ଖୁବଶୀଘ୍ର କାର୍ଯ୍ୟକାରୀ ହେବ ଜିଏସଟି ବିଲ୍‌: ଅରୁଣ ଜେଟଲୀ

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର ଗୁଡ୍ସ ଆଣ୍ଡ ସର୍ଭିସେସ୍‌ ଟ୍ୟାକ୍ସ (ଜିଏସଟି) ବିଲ୍‌ କାର୍ଯ୍ୟକାରୀ ହେବ। ଗତକାଲି ବିଲ୍‌ ରାଜ୍ୟସଭାର ଅନୁମୋଦନ ଲାଭ କରିବା ପରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏହା କହିଛନ୍ତି। ସେ କହିଛନ୍ତି, “ବିଳମ୍ବରେ ହେଲେ ମଧ୍ୟ ବିଲ୍‌ ପାଶ୍‌ ହୋଇଥିବାରୁ ମୁଁ ଖୁସି। ବିଲ୍‌କୁ ସବୁ ରାଜ୍ୟର ବିଧାନସଭାକୁ ପଠାଯିବ। ଜିଏସ୍‌ଟି ଦ୍ୱାରା ଦେଶରେ ଦୁର୍ନୀତି କମିବା ସହ କଳା ଟଙ୍କା କାରବାର ଉପରେ ରୋକ ଲାଗି ପରିବ।” ଗତକାଲି ଜିଏସଟି […]

arun

arun

Rakesh Mallick
  • Published: Thursday, 04 August 2016
  • Updated: 04 August 2016, 08:00 PM IST

Sports

Latest News

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର ଗୁଡ୍ସ ଆଣ୍ଡ ସର୍ଭିସେସ୍‌ ଟ୍ୟାକ୍ସ (ଜିଏସଟି) ବିଲ୍‌ କାର୍ଯ୍ୟକାରୀ ହେବ। ଗତକାଲି ବିଲ୍‌ ରାଜ୍ୟସଭାର ଅନୁମୋଦନ ଲାଭ କରିବା ପରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏହା କହିଛନ୍ତି।

ସେ କହିଛନ୍ତି, “ବିଳମ୍ବରେ ହେଲେ ମଧ୍ୟ ବିଲ୍‌ ପାଶ୍‌ ହୋଇଥିବାରୁ ମୁଁ ଖୁସି। ବିଲ୍‌କୁ ସବୁ ରାଜ୍ୟର ବିଧାନସଭାକୁ ପଠାଯିବ। ଜିଏସ୍‌ଟି ଦ୍ୱାରା ଦେଶରେ ଦୁର୍ନୀତି କମିବା ସହ କଳା ଟଙ୍କା କାରବାର ଉପରେ ରୋକ ଲାଗି ପରିବ।”

ଗତକାଲି ଜିଏସଟି ବିଲ୍‌ ସର୍ବସମ୍ମତି କ୍ରମେ ରାଜ୍ୟସଭାରେ ପାସ୍‌ ହୋଇଥିଲା। ଜିଏସଟି କାର୍ଯ୍ୟକାରୀ ହେବା ଫଳରେ ସାରାଦେଶରେ ଏକକ ଟିକସ ବ୍ୟବସ୍ଥା ଲାଗୁ ହେବ। ଏହାଦ୍ୱାରା ଦେଶର ଆର୍ଥିକ ସଂସ୍କାର ପ୍ରକ୍ରିୟା ଆଗକୁ ବଢ଼ିବା ସହ ଅର୍ଥନୈତିକ ଅଭିବୃଦ୍ଧି ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story