ଖୁବଶୀଘ୍ର କାର୍ଯ୍ୟକାରୀ ହେବ ଜିଏସଟି ବିଲ୍‌: ଅରୁଣ ଜେଟଲୀ

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର ଗୁଡ୍ସ ଆଣ୍ଡ ସର୍ଭିସେସ୍‌ ଟ୍ୟାକ୍ସ (ଜିଏସଟି) ବିଲ୍‌ କାର୍ଯ୍ୟକାରୀ ହେବ। ଗତକାଲି ବିଲ୍‌ ରାଜ୍ୟସଭାର ଅନୁମୋଦନ ଲାଭ କରିବା ପରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏହା କହିଛନ୍ତି।

ସେ କହିଛନ୍ତି, “ବିଳମ୍ବରେ ହେଲେ ମଧ୍ୟ ବିଲ୍‌ ପାଶ୍‌ ହୋଇଥିବାରୁ ମୁଁ ଖୁସି। ବିଲ୍‌କୁ ସବୁ ରାଜ୍ୟର ବିଧାନସଭାକୁ ପଠାଯିବ। ଜିଏସ୍‌ଟି ଦ୍ୱାରା ଦେଶରେ ଦୁର୍ନୀତି କମିବା ସହ କଳା ଟଙ୍କା କାରବାର ଉପରେ ରୋକ ଲାଗି ପରିବ।”

ଗତକାଲି ଜିଏସଟି ବିଲ୍‌ ସର୍ବସମ୍ମତି କ୍ରମେ ରାଜ୍ୟସଭାରେ ପାସ୍‌ ହୋଇଥିଲା। ଜିଏସଟି କାର୍ଯ୍ୟକାରୀ ହେବା ଫଳରେ ସାରାଦେଶରେ ଏକକ ଟିକସ ବ୍ୟବସ୍ଥା ଲାଗୁ ହେବ। ଏହାଦ୍ୱାରା ଦେଶର ଆର୍ଥିକ ସଂସ୍କାର ପ୍ରକ୍ରିୟା ଆଗକୁ ବଢ଼ିବା ସହ ଅର୍ଥନୈତିକ ଅଭିବୃଦ୍ଧି ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ

କରୋନା ବାୟୁବାହିତ ବୋଲି ମାନିଲା ହୁ’, ଲୋକେ ଆତଙ୍କିତ

ଚାଇନାକୁ ଆମେରିକାର କଡ଼ା ଚେତାବନୀ

ସାମୟିକ ଋଣର ସୁଧ ହ୍ରାସ କଲା ଏସବିଆଇ

ମୃତ୍ୟୁର ଭୟରେ ଟିଭି ଷ୍ଟୁଡିଓରେ ଆତ୍ମସମର୍ପଣ କରିବ ବିକାଶ ଦୁବେ!

ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ଆଉ ଦୁଇ ସହଯୋଗୀଙ୍କୁ ଏନକାଉଣ୍ଟର

ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟରେ ୩୪ଟି ଦମକଳ

ପଙ୍ଗୋଙ୍ଗ ହ୍ରଦରୁ ଯବାନଙ୍କ ସଂଖ୍ୟା ହ୍ରାସ କଲା ଚାଇନା, କିନ୍ତୁ…

ଫେସବୁକ ଓ ଇନଷ୍ଟାଗ୍ରାମ ଡିଲିଟ କରିବାକୁ ସେନାର ନିର୍ଦ୍ଦେଶ

ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ

ନୂଆ ଛାତ୍ରଛାତ୍ରୀ ଭିସା ନିଷ୍ପତ୍ତିକୁ ବିରୋଧ, କାଠଗଡ଼ାରେ ଟ୍ରମ୍ପ ସରକାର

‘ଚୀନର ସମସ୍ତ ପଡ଼ୋଶୀ ଦେଶ ସହିତ ସୀମା ବିବାଦ ରହିଛି’

ପୁଲିସ ହେପାଜତରେ ଥିବା ପ୍ରଭାତ କରୋନାରେ ଆକ୍ରାନ୍ତ