ସିଆଲ୍‌ଦା-ଆଜ୍‌ମେର ଏକ୍ସପ୍ରେସ୍ ଲାଇନ୍‌ଚ୍ୟୁତ: ୨ ମୃତ, ୨୬ ଆହତ

କାନପୁର: ଉତ୍ତରପ୍ରଦେଶର କାନପୁର ଜିଲ୍ଲା ଅନ୍ତର୍ଗତ ରୁରା ରେଳ ଷ୍ଟେସନ ନିକଟରେ ଆଜି ଭୋର ପ୍ରାୟ ସାଢ଼େ ୫ଟା ବେଳେ ସିଆଲ୍‌ଦା-ଆଜ୍‌ମେର ଏକ୍ସପ୍ରେସର ୧୫ଟି ବଗି ଲାଇନ୍‌ଚ୍ୟୁତ ହେବା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୬ ଜଣ ଆହତ ହୋଇଛନ୍ତି। ଏକ ଶୁଖିଲା କେନାଲ୍‌ ଉପରେ ଥିବା ବ୍ରିଜ୍ ଅତିକ୍ରମ କରୁଥିବା ବେଳେ ଟ୍ରେନ୍‌ଟି ଲାଇନଚ୍ୟୁତ ହୋଇଥିଲା। ରେଳବାଇ ମୁଖପାତ୍ର ଅନୀଲ ସକ୍ସେନା କହିଛନ୍ତି,“ଟ୍ରେନ୍‌ଟିର ୧୫ଟି ବଗି ଲାଇନ୍‌ଚ୍ୟୁତ ହୋଇଛି। ପ୍ରଥମ ୫ଟି ଓ […]

trainaccident

trainaccident

Rakesh Mallick
  • Published: Wednesday, 28 December 2016
  • Updated: 28 December 2016, 08:56 AM IST

କାନପୁର: ଉତ୍ତରପ୍ରଦେଶର କାନପୁର ଜିଲ୍ଲା ଅନ୍ତର୍ଗତ ରୁରା ରେଳ ଷ୍ଟେସନ ନିକଟରେ ଆଜି ଭୋର ପ୍ରାୟ ସାଢ଼େ ୫ଟା ବେଳେ ସିଆଲ୍‌ଦା-ଆଜ୍‌ମେର ଏକ୍ସପ୍ରେସର ୧୫ଟି ବଗି ଲାଇନ୍‌ଚ୍ୟୁତ ହେବା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୬ ଜଣ ଆହତ ହୋଇଛନ୍ତି। ଏକ ଶୁଖିଲା କେନାଲ୍‌ ଉପରେ ଥିବା ବ୍ରିଜ୍ ଅତିକ୍ରମ କରୁଥିବା ବେଳେ ଟ୍ରେନ୍‌ଟି ଲାଇନଚ୍ୟୁତ ହୋଇଥିଲା।

ରେଳବାଇ ମୁଖପାତ୍ର ଅନୀଲ ସକ୍ସେନା କହିଛନ୍ତି,“ଟ୍ରେନ୍‌ଟିର ୧୫ଟି ବଗି ଲାଇନ୍‌ଚ୍ୟୁତ ହୋଇଛି। ପ୍ରଥମ ୫ଟି ଓ ଶେଷ ୩ଟି ବଗି ଲାଇନ୍‌ଚ୍ୟୁତ ହୋଇନଥିଲା।

ଏହି ଦୁର୍ଘଟଣା ପରେ ଏହି ରୁଟ୍‌ରେ ଯିବାକୁ ଥିବା କାନପୁର-ନୂଆଦିଲ୍ଲର ଶତାବ୍ଦୀ ଏକ୍ସପ୍ରେସ୍‌କୁ ବାତିଲ କରି ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story