'ମହାରାଷ୍ଟ୍ରରେ ଦୁଇ ଭାଗ ହେବ ଶିବସେନା'

ମୁମ୍ୱାଇ: ମହାରାଷ୍ଟ୍ରରେ ସରକାର ଗଢ଼ିବା ନେଇ ଦୁଇ ସହଯୋଗୀ ବିଜେପି-ଶିବସେନା ମଧ୍ୟରେ ଛକାପଞ୍ଝା ଜାରି ରହିଛି। ଏହାରି ଭିତରେ ମହାରାଷ୍ଟ୍ର ସ୍ୱାଧୀନ ବିଧାୟକ ରବି ରଣା କହିଛନ୍ତି, ଶିବସେନାର ୨୫ ବିଧାୟକ ବିଜେପି ଲିଙ୍କରେ। ଯାହାକି, ଶିବସେନା ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ଗତକାଲି ଶିବସେନା ନେତା ସଞ୍ଜୟ ରାଉତ କହିଥିଲେ, ଶିବସେନା ରାଜ୍ୟରେ ସରକାର ଗଢ଼ିବା ପାଇଁ ଆବଶ୍ୟକ ବିଧାୟକଙ୍କ ସମର୍ଥନ ପାଖରେ ରଖିଛି। ଏବେ ୧୭୦ ବିଧାୟକଙ୍କ ସମର୍ଥନ ରହିଛି, ଖୁବଶୀଘ୍ର ଏହି […]

ravi rana

ravi rana

Subhransu Sekhar
  • Published: Tuesday, 05 November 2019
  • Updated: 05 November 2019, 05:18 PM IST

Sports

Latest News

ମୁମ୍ୱାଇ: ମହାରାଷ୍ଟ୍ରରେ ସରକାର ଗଢ଼ିବା ନେଇ ଦୁଇ ସହଯୋଗୀ ବିଜେପି-ଶିବସେନା ମଧ୍ୟରେ ଛକାପଞ୍ଝା ଜାରି ରହିଛି। ଏହାରି ଭିତରେ ମହାରାଷ୍ଟ୍ର ସ୍ୱାଧୀନ ବିଧାୟକ ରବି ରଣା କହିଛନ୍ତି, ଶିବସେନାର ୨୫ ବିଧାୟକ ବିଜେପି ଲିଙ୍କରେ। ଯାହାକି, ଶିବସେନା ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ଗତକାଲି ଶିବସେନା ନେତା ସଞ୍ଜୟ ରାଉତ କହିଥିଲେ, ଶିବସେନା ରାଜ୍ୟରେ ସରକାର ଗଢ଼ିବା ପାଇଁ ଆବଶ୍ୟକ ବିଧାୟକଙ୍କ ସମର୍ଥନ ପାଖରେ ରଖିଛି। ଏବେ ୧୭୦ ବିଧାୟକଙ୍କ ସମର୍ଥନ ରହିଛି, ଖୁବଶୀଘ୍ର ଏହି ସମର୍ଥନ ସଂଖ୍ୟା ୧୭୪ ଛୁଇଁବ ବୋଲି କହିଥିଲେ ସଞ୍ଜୟ।

ଅମରାବତୀ ଜିଲ୍ଲାର ବଦନେରାର ବିଧାୟକ ରବି ରଣା ସଞ୍ଜୟଙ୍କୁ ଶିବସେନାର ‘ଶୁଆ’ କହି ତାଚ୍ଛଲ୍ୟ କରିଛନ୍ତି। ଶିବସେନା ଆଜି ୫୬ ଆସନରେ ବିଜୟୀ ହୋଇଛି ବିଜେପି ପାଇଁ। ଯଦି ଏକାକୀ ନିର୍ବାଚନ ଲଢ଼ିଥାନ୍ତା ତାହେଲେ ୨୫ ବିଧାୟକ ଜିତିବା ଦଳ ପାଇଁ କାଠିକର ହୋଇଥାନ୍ତା। ଶିବସେନାର ୨୫ ବିଧାୟକ ଏବେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଏବଂ ତାଙ୍କ ସହ ଯୋଗାଯୋଗରେ ଅଛନ୍ତି ବୋଲି ରବି ରଣା କହିଛନ୍ତି। ଏହି ବିଧାୟକ ଫଡ଼ନାଭିସ ସରକାରକୁ ସମର୍ଥନ କରିବେ ବୋଲି ସେ କହିଛନ୍ତି।

ସଞ୍ଜୟ ଦଳର 'ଶୁଆ'। ତେଣୁ ସେ କହିବା ପରିବର୍ତ୍ତେ ଉଦ୍ଧବ ଠାକରେ ନିଜେ ମନ୍ତବ୍ୟ ରଖନ୍ତୁ ବୋଲି ବିଧାୟକ ରବି ରଣା କହିଛନ୍ତି। ବିଜେପି ସଭାପତି ଅମିତ ଶାହଙ୍କ ସହିତ କ'ଣ ଆଲୋଚନା ହୋଇଥିଲା, ତାହା ଖୋଲିକରି ଉଦ୍ଧବ ଠାକରେ କହିବା ଦରକାର ବୋଲି ସେ କହିଛନ୍ତି। ଆଜି ରାଣା ଏବଂ ତାଙ୍କ ସାଂସଦ ପତ୍ନୀ ନବନୀତ କୌର ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କୁ ଭେଟିଥିଲେ। ଅମରାବତୀ ଜିଲ୍ଲାର ଚାଷୀଙ୍କ ବାବଦରେ ଦୁଇ ଜଣ ରାଜ୍ୟପାଳଙ୍କ ସହ ଆଲୋଚନା କରିଥିଲେ। ଏହାପରେ ରବି ରଣା ଗଣମାଧ୍ୟମକୁ ଶିବସେନା ବିଧାୟକ ବିଜେପି ଲିଙ୍କରେ ଥିବା ନେଇ ପ୍ରତିକ୍ରିୟା ଦେଇଥିଲେ।

ଯଦି ୨୫ ଶିବସେନା ବିଧାୟକ ସମର୍ଥନ କରିବେ ବିଜେପିକୁ...

ମହାରାଷ୍ଟ୍ର ବିଧାନସଭାର ୨୮୮ଟି ଆସନରୁ ବିଜେପି ୧୦୫ଟି, ଶିବସେନା ୫୬, କଂଗ୍ରେସ ୪୪, ଏନସିପି ୫୪ ଓ ଅନ୍ୟାନ୍ୟ ଦଳ ୨୯ଟି ଆସନରେ ଜିତିଛନ୍ତି। ସରକାର ଗଢ଼ିବା ପାଇଁ ମ୍ୟାଜିକ ନମ୍ୱର ୧୪୫ ରହିଛି। କଂଗ୍ରେସ ଓ ଏନସିପି ମିଶି ୯୮ ଆସନ ଜିତିଛନ୍ତି।

ବିଜେପିକୁ ସରକାର ଗଢ଼ିବା ପାଇଁ ଆଉ ୪୦ ବିଧାୟକଙ୍କ ସମର୍ଥନ ଆବଶ୍ୟକ ରହିଛି। ପୂର୍ବରୁ ୬ ସ୍ୱାଧୀନ ବିଧାୟକ ବିଜେପିକୁ ସମର୍ଥନ କରିବେ ବୋଲି ଘୋଷଣା କରିସାରିଛନ୍ତି। ଏବେ ଶିବସେନାର ୨୫ ବିଧାୟକ ଯଦି ସମର୍ଥନ କରିବେ ତାହାଲେ ବିଜେପି ପାଖରେ ୧୩୬ ବିଧାୟକଙ୍କ ସମର୍ଥନ ରହିବ। ଯାହାକି ସରକାର ଗଢ଼ିବା ପାଇଁ ଆବଶ୍ୟକ ସଂଖ୍ୟାରୁ ୯ କମ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story