ଆସାମ ଏନ୍‌ଆର୍‌ସି ତାଲିକା: ଆବେଦନର ଶେଷ ତାରିଖ ଡିସେମ୍ବର ୧୫ ଯାଏ ବୃଦ୍ଧି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆସାମ ନ୍ୟାଶନାଲ୍‌ ରେଜିଷ୍ଟର ଅଫ୍‌ ସିଟିଜେନସ୍‌ (ଏନ୍‌ଆର୍‌ସି)ରୁ ତାଲିକାର ବାଦ ପଡ଼ିଥିବା ଲୋକଙ୍କ ଆବେଦନ ସମୟସୀମାକୁ ଆଜି ସୁପ୍ରିମକୋର୍ଟ ଡିସେମ୍ବର ୧୫ ଯାଏ ବୃଦ୍ଧି କରିଛନ୍ତି। ଏହି ସମୟ ମଧ୍ୟରେ ଆବେଦନକାରୀ ସେମାନଙ୍କ ଆପତ୍ତି ଓ ଅଭିଯୋଗ ଏନ୍‌ଆରସି ଅଫିସ୍‌ରେ ଦାଖଲ କରିପାରିବେ। ଏଥିସହ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ପୂର୍ବରୁ ନାଗରିକତ୍ୱ ପାଇଁ ଗ୍ରହଣ କରାଯାଉ ନଥିବା ୫ଟି ଦସ୍ତାବିଜ୍‌କୁ ଏବେ ଗ୍ରହଣ କରିବାକୁ ଏନ୍‌ଆର୍‌ସି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି […]

y

y

Hemant Lenka
  • Published: Thursday, 01 November 2018
  • Updated: 01 November 2018, 08:03 PM IST

Sports

Latest News

ନୂଆଦିଲ୍ଲୀ: ଆସାମ ନ୍ୟାଶନାଲ୍‌ ରେଜିଷ୍ଟର ଅଫ୍‌ ସିଟିଜେନସ୍‌ (ଏନ୍‌ଆର୍‌ସି)ରୁ ତାଲିକାର ବାଦ ପଡ଼ିଥିବା ଲୋକଙ୍କ ଆବେଦନ ସମୟସୀମାକୁ ଆଜି ସୁପ୍ରିମକୋର୍ଟ ଡିସେମ୍ବର ୧୫ ଯାଏ ବୃଦ୍ଧି କରିଛନ୍ତି। ଏହି ସମୟ ମଧ୍ୟରେ ଆବେଦନକାରୀ ସେମାନଙ୍କ ଆପତ୍ତି ଓ ଅଭିଯୋଗ ଏନ୍‌ଆରସି ଅଫିସ୍‌ରେ ଦାଖଲ କରିପାରିବେ।

ଏଥିସହ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ପୂର୍ବରୁ ନାଗରିକତ୍ୱ ପାଇଁ ଗ୍ରହଣ କରାଯାଉ ନଥିବା ୫ଟି ଦସ୍ତାବିଜ୍‌କୁ ଏବେ ଗ୍ରହଣ କରିବାକୁ ଏନ୍‌ଆର୍‌ସି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦସ୍ତାବିଜ୍‌ ଗୁଡ଼ିକ ହେଲା, ୧୯୫୧ର ଏନ୍‌ଆରସି, ୧୯୬୬ର ଭୋଟର ପରିଚୟପତ୍ର, ୧୯୭୧ ଭୋଟର୍‌ ପରିଚୟପତ୍ର, ୧୯୭୧ ଯାଏ ଶରଣାର୍ଥୀ ପଞ୍ଜୀକରଣ ପ୍ରମାଣପତ୍ର ଓ ୧୯୭୧ ଯାଏ ଦିଆଯାଇଥିବା ରାସନ କାର୍ଡ। ଏହାପୂର୍ବରୁ ୧୯୭୧ ମସିହା ମାର୍ଚ୍ଚ ୩୧ ଯାଏ ଲୋକଙ୍କୁ ବିଭିନ୍ନ ସରକାରୀ ଅଫିସ୍‌ ଓ କର୍ପୋରେସନ୍‌ ପକ୍ଷରୁ ଦିଆଯାଇଥିବା ୧୦ ପ୍ରକାରର ଦସ୍ତାବିଜ୍‌କୁ ଏନ୍‌ଆର୍‌ସି ପକ୍ଷରୁ ନାଗରିକତ୍ୱର ବିଚାର ପାଇଁ ଗ୍ରହଣ କରାଯାଉ ଥିଲା।

ସେହିପରି ସର୍ବୋଚ୍ଚ ଅଦାଲତ ଜାନୁଆରୀ ୧୫ ସୁଦ୍ଧା ନୋଟିସ୍‌ ଏବଂ ଫେବୃଆରୀ ୧ ସୁଦ୍ଧା କାଗଜପତ୍ର କାମ ଶେଷ କରିବାକୁ ଏନ୍‌ଆର୍‌ସିକୁ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story