ଶ୍ରୀହରିକୋଟାରୁ ୨୦ଟି ଉପଗ୍ରହର ସଫଳ ଉତକ୍ଷେପଣ

ଶ୍ରୀହରିକୋଟା: ସାଟେଲାଇଟ୍ ପ୍ରେରଣ କ୍ଷତ୍ରରେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇତ୍ସୋ। ଆଜି ମହାକାଶକୁ ଏକାସାଙ୍ଗରେ ୨୦ଟି ଉପଗ୍ରହ ପଠାଇବାରେ  ଇତ୍ସୋ  ସଫଳତା  ହାସଲ କରିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ଉତ୍‌କ୍ଷେପଣ କେନ୍ଦ୍ରରୁ ପୋଲାର ସାଟେଲାଇଟ ଲଞ୍ଚ ଭେଇକିଲ୍ ବା ପିଏସଏଲ୍‌ଭି-ସି ୩୪ ରକେଟ ସହାୟତାରେ ଏହି ଉପଗ୍ରହ ଗୁଡ଼ିକୁ ନିର୍ଦ୍ଧାରିତ କକ୍ଷରେ ଅବସ୍ଥାପିତ କରାଯାଇଛି। ଉତକ୍ଷେପଣ  ହୋଇଥିବା ୨୦ଟି ଉପଗ୍ରହଗୁଡ଼ିକ ମଧ୍ୟରୁ ୧୭ଟି ଆମେରିକା, ଜର୍ମାନୀ, କାନାଡା ଓ ଇଣ୍ଡୋନେସିଆର […]

rokat

rokat

Rakesh Mallick
  • Published: Wednesday, 22 June 2016
  • Updated: 22 June 2016, 01:52 PM IST

Sports

Latest News

ଶ୍ରୀହରିକୋଟା: ସାଟେଲାଇଟ୍ ପ୍ରେରଣ କ୍ଷତ୍ରରେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇତ୍ସୋ। ଆଜି ମହାକାଶକୁ ଏକାସାଙ୍ଗରେ ୨୦ଟି ଉପଗ୍ରହ ପଠାଇବାରେ  ଇତ୍ସୋ  ସଫଳତା  ହାସଲ କରିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ଉତ୍‌କ୍ଷେପଣ କେନ୍ଦ୍ରରୁ ପୋଲାର ସାଟେଲାଇଟ ଲଞ୍ଚ ଭେଇକିଲ୍ ବା ପିଏସଏଲ୍‌ଭି-ସି ୩୪ ରକେଟ ସହାୟତାରେ ଏହି ଉପଗ୍ରହ ଗୁଡ଼ିକୁ ନିର୍ଦ୍ଧାରିତ କକ୍ଷରେ ଅବସ୍ଥାପିତ କରାଯାଇଛି। ଉତକ୍ଷେପଣ  ହୋଇଥିବା ୨୦ଟି ଉପଗ୍ରହଗୁଡ଼ିକ ମଧ୍ୟରୁ ୧୭ଟି ଆମେରିକା, ଜର୍ମାନୀ, କାନାଡା ଓ ଇଣ୍ଡୋନେସିଆର ହୋଇଥିବା ବେଳେ ୩ଟି ଭାରତୀୟ ଉପଗ୍ରହ। ଚେନ୍ନାଇର ସତ୍ୟଭାମା ବିଶ୍ୱବିଦ୍ୟାଳୟ, ପୁନେ କଲେଜ ଅଫ୍‌ ଇଞ୍ଜିନିୟରି ଓ କାର୍ଟୋସାଟ୍-୨କୁ ସଫଳତାର ସହ କକ୍ଷରେ ପହଞ୍ଚାଇଛି  ପିଏସଏଲଭି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story