ଶୀନା ବୋରା ହତ୍ୟାକାଣ୍ଡ: ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀଙ୍କ ସ୍ୱାସ୍ଥାବସ୍ଥାରେ ସୁଧାର, ଚେତା ଫେରିଲା

ମୁମ୍ବାଇ: ବହୁ ଚର୍ଚ୍ଚିତ ଶୀନା ବୋରା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଅବସ୍ଥାରେ ସାମାନ୍ୟ ସୁଧାର ଆସିଛି। ବର୍ତ୍ତମାନ ତାଙ୍କର ଚେତା ଫେରିଥିବା ନେଇ ମୁମ୍ୱାଇ ଜେଜେ ହସ୍ପିଟାଲ୍ ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ଅବସାଦ ଦୂର ପାଇଁ ନିଆଯାଉଥିବା ଔଷଧର ମାତ୍ରାଧିକ ସେବନ ଯୋଗୁଁ ସେ ଅସୁସ୍ଥ ହୋଇଥିବା ରିପୋର୍ଟରୁ ଜଣାପଡିଛି। ସେପଟେ ପୋଲିସ ଏ ନେଇ ବିଭିନ୍ନ ଦିଗରୁ ଅନୁସନ୍ଧାନ କରୁଛି। ତାଙ୍କ ବୟାନ ରେକର୍ଡ କରାଯିବ ବୋଲି ପୋଲିସ କହିଛି। […]

indranee

indranee

Rakesh Mallick
  • Published: Sunday, 04 October 2015
  • Updated: 04 October 2015, 11:48 AM IST

Sports

Latest News

ମୁମ୍ବାଇ: ବହୁ ଚର୍ଚ୍ଚିତ ଶୀନା ବୋରା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଅବସ୍ଥାରେ ସାମାନ୍ୟ ସୁଧାର ଆସିଛି। ବର୍ତ୍ତମାନ ତାଙ୍କର ଚେତା ଫେରିଥିବା ନେଇ ମୁମ୍ୱାଇ ଜେଜେ ହସ୍ପିଟାଲ୍ ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ଅବସାଦ ଦୂର ପାଇଁ ନିଆଯାଉଥିବା ଔଷଧର ମାତ୍ରାଧିକ ସେବନ ଯୋଗୁଁ ସେ ଅସୁସ୍ଥ ହୋଇଥିବା ରିପୋର୍ଟରୁ ଜଣାପଡିଛି।

ସେପଟେ ପୋଲିସ ଏ ନେଇ ବିଭିନ୍ନ ଦିଗରୁ ଅନୁସନ୍ଧାନ କରୁଛି। ତାଙ୍କ ବୟାନ ରେକର୍ଡ କରାଯିବ ବୋଲି ପୋଲିସ କହିଛି। କୌଣସି ପ୍ରକାର ଅବହେଳା ହୋଇଥିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରମୁଖ ଗୃହ ସଚିବ କାରାଗାର ବିଜୟ ସତବୀର କହିଛନ୍ତି। ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଶୁକ୍ରବାର ଇନ୍ଦ୍ରାଣୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶୀନା ବୋରା ହତ୍ୟା ମାମଲାରେ ଅଗଷ୍ଟ ୨୫ରେ ଇନ୍ଦ୍ରାଣୀଙ୍କୁ ଗିରଫ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story