ସୋନିଆଙ୍କୁ କ୍ଷମା ମାଗିଲେ କେନ୍ଦ୍ର ମନ୍ତ୍ରୀ ଗିରିରାଜ

ନୂଆଦିଲ୍ଲୀ: ସୋମବାର ଆରମ୍ଭ ହୋଇଛି ଚଳିତ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ। ଲୋକସଭାରେ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଦିଆ ଦଳୀୟ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବିରୁଦ୍ଧରେ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ ଦେଇଥିବା ମନ୍ତବ୍ୟ ପ୍ରସଙ୍ଗ ଉଠାଇଥିଲେ। ଗିରିରାଜଙ୍କ ମନ୍ତବ୍ୟ ଉପରେ ସଫେଇ ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ଭେଙ୍କେୟା ନାଇଡୁ କହିଥିଲେ ସାଂସଦ ସିନ୍ଦିଆ ଉଠାଇଥିବା ପ୍ରସଙ୍ଗ ଅତିଗୁରୁତ୍ୱପୂର୍ଣ୍ଣ। ସରକାରରେ କେହି ବି ଗିରିରାଜଙ୍କ ମନ୍ତବ୍ୟକୁ ସମର୍ଥନ କରୁ ନାହାନ୍ତି। […]

giriraj singh

giriraj singh

Rakesh Mallick
  • Published: Monday, 20 April 2015
  • Updated: 21 April 2015, 06:18 AM IST

Sports

Latest News

ନୂଆଦିଲ୍ଲୀ: ସୋମବାର ଆରମ୍ଭ ହୋଇଛି ଚଳିତ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ। ଲୋକସଭାରେ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଦିଆ ଦଳୀୟ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବିରୁଦ୍ଧରେ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ ଦେଇଥିବା ମନ୍ତବ୍ୟ ପ୍ରସଙ୍ଗ ଉଠାଇଥିଲେ। ଗିରିରାଜଙ୍କ ମନ୍ତବ୍ୟ ଉପରେ ସଫେଇ ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ଭେଙ୍କେୟା ନାଇଡୁ କହିଥିଲେ ସାଂସଦ ସିନ୍ଦିଆ ଉଠାଇଥିବା ପ୍ରସଙ୍ଗ ଅତିଗୁରୁତ୍ୱପୂର୍ଣ୍ଣ। ସରକାରରେ କେହି ବି ଗିରିରାଜଙ୍କ ମନ୍ତବ୍ୟକୁ ସମର୍ଥନ କରୁ ନାହାନ୍ତି। ତେବେ ଭେଙ୍କେୟାଙ୍କ ଉତ୍ତରରେ ସନ୍ତୁଷ୍ଟ ହୋଇ ନ ଥିଲେ କଂଗ୍ରେସ ସାଂସଦମାନେ। ଗୃହରେ ଦଳର ନେତା ମଲ୍ଲିକାର୍ଜୁନ ଖଡଗେ କହିଲେ ଯେ ଗିରିରାଜ ସିଂହ ହେଉଛନ୍ତି ଜଣେ ମନ୍ତ୍ରୀ। ପ୍ରଧାନମନ୍ତ୍ରୀ ହେଉଛନ୍ତି ମନ୍ତ୍ରୀମାନଙ୍କର ମୁଖ୍ୟ। ତେଣୁ ଏ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଜବାବ ରଖନ୍ତୁ। ଏହାକୁ ଶାସକ ଦଳର ସାଂସଦମାନେ ବିରୋଧ କରିଥିଲେ। ଫଳରେ ଗୃହରେ ହଟ୍ଟଗୋଳ ଆରମ୍ଭ ହୋଇଯାଇଥିଲା। ଏଥିଯୋଗୁ ଗୃହକୁ କିଛି ସମୟ ପାଇଁ ମୁଲତବୀ ରଖାଯାଇଥିଲା। ପୁଣି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଖୋଦ୍ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ ନିଜର ମନ୍ତବ୍ୟ ନେଇ କ୍ଷମା ମାଗିଥିଲେ। ସେ କହିଥିଲେ ଯେ କାହାକୁ ଆଘାତ ଦେବା ପାଇଁ ସେ ଉକ୍ତ ମନ୍ତବ୍ୟ ଦେଇ ନ ଥିଲେ।

ସୂଚନାଯୋଗ୍ୟ, କିଛି ଦିନ ତଳେ ଗିରିରାଜ ସିଂହ କହିଥିଲେ ଯେ ସୋନିଆ ଗାନ୍ଧୀ ଗୋରା ନ ହୋଇ କଳା ହୋଇଥିଲେ କ’ଣ କଂଗ୍ରେସ ତାଙ୍କୁ ନେତା ଭାବେ ଗ୍ରହଣ କରିଥାଆନ୍ତା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story