକିସ୍ତାନ ଫେରିବେ।”

ସରିଫଙ୍କ ଝିଅ ମରୟାମ ନୱାଜ ମଧ୍ୟ ଟ୍ୱିଟ୍ କରି ତାଙ୍କର ଓପନ୍ ହାର୍ଟ ସର୍ଜରୀ ହେବ ବୋଲି ସୂଚନା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story