ମୋଦି-ଶାହ ଯୋଡ଼ିଙ୍କୁ ଏମିତି ପ୍ରଶଂସା କଲେ ସୁପରଷ୍ଟାର ରଜନୀକାନ୍ତ

ଚେନ୍ନାଇ: ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉଚ୍ଚ ପ୍ରଶଂସା କରିଛନ୍ତି। ଚେନ୍ନାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରଜନୀକାନ୍ତ କେନ୍ଦ୍ର ସରକାର ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଇଥିବାରୁ ମୋଦି ଶାହଙ୍କୁ ପ୍ରଶଂସା କରିଛନ୍ତି। ଏହି ଅବସରରେ ମୋଦି ଓ ଅମିତ ଶାହଙ୍କୁ ‘କୃଷ୍ଣ-ଅର୍ଜୁନ୍’ ସହ ତୁଳନା କରିଛନ୍ତି ରଜନୀକାନ୍ତ। ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଇବା ପାଇଁ ମିଶନ କଶ୍ମୀରକୁ ଗୃହମନ୍ତ୍ରୀ ଅମିତ […]

rajnikant

rajnikant

Subhransu Sekhar
  • Published: Sunday, 11 August 2019
  • Updated: 11 August 2019, 03:58 PM IST

ଚେନ୍ନାଇ: ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉଚ୍ଚ ପ୍ରଶଂସା କରିଛନ୍ତି। ଚେନ୍ନାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରଜନୀକାନ୍ତ କେନ୍ଦ୍ର ସରକାର ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଇଥିବାରୁ ମୋଦି ଶାହଙ୍କୁ ପ୍ରଶଂସା କରିଛନ୍ତି।

ଏହି ଅବସରରେ ମୋଦି ଓ ଅମିତ ଶାହଙ୍କୁ 'କୃଷ୍ଣ-ଅର୍ଜୁନ୍' ସହ ତୁଳନା କରିଛନ୍ତି ରଜନୀକାନ୍ତ। ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଇବା ପାଇଁ ମିଶନ କଶ୍ମୀରକୁ ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରଧାନମନ୍ତ୍ରୀ ମୋଦି ସଫଳ କରାଇଥିବାରୁ  ସେ ତାଙ୍କ ହୃଦୟରୁ ସେହି ଦୁଇ ଜଣଙ୍କୁ ପ୍ରଶଂସା କରୁଛନ୍ତି ବୋଲି କହିଛନ୍ତି। ବିଶେଷ କରି ଧାରା ୩୭୦ ହଟିବା ପରେ ସଂସଦରେ ପ୍ରଧାନମନ୍ତ୍ରୀ ଯେଉଁ ଭଳି ନିଜର ଅଭିଭାଷଣ ରଖିଥିଲେ ତାହା ପ୍ରଶଂସନୀୟ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ରାଜନୀତିରେ ରୁଚି ରଖୁଥିବା ଏହି ପ୍ରଖ୍ୟାତ ଅଭିନେତା ନିଜ ଫ୍ୟାନଙ୍କ ଉଦ୍ଦେଶ୍ୟରେ ହେଉ ଅବା କୌଣସି ମଞ୍ଚରେ ଉଦବୋଧନ ଦେଉଥିବା ବେଳେ ହେଉ, ନିଜର ମତ ଖୁଲମଖୁଲା ବ୍ୟକ୍ତ  କରି ସବୁବେଳେ ଚର୍ଚ୍ଚାରେ ଥାନ୍ତି। ସେ ରାଜନୀତିରେ ସକ୍ରିୟ ରହିବା ପାଇଁ ଏକ ଆଞ୍ଚଳିକ ରାଜନୀତିକ ଦଳ ମଧ୍ୟ ଗଢ଼ିଛନ୍ତି। କିନ୍ତୁ ଏଥର ସାଧାରଣ ନିର୍ବାଚନରେ କି ତାମିଲନାଡୁରେ ହୋଇଥିବା ଉପ ନିର୍ବାଚନରେ ତାଙ୍କ ଦଳ ପ୍ରାର୍ଥୀ ଦେଇ ନାହିଁ। ଆଗାମୀ ତାମିଲନାଡୁ ବିଧାନସଭା ନିର୍ବାଚନରେ ରଜନୀକାନ୍ତଙ୍କ ଦଳ ପ୍ରାର୍ଥୀ ଦେବ ବୋଲି ସୂଚନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story