'କରୋନା ଆକ୍ରାନ୍ତ ଓ ସମ୍ପର୍କୀୟଙ୍କୁ ଟାହି ଟାପରା ନକରି ସହାନୁଭୂତି ଦେଖାନ୍ତୁ'

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତ ଏବଂ ତାଙ୍କ ସମ୍ପର୍କୀୟ ମାନେ ଟାହି ଟାପରାର ଶିକାର ହେଉଛନ୍ତି। ଏଭଳି ଲାଞ୍ଛନାର ଶିକାର ହେଲେ ଅନେକ କରୋନା ପରୀକ୍ଷା କରିବା ପାଇଁ ଆସିବେ ନାହିଁ। ଏହା ଫଳରେ କରୋନା ମୃତକଙ୍କ ସଂଖ୍ୟା ବଢ଼ିଯିବ। ଏଭଳି କହିଛନ୍ତି ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ। ସେ କହିଛନ୍ତି, ଅନେକ ଆକ୍ରାନ୍ତ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଏହାପରେ ଆକ୍ରାନ୍ତ ଏବଂ ତାଙ୍କ ପରିବାର ଲୋକଙ୍କୁ ସ୍ଥାନୀୟ ଲୋକମାନେ ଟାହି ଟାପରା […]

aiims_randeep guleria

aiims_randeep guleria

Subhransu Sekhar
  • Published: Thursday, 23 April 2020
  • Updated: 23 April 2020, 06:55 PM IST

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତ ଏବଂ ତାଙ୍କ ସମ୍ପର୍କୀୟ ମାନେ ଟାହି ଟାପରାର ଶିକାର ହେଉଛନ୍ତି। ଏଭଳି ଲାଞ୍ଛନାର ଶିକାର ହେଲେ ଅନେକ କରୋନା ପରୀକ୍ଷା କରିବା ପାଇଁ ଆସିବେ ନାହିଁ। ଏହା ଫଳରେ କରୋନା ମୃତକଙ୍କ ସଂଖ୍ୟା ବଢ଼ିଯିବ। ଏଭଳି କହିଛନ୍ତି ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ।

ସେ କହିଛନ୍ତି, ଅନେକ ଆକ୍ରାନ୍ତ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଏହାପରେ ଆକ୍ରାନ୍ତ ଏବଂ ତାଙ୍କ ପରିବାର ଲୋକଙ୍କୁ ସ୍ଥାନୀୟ ଲୋକମାନେ ଟାହି ଟାପରା କରୁଛନ୍ତି। ଏହାଦ୍ୱାରା ଅନେକ ଏବେ ପରୀକ୍ଷା କରିବାକୁ ନଆସି ଘରେ ରହୁଛନ୍ତି। ଯଦି ଏଭଳି ସ୍ଥିତି ଜାରି ରୁହେ ତାହାଲେ ମୃତ୍ୟୁ ସଂଖ୍ୟା ବଢ଼ିବ। ଏଭଳି ସ୍ଥିତିରେ ଲୋକମାନେ ଟାହିଟାପନା ନକରି ସହାନୁଭୂତି ଦେଖାଇବା ଦରକାର ବୋଲି ଦେଶର ଏହି ଅଭିଜ୍ଞ ଡାକ୍ତର କହିଛନ୍ତି।

ସେ ଆହୁରି କହିଛନ୍ତି, ଯେତେଶୀଘ୍ର କରୋନା ଚିହ୍ନଟ ହେବ ରୋଗୀଙ୍କ ପାଇଁ ସେତେ ଭଲ। ଶୀଘ୍ର ଶୀଘ୍ର ଚିହ୍ନଟ ହୋଇ ଚିକିତ୍ସା ଆରମ୍ଭ ହେଲେ ଆରୋଗ୍ୟ ନିଶ୍ଚିତ। ଶୀଘ୍ର ଚିକିତ୍ସା ଆରମ୍ଭ ହେଲେ ୯୫ ପ୍ରତିଶତ ଆକ୍ରାନ୍ତ ଅକ୍ସିଜେନରେ ସୁସ୍ଥ ହୋଇପାରିବେ। ବାକି ୫ ପ୍ରତିଶତ ଭେଣ୍ଟିଲେଟର ଦ୍ୱାରା ଚିକିତ୍ସିତ ହେବେ। ଏବେ ଅକ୍ସିଜେନ ଏବଂ ପ୍ଲାଜମା ଥେରାପିରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଚାଲୁଛି ବୋଲି ଗୁଲେରିଆ କହିଛନ୍ତି।

ଯେଉଁମାନେ କରୋନାରୁ ସୁସ୍ଥ ହେଉଛନ୍ତି, ସେମାନଙ୍କ ରକ୍ତ ନିଆଯାଉଛି। କରୋନାରୁ ସୁସ୍ଥ ଲୋକଙ୍କ ରକ୍ତ ପ୍ଲାଜମା ନିଆଯାଇ ଅସୁସ୍ଥଙ୍କୁ ଦିଆଯାଉଛି। ଏହି ସମୟରେ ହାଇଡ୍ରକ୍ସିକ୍ଲୋରୋକୁଇନ ସହ ଆଉ କିଛି ଔଷଧ ବି ବ୍ୟବହାର ହେଉଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story