ରାହୁଲଙ୍କୁ ‘ରଣଛୋଡଦାସ ଗାନ୍ଧି’ କହିଲେ ଶିବରାଜ

ପାଣାଜି: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ତଥା ବିଜେପିର ବରିଷ୍ଠ ନେତା ଗତକାଲି ଗୋଆରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ସମାଲୋଚନା କରିଛନ୍ତି। ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ନିଜର ମତ ରଖିବାକୁ ଯାଇ କହିଛନ୍ତି ‘ଧାରା ୩୭୦ ପ୍ରସଙ୍ଗରେ ରାହୁଲ୍ କିଛି କହିବେ ବୋଲି ଜଣାପଡ଼ୁନି। କାରଣ ସେ ଏବେ ‘ରଣଛୋଡଦାସ ଗାନ୍ଧି’ ହୋଇ ଯାଇଛନ୍ତି। କଂଗ୍ରେସ ସାଧାରଣ ନିର୍ବାଚନ ହାରିବା ପରେ ଦଳକୁ ମଜବୁତ କରିବା ଦାୟିତ୍ୱ ତାଙ୍କର ଥିଲା, […]

Shivraj-Singh-Chouhan

Shivraj-Singh-Chouhan

Subhransu Sekhar
  • Published: Monday, 19 August 2019
  • Updated: 19 August 2019, 01:07 PM IST

Sports

Latest News

ପାଣାଜି: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ତଥା ବିଜେପିର ବରିଷ୍ଠ ନେତା ଗତକାଲି ଗୋଆରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ସମାଲୋଚନା କରିଛନ୍ତି। ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ନିଜର ମତ ରଖିବାକୁ ଯାଇ କହିଛନ୍ତି ‘ଧାରା ୩୭୦ ପ୍ରସଙ୍ଗରେ ରାହୁଲ୍ କିଛି କହିବେ ବୋଲି ଜଣାପଡ଼ୁନି। କାରଣ ସେ ଏବେ 'ରଣଛୋଡଦାସ ଗାନ୍ଧି’ ହୋଇ ଯାଇଛନ୍ତି। କଂଗ୍ରେସ ସାଧାରଣ ନିର୍ବାଚନ ହାରିବା ପରେ ଦଳକୁ ମଜବୁତ କରିବା ଦାୟିତ୍ୱ ତାଙ୍କର ଥିଲା, ହେଲେ ସେ ଏହା ନକରି ଅନ୍ୟତ୍ର ପଳାଇଲେ ବୋଲି ଶିବରାଜ କହିଛନ୍ତି।

ଗୋଆରେ ବିଜେପି ସଦସ୍ୟ ଅଭିଯାନ କାର୍ଯ୍ୟକ୍ରମରେ ନେତା ଓ କର୍ମୀଙ୍କୁ ସମ୍ୱୋଧନ କରିବା ବେଳେ ଶିବରାଜ କହିଛନ୍ତି ଏବେ ଆଶା କରୁଛୁ କଂଗ୍ରେସର ନୂଆ ଅଧ୍ୟକ୍ଷ ସୋନିଆ ଗାନ୍ଧି ଧାରା ୩୭୦ ବାବଦରେ ଦଳର ଆଭିମୁଖ୍ୟକୁ ସ୍ପଷ୍ଟ କରିବେ।

https://twitter.com/ANI/status/1163222270195752960?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1163222270195752960&ref_url=https%3A%2F%2Fzeenews.india.com%2Fhindi%2Findia%2Fmadhya-pradesh-chhattisgarh%2Farticle-370-shivraj-singh-chouhan-takes-on-rahul-gandhi%2F564197

କଂଗ୍ରେସ ଏବେ ଭ୍ରମରେ ପଡ଼ିଛି ତେଣୁ ବିଭିନ୍ନ ପ୍ରସଙ୍ଗରେ ଦଳର ନେତା ଭିନ୍ନ ଭିନ୍ନ ମତ ରଖୁଛନ୍ତି ବୋଲି ଶିବରାଜ କହିଛନ୍ତି। କିଛି କଂଗ୍ରେସ ନେତା ଧାରା ୩୭୦କୁ ବିରୋଧ କରିବାକୁ ଯାଇ ପାକିସ୍ତାନର କଥାକୁ ଏଠାରେ ଦୋହରାଉଛନ୍ତି ବୋଲି ଶିବରାଜ କହିଛନ୍ତି।

ଏହି ଅବସରରେ ସେ କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହରୁଙ୍କ ଭୁଲ ନିଷ୍ପତ୍ତି ପାଇଁ ଆଜି ଜମ୍ମୁ କଶ୍ମୀରରେ ସମସ୍ୟା ଦେଖାଦେଇଛି। ଖାଲି ଏତିକି ନୁହେଁ ଭୁଲ୍ ନିଷ୍ପତ୍ତି ପାଇଁ ଗୋଆକୁ ଦୀର୍ଘ ୪୫୧ ବର୍ଷ ଧରି ପର୍ତ୍ତୁଗୀଜ ଶାସନ କରୁଆସୁଥିଲା ବୋଲି ସେ କହିଛନ୍ତି। ଶେଷରେ ୧୯୬୧ରେ ଗୋଆ ଭାରତରେ ମିଶିଥିଲା ବୋଲି ସେ କହିଛନ୍ତି।

ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭଗବାନ କୃଷ୍ଣ-ଅର୍ଜୁନଙ୍କ ସହ ତୁଳନା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story