କରୋନାରେ ସଂକ୍ରମିତ ହେବା ପରେ ବ୍ରିଜ ତଳକୁ ଡେଇଁ ଆତ୍ମହତ୍ୟା କଲେ ନେତା

ଲକ୍ଷ୍ମୌ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ନିରନ୍ତର ଭାବରେ ବଢ଼ିଚାଲିଛି। ଅନେକ ନେତା, ବିଧାୟକ ଏବଂ ମନ୍ତ୍ରୀ ମଧ୍ୟ କରୋନାରେ ସଂକ୍ରମିତ ହେଉଛନ୍ତି। ଏହାରି ଭିତରେ ଜଣେ ନେତା ସଂକ୍ରମିତ ହେବା ପରେ ପୋଲ ତଳକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ରହିଛି। ଉତ୍ତରପ୍ରଦେଶ ବରେଲି ଜିଲ୍ଲାର ସମାଜବାଦୀ ପାର୍ଟିର ନେତା ଏଭଳି ଆତ୍ମହତ୍ୟା କରିଥିବା ସୂଚନା ରହିଛି। ଉତ୍ତରଢପ୍ରଦେଶରେ କରୋନା ଭାଇରସ କ୍ରମାଗତ ଭାବେ ବୃଦ୍ଧି ପାଉଛି। ରାଜ୍ୟ ସରକାରଙ୍କ ଅନେକ ମନ୍ତ୍ରୀ କରୋନା ସଂକ୍ରମିତ […]

sucide

sucide

Subhransu Sekhar
  • Published: Sunday, 30 August 2020
  • Updated: 31 August 2020, 12:52 PM IST

ଲକ୍ଷ୍ମୌ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ନିରନ୍ତର ଭାବରେ ବଢ଼ିଚାଲିଛି। ଅନେକ ନେତା, ବିଧାୟକ ଏବଂ ମନ୍ତ୍ରୀ ମଧ୍ୟ କରୋନାରେ ସଂକ୍ରମିତ ହେଉଛନ୍ତି। ଏହାରି ଭିତରେ ଜଣେ ନେତା ସଂକ୍ରମିତ ହେବା ପରେ ପୋଲ ତଳକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ରହିଛି।

ଉତ୍ତରପ୍ରଦେଶ ବରେଲି ଜିଲ୍ଲାର ସମାଜବାଦୀ ପାର୍ଟିର ନେତା ଏଭଳି ଆତ୍ମହତ୍ୟା କରିଥିବା ସୂଚନା ରହିଛି। ଉତ୍ତରଢପ୍ରଦେଶରେ କରୋନା ଭାଇରସ କ୍ରମାଗତ ଭାବେ ବୃଦ୍ଧି ପାଉଛି। ରାଜ୍ୟ ସରକାରଙ୍କ ଅନେକ ମନ୍ତ୍ରୀ କରୋନା ସଂକ୍ରମିତ ହୋଇଥିବାବେଳେ ବର୍ତ୍ତମାନ ନେତା ମାନେ କରୋନାରେ ସଂକ୍ରମିତ ହେଉଥିବା ଜଣାପଡ଼ିଛି। ଏହାରି ଭିତରେ ୟୁପିର ୨ ମନ୍ତ୍ରୀ କରୋନାରେ ମୃତ୍ୟୁ ଘଟିସାରିଛି।

କରୋନା ଭାଇରସ ସଂକ୍ରମିତ ହେବା ପରେ ଦିଲ୍ଲୀ ବରେଲିର ନୈନିତାଲ ଜାତୀୟ ରାଜପଥର ଓଭର ବ୍ରିଜରୁ ଡେଇଁପଡି ରମଣ ଜୋହରୀ ଆତ୍ମହତ୍ୟା କରିଥିବା ସୂଚନା ରହିଛି। କରୋନାରେ ସଂକ୍ରମିତ ହେବା ପରେ ସେ ଏସଆରଏମଏସ ମେଡିକାଲ କଲେଜରେ ଭର୍ତ୍ତି ହୋଇଥିଲେ। ପୁଲିସ କହିଛି ଯେ ରବିବାର ଏସପି ନେତା ରମଣ ଜୋହରୀ ମେଡିକାଲ କଲେଜର କୋଭିଡ -୧୯ ୱାର୍ଡରୁ ବାହାରି ଆସି ଓଭରବ୍ରିଜରୁ ଡେଇଁ ପଡିଥିଲେ।

ଏହାପରେ ପୁଲିସ ରମଣଙ୍କୁ ଉଦ୍ଦାର କରି ଡାକ୍ତରଖାନାକୁ ନେଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେ କହିଥିଲେ ଯେ ରମଣଙ୍କର କିଛି ଦିନ ପୂର୍ବରୁ ଜ୍ୱର ହୋଇଥିଲା। ଔଷଧ ଖାଇବା ପରେ ମଧ୍ୟ ଜ୍ୱର ଆସିଲା ନାହିଁ, ସେତେବେଳେ ସେ କୋଭିଡ -୧୯ ପରୀକ୍ଷା କରିଥିଲେ। ଅଗଷ୍ଟ ୨୫ରେ ଶେଷ ରିପୋର୍ଟରେ ତାଙ୍କୁ ଏସଆରଏମଏସ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କରୋନାରେ ସଂକ୍ରମିତ ହୋଇଥିବା ନିଶ୍ଚିତ କରାଯାଇଥିଲା।

ଗତ ଶନିବାର ରାତି ପ୍ରାୟ ବାରଟା ବେଳେ ରମଣ ଓ୍ୱାର୍ଡର ଝରକା ଡେଇଁ ପଳାଇଥିଲେ। ଏହାପରେ ପରିବାର ଲୋକେ ହସ୍ପିଟାଲ ଭିତରେ ଥିବା ଥାନାରେ ଅଭିଯୋଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story