କଲୋମ୍ବୋ: ଅନ୍ତର୍ଜାତୀୟ ଜଳ ସୀମା ଲଙ୍ଘିଥିବା ଅଭିଯୋଗରେ ଗତ ମାସଠାରୁ ଶ୍ରୀଲଙ୍କାରେ ବନ୍ଦୀ ଥିବା ୩୪ ଜଣ ଭାରତୀୟ ମତ୍ସ୍ୟଜୀବୀ ଆଜି ମୁକ୍ତ ହୋଇଛନ୍ତି। ଏହି ମତ୍ସ୍ୟଜୀବୀଙ୍କୁ ଶ୍ରୀଲଙ୍କାର ଦୁଇଟି ପୃଥକ୍ ପୃଥକ୍ କୋର୍ଟ ମୁକ୍ତ କରିଛନ୍ତି।
ଏନେଇ ଆଜି ଶ୍ରୀଲଙ୍କାର ମତ୍ସ୍ୟ ବିଭାଗ ମନ୍ତ୍ରୀ ମହିନ୍ଦା ଆମରାୱିରା ସୂଚନା ଦେଇ କହିଛନ୍ତି,“ଶ୍ରୀଲଙ୍କା ପକ୍ଷରୁ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରାଯାଇଛି। ଆମେ ଆଶା କରୁଛୁ ଭାରତ ମଧ୍ୟ ବନ୍ଦୀ ଥିବା ଶ୍ରୀଲଙ୍କା ମତ୍ସ୍ୟଜୀବୀଙ୍କୁ ଖୁବଶୀଘ୍ର ମୁକ୍ତ କରିବ।”
ଗତ ଏପ୍ରିଲ ୧୫ ତାରିଖରେ ଗିରଫ ହୋଇଥିବା ୧୩ ଜଣ ମତ୍ସ୍ୟଜୀବିଙ୍କୁ ଓରକାଭାଲଥୁରାଇ କୋର୍ଟରୁ ମୁକ୍ତ ହୋଇଥିବା ବେଳେ ସେହି ମାସ ୨୧ ତାରିଖରେ ବାକି ମତ୍ସ୍ୟଜୀବୀଙ୍କୁ ମାନ୍ନାର କୋର୍ଟରୁ ମୁକ୍ତ କରାଯାଇଥିବା ସେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Religion
ତିରୁପତି ମନ୍ଦିରରେ ଦିନକୁ ତିଆରି ହୁଏ ୩ ଲକ୍ଷ ଲଡ଼ୁ, ବାର୍ଷିକ ଆୟ ୫୦୦ କୋଟି ଟଙ୍କା
ରୋଷଶାଳାରେ ପ୍ରସ୍ତୁତ ହୁଏ ତିରୁପତିଙ୍କ ଲଡ଼ୁ, ଯାହାକୁ 'ପୋତୁ' କୁହାଯାଏ ଏବଂ ପ୍ରସାଦ ପ୍ରସ୍ତୁତ ପ୍ରକ୍ରିୟାକୁ କୁହାଯାଏ 'ଦିତ୍ତମ୍'।
National
ବିଚାରପତି ଚୟନ ପ୍ରସଙ୍ଗରେ କେନ୍ଦ୍ରକୁ ଟାର୍ଗେଟ କଲେ ସୁପ୍ରିମକୋର୍ଟ, କହିଲେ ଏମିତି କଥା
ନିୟମ କହୁଛି ଯେ ଯଦି କଲେଜିୟମ କୌଣସି ନାଁକୁ ବିଚାରପତି ପଦ ପାଇଁ ଦ୍ୱିତୀୟ ଥର ମଞ୍ଜୁରୀ ନିମନ୍ତେ କେନ୍ଦ୍ର ପାଖକୁ ପଠାଉଛନ୍ତି, ତା’ହେଲେ ଏହାକୁ ଗ୍ରହଣ କରିବାକୁ ସରକାର ବାଧ୍ୟ।
Politics
ମୋଦିଙ୍କୁ ଚିଠି ଲେଖି ଏମିତି ଚେତାବନୀ ଦେଲେ ଦିଦି
ଡିଭିସି ଏକତରଫା ଭାବେ ପାଣି ଛାଡ଼ୁଥିବାରୁ ଦକ୍ଷିଣ ବେଙ୍ଗଲର ବିଭିନ୍ନ ଅଞ୍ଚଳରେ ବନ୍ୟା ସୃଷ୍ଟି ହେଉଛି। ତେଣୁ ଡିଭିସି ସହ ରାଜ୍ୟ ସବୁ ପ୍ରକାରର ସମ୍ପର୍କଚ୍ଛିନ୍ନ କରିଦେବ ବୋଲି ମମତା ଚିଠିରେ ମୋଦିଙ୍କୁ ଚେତାବନୀ ଦେଇଛନ୍ତି।
National
ତିରୁପତି ମନ୍ଦିର ଲଡ଼ୁରେ ମାଛ ତେଲ ଓ ଗୋ-ଚର୍ବି; ରିପୋର୍ଟ ମାଗିଲା କେନ୍ଦ୍ର
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ସମ୍ପୂର୍ଣ୍ଣ ରିପୋର୍ଟ ଦେବାକୁ କହିଛନ୍ତି।
Accident
ରଙ୍ଗ୍-ରୁଟରେ ଆସୁଥିବା କାରକୁ ଧକ୍କା ଦେଲା ବାଇକ୍, ଚାଲିଗଲା ଯୁବକଙ୍କ ଜୀବନ
ଦୃର୍ଘଟଣା ସମୟର ଭୟଙ୍କର ଦୃଶ୍ୟ କ୍ୟାମେରାରେ କଏଦ।