ନିର୍ଭୟା: ମୁକେଶର ଆବେଦନ ଖାରଜ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ନିର୍ଭୟା ଦୁଷ୍କର୍ମ ଓ ଗଣହତ୍ୟା ମାମଲାରେ ଫାଶୀ ପାଇବାକୁ ଥିବା ୪ ଜଣ ଦୋଷୀଙ୍କ ମଧ୍ୟରୁ ଅନ୍ୟତମ ମୁକେଶ ସିଂହର ଆବେଦନକୁ ସୁପ୍ରିମ୍‌କୋର୍ଟ ଖାରଜ କରିଛନ୍ତି। ତା’ର ରାଜକ୍ଷମା ଆବେଦନ ଖାରଜ ହେବା ବିରୋଧରେ ସେ ଏହି ଆବେଦନ କରିଥିଲା। ଜଷ୍ଟିସ୍‌ ଆର ଭାନୁମତୀଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ବୁଧବାର ଶୁଣାଣି କରି ଏହି ଆବେଦନ ଖାରଜ କରିଛନ୍ତି। ୨୦୧୨ ମସିହାର ଏହି ଜଘନ୍ୟ କାଣ୍ଡର ଦୋଷୀ ମୁକେଶର ଆବେଦନ ଖାରଜ କରି […]

Mukesh

Mukesh

Subrat Kumar Nayak
  • Published: Wednesday, 29 January 2020
  • Updated: 29 January 2020, 10:59 AM IST

Sports

Latest News

ନୂଆଦିଲ୍ଲୀ: ନିର୍ଭୟା ଦୁଷ୍କର୍ମ ଓ ଗଣହତ୍ୟା ମାମଲାରେ ଫାଶୀ ପାଇବାକୁ ଥିବା ୪ ଜଣ ଦୋଷୀଙ୍କ ମଧ୍ୟରୁ ଅନ୍ୟତମ ମୁକେଶ ସିଂହର ଆବେଦନକୁ ସୁପ୍ରିମ୍‌କୋର୍ଟ ଖାରଜ କରିଛନ୍ତି। ତା’ର ରାଜକ୍ଷମା ଆବେଦନ ଖାରଜ ହେବା ବିରୋଧରେ ସେ ଏହି ଆବେଦନ କରିଥିଲା। ଜଷ୍ଟିସ୍‌ ଆର ଭାନୁମତୀଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ବୁଧବାର ଶୁଣାଣି କରି ଏହି ଆବେଦନ ଖାରଜ କରିଛନ୍ତି।

୨୦୧୨ ମସିହାର ଏହି ଜଘନ୍ୟ କାଣ୍ଡର ଦୋଷୀ ମୁକେଶର ଆବେଦନ ଖାରଜ କରି ସୁପ୍ରିମ୍‌କୋର୍ଟ କହିଥିଲେ, ଏହି ଆବେଦନର କୌଣସି ଯଥାର୍ଥତା ନାହିଁ। ସେ ଏଥିରେ ଦର୍ଶାଇଥିବା ନିର୍ଯାତନାକୁ ଆଳ କରିବା ମଧ୍ୟ ଭିତ୍ତିହୀନ। ରାଷ୍ଟ୍ରପତିଙ୍କ ପାଖରେ ସମସ୍ତ ତଥ୍ୟ ଦାଖଲ କରାଯାଇଥିଲା ଏବଂ ସେ ସେସବୁକୁ ବିଚାରକୁ ନେଇସବୁ ଦିଗରୁ ଅନୁଧ୍ୟାନ କରିଛନ୍ତି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗତ ୧୭ ତାରିଖରେ ମୁକେଶର ରାଜକ୍ଷମା ଆବେଦନ ଖାରଜ କରିଥିଲେ। ଆସନ୍ତା ଫେବୃଆରୀ ୧ ତାରିଖରେ ଏମାନଙ୍କର ଫାଶୀ ହେବ ବୋଲି ଡେଥ୍‌ ୱାରେଣ୍ଟ ଜାରି କରାଯାଇସାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story