ଦୁଇଟି ମିଜାଇଲ୍‌ର ଉତ୍‌କ୍ଷେପଣ କଲା ଉତ୍ତର କୋରିଆ

ନୂଆଦିଲ୍ଲୀ: ଉତ୍ତର କୋରିଆ ତା’ର ପୂର୍ବ ଉପକୂଳରେ ଥିବା ଉତ୍‌କ୍ଷେପଣ କେନ୍ଦ୍ରରୁ ଆଜି ଦୁଇଟି ମିଜାଇଲ୍‌ର ସଫଳ ଉତ୍‌କ୍ଷେପଣ କରିଛି। ଉତ୍ତର କୋରିଆର ଏପରି ମିଜାଇଲ ପରୀକ୍ଷଣ ଅନ୍ୟମାନଙ୍କ ପାଇ ବିପଦ ବୋଲି ଦକ୍ଷିଣ କୋରିଆ ଓ ଆମେରିକା ଅଭିଯୋଗ କରିଛନ୍ତି। ୟୁଏସ୍‌ର ପେସିଫିକ୍‌ ଡେଭ୍‌ ବେନ୍‌ହାମ୍‌ କମାଣ୍ଡରର ମୁଖପାତ୍ର କହିଛନ୍ତି,“ଉତ୍ତର କୋରିଆ ଓନ୍‌ସାନ୍‌ରୁ ଆଜି ଦୁଇଟି ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରିଛି। ଏହା ଆମେରିକା ପ୍ରତି ବିପଦ।” ଦକ୍ଷିଣ କୋରିଆର ପ୍ରତିରକ୍ଷା ମନ୍ତ୍ରଣାଳୟର […]

south koria

south koria

Rakesh Mallick
  • Published: Wednesday, 22 June 2016
  • Updated: 04 May 2017, 03:44 PM IST

Sports

Latest News

ନୂଆଦିଲ୍ଲୀ: ଉତ୍ତର କୋରିଆ ତା’ର ପୂର୍ବ ଉପକୂଳରେ ଥିବା ଉତ୍‌କ୍ଷେପଣ କେନ୍ଦ୍ରରୁ ଆଜି ଦୁଇଟି ମିଜାଇଲ୍‌ର ସଫଳ ଉତ୍‌କ୍ଷେପଣ କରିଛି। ଉତ୍ତର କୋରିଆର ଏପରି ମିଜାଇଲ ପରୀକ୍ଷଣ ଅନ୍ୟମାନଙ୍କ ପାଇ ବିପଦ ବୋଲି ଦକ୍ଷିଣ କୋରିଆ ଓ ଆମେରିକା ଅଭିଯୋଗ କରିଛନ୍ତି।

ୟୁଏସ୍‌ର ପେସିଫିକ୍‌ ଡେଭ୍‌ ବେନ୍‌ହାମ୍‌ କମାଣ୍ଡରର ମୁଖପାତ୍ର କହିଛନ୍ତି,“ଉତ୍ତର କୋରିଆ ଓନ୍‌ସାନ୍‌ରୁ ଆଜି ଦୁଇଟି ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରିଛି। ଏହା ଆମେରିକା ପ୍ରତି ବିପଦ।”

ଦକ୍ଷିଣ କୋରିଆର ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଜୋଙ୍ଗ ଜୁନ୍‌ ହି କହିଛନ୍ତି, “ୟୁଏନ୍‌ ସୁରକ୍ଷା ପରିଷଦ ରିଜୋଲ୍ୟୁସନନ ଅନୁଯାୟୀ କୌଣସି ବାଲାଷ୍ଟିକ୍‌ ମିଜାଇଲ୍‌ ପରୀକ୍ଷଣ କରାଯିବା ଦୁଇ ଦେଶ ମଧ୍ୟରେ ହୋଇଥିବା ଚୁକ୍ତିର ଖିଲାପ। ଏ ନେଇ ଆମେ ପରିଷଦର ଦ୍ୱାରସ୍ଥ ହେବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story