ଅନୁଗତଙ୍କୁ ପୁରସ୍କାର ଦେଲେ ସୋନିଆ

ନୂଆଦିଲ୍ଲୀ: କଂଗ୍ରେସର ୨୩ ବରିଷ୍ଠ ନେତା ଦଳରେ ଆମୂଳଚୂଳ ପରିବର୍ତ୍ତନ ନେଇ ଚିଠି ଦେବା ପରେ ବଦଳିଛି କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ଆଭିମୁଖ୍ୟ। ଯେଉଁମାନେ ସଭାପତି ପାଖରୁ ଆରମ୍ଭ କରି ପିସିସି ସଭାପତି ପଦବୀ ପର୍ଯ୍ୟନ୍ତ ବଦଳୀ ପାଇଁ କରିଥିଲେ ସେମାନଙ୍କୁ ଏବେ ସାଇଡ୍ ଲାଇନ୍ କରାଯାଉଥିବା ଦେଖିବାକୁ ମିଳିଛି। ସୋନିଆ ଗାନ୍ଧୀ ସାଂସଦ ଜୟରାମ ରମେଶଙ୍କୁ ରାଜ୍ୟସଭାରେ ଦଳର ମୁଖ୍ୟ ସଚେତକ ଭାବରେ ନିଯୁକ୍ତ କରିବା ପରେ ଏଭଳି ସଙ୍କେତ ମିଳିଛି। ସେହିପରି ଗାନ୍ଧୀ […]

sonia gandhi

sonia gandhi

Subhransu Sekhar
  • Published: Thursday, 27 August 2020
  • Updated: 27 August 2020, 11:06 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସର ୨୩ ବରିଷ୍ଠ ନେତା ଦଳରେ ଆମୂଳଚୂଳ ପରିବର୍ତ୍ତନ ନେଇ ଚିଠି ଦେବା ପରେ ବଦଳିଛି କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ଆଭିମୁଖ୍ୟ। ଯେଉଁମାନେ ସଭାପତି ପାଖରୁ ଆରମ୍ଭ କରି ପିସିସି ସଭାପତି ପଦବୀ ପର୍ଯ୍ୟନ୍ତ ବଦଳୀ ପାଇଁ କରିଥିଲେ ସେମାନଙ୍କୁ ଏବେ ସାଇଡ୍ ଲାଇନ୍ କରାଯାଉଥିବା ଦେଖିବାକୁ ମିଳିଛି। ସୋନିଆ ଗାନ୍ଧୀ ସାଂସଦ ଜୟରାମ ରମେଶଙ୍କୁ ରାଜ୍ୟସଭାରେ ଦଳର ମୁଖ୍ୟ ସଚେତକ ଭାବରେ ନିଯୁକ୍ତ କରିବା ପରେ ଏଭଳି ସଙ୍କେତ ମିଳିଛି।

ସେହିପରି ଗାନ୍ଧୀ ପରିବାରର ସବୁଠୁ ବଡ଼ ଅନୁଗତ କୁହାଯାଉଥିବା ରାଜ୍ୟସଭା ସାଂସଦ ତଥା ରାଜନୀତିକ ପରାମର୍ଶଦାତା ଅହମଦ ପଟେଲ ଏବଂ ଅନ୍ୟ ଜଣେ ବିଶ୍ୱସ୍ତ କେସି ଭେନୁଗୋପାଲଙ୍କୁ ନେଇ ସୋନିଆ ଗାନ୍ଧୀ ଏକ କମିଟି ଗଠନ କରିଛନ୍ତି। ଏହି କମିଟି ରାଜ୍ୟସଭା ରଣନୀତି ପ୍ରସଙ୍ଗରେ ନିଷ୍ପତ୍ତି ନେବ ବୋଲି ଜଣାପଡ଼ିଛି।

https://twitter.com/ANI/status/1299023757361573888

ରାଜ୍ୟସଭାରେ ବିରୋଧୀ ଦଳର ନେତା ଗୁଲାମ ନବୀ ଆଜାଦ ଏବଂ ଆନନ୍ଦ ଶର୍ମା ଚିଠି ଲେଖିଥିବା ନେତାଙ୍କ ମଧ୍ୟରେ ରହିଛନ୍ତି। ଏବେ ଏମାନଙ୍କ କ୍ଷମତାକୁ ସଙ୍କୁଚିତ କରିବା ପାଇଁ ସୋନିଆ ପଟେଲ ଏବଂ ଭେନୁଗୋପାଳଙ୍କୁ ନେଇ କମିଟି ଗଠନ କରିଥିବା ଆକଳନ କରାଯାଉଛି।

https://twitter.com/ANI/status/1299024976788336645

ଲୋକସଭା ପାଇଁ ମଧ୍ୟ ସୋନିଆ ଗାନ୍ଧୀ ସମାନ କମିଟି ଗଠନ କରିଛନ୍ତି। ଏହି କମିଟିରେ ଗୌରବ ଗୋଗୋଇଙ୍କୁ ଉପ ନେତା ଏବଂ ରଓ୍ୱନୀତ ସିଂ ବିଟୁଙ୍କୁ ମୁଖ୍ୟ ସଚେତକ ଭାବରେ ନିଯୁକ୍ତ କରାଯାଇଛି। ଏହି ଦୁଇ ନେତା ଗାନ୍ଧୀ ପରିବାରର ନିକଟତର। ସୋନିଆଙ୍କ ଏହି ନିଷ୍ପତ୍ତି ଲୋକସଭାରେ ମନୀଷ ତିୱାରୀ ଏବଂ ଶଶି ଥରୁରଙ୍କ କ୍ଷମତାକୁ ସଙ୍କୁଚିତ କରିବା ପାଇଁ ହୋଇଛି ବୋଲି କୁହାଯାଉଛି। ଏମାନେ ମଧ୍ୟ ୨୩ ଚିଠି ଲେଖିଥିବା ନେତା ମଧ୍ୟରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story