ରାହୁଲଙ୍କୁ ସ୍ମୃତି ବାଣ: ‘ଲଗେ ରହୋ ଭାଇ’, ଗୁଜରାଟରେ ପୁଣି ହାରିବ

ନୂଆଦିଲ୍ଲୀ: କଂଗ୍ରେସ୍‌ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ବାଣ ମାରିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ଜୟଶାହ ମାମଲାରେ ରାହୁଲ ପ୍ରଧାନମନ୍ତ୍ରୀଙ୍କ ଚୁପ୍ ରହିବାକୁ ନେଇ ପ୍ରଶ୍ନ ଉଠାବା ପରେ ଟ୍ୱିଟ୍‌ କରି ସ୍ମୃତି ତାଙ୍କୁ ଟାର୍ଗେଟ କରିଛନ୍ତି। ସେ ତାଙ୍କ ଟ୍ୱିଟ୍‌ର ପେଜ୍‌ରେ ଉଲ୍ଲେଖ କରିଛନ୍ତି, ‘ଜଣେ ବ୍ୟକ୍ତି ଯିଏ ଜାମିନରେ ଅଛି, ସେ କୋର୍ଟଙ୍କୁ ଥଟାରେ ଉଡାଉଛି। ଲଗେ ରହୋ ଭାଇ, ଗୁଜରାଟରେ ପୁଣି ହାରିବ। ସାଲ୍‌ ମୁବାରକ।” ଶୁକ୍ରବାର ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ […]

Rakesh Mallick
  • Published: Saturday, 21 October 2017
  • Updated: 21 October 2017, 09:13 AM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସ୍‌ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ବାଣ ମାରିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ଜୟଶାହ ମାମଲାରେ ରାହୁଲ ପ୍ରଧାନମନ୍ତ୍ରୀଙ୍କ ଚୁପ୍ ରହିବାକୁ ନେଇ ପ୍ରଶ୍ନ ଉଠାବା ପରେ ଟ୍ୱିଟ୍‌ କରି ସ୍ମୃତି ତାଙ୍କୁ ଟାର୍ଗେଟ କରିଛନ୍ତି। ସେ ତାଙ୍କ ଟ୍ୱିଟ୍‌ର ପେଜ୍‌ରେ ଉଲ୍ଲେଖ କରିଛନ୍ତି, ‘ଜଣେ ବ୍ୟକ୍ତି ଯିଏ ଜାମିନରେ ଅଛି, ସେ କୋର୍ଟଙ୍କୁ ଥଟାରେ ଉଡାଉଛି। ଲଗେ ରହୋ ଭାଇ, ଗୁଜରାଟରେ ପୁଣି ହାରିବ। ସାଲ୍‌ ମୁବାରକ।”

smutiଶୁକ୍ରବାର ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ପୁଅ ଜୟଶାହାଙ୍କ କମ୍ପାନୀ ନେଟ୍‌ୱାର୍କରେ ହୋଇଥିବା ହଠାତ୍‌ ବୃଦ୍ଧିରେ ‘ଚୁପ୍‌’ ରହିଥିବାକୁ ନେଇ ପ୍ରଶ୍ନ ଉଠାଇ ଥିଲେ। ମୋଦି ଏହି ମାମଲାରେ କିଛି କହୁଛନ୍ତି ନାଁ କାହାକୁ କିଛି କହିବାକୁ ଦେଉଛନ୍ତି ବୋଲି ସେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos