ସାବରୀମାଲାରେ ପ୍ରଵେଶ କରିଥିବା ମହିଳାଙ୍କ 'ଜୀବନ ପ୍ରତି ବିପଦ', ସୁପ୍ରିମକୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ: କେରଳର ପ୍ରସିଦ୍ଧ ସାବରୀମାଲା ମନ୍ଦିରରେ ପ୍ରଥମ ଥର ପାଇଁ ପ୍ରଵେଶ କରିଥିବା ଦୁଇ ମହିଳାଙ୍କ ପ୍ରତି ଏବେ ବିପଦ ସୃଷ୍ଟି ହୋଇଛି। ଏଥିପାଇଁ ଉଭୟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବା ସହ ସୁରକ୍ଷା ଯୋଗାଇ ଦେବାକୁ ନିବେଦନ କରିଛନ୍ତି। କନ୍ନୁର ବିଶ୍ୱବିଦ୍ୟାଳୟରେ ଲେକଚରର୍‌ ଥିବା ବିନ୍ଦୁ ଓ କନକ ଦୁର୍ଗା ନାମକ ଜଣେ ସରକାରୀ ଚାକିରି କରିଥିବା ମହିଳା ଇତିହାସରେ ପ୍ରଥମଥର ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସାବରୀମାଲାରେ ପ୍ରବେଶ କରିଥିଲେ। ତେବେ ଏହା ବିରୋଧରେ କେରଳରେ […]

ty

ty

Hemant Lenka
  • Published: Thursday, 17 January 2019
  • Updated: 17 January 2019, 05:35 PM IST

Sports

Latest News

ନୂଆଦିଲ୍ଲୀ: କେରଳର ପ୍ରସିଦ୍ଧ ସାବରୀମାଲା ମନ୍ଦିରରେ ପ୍ରଥମ ଥର ପାଇଁ ପ୍ରଵେଶ କରିଥିବା ଦୁଇ ମହିଳାଙ୍କ ପ୍ରତି ଏବେ ବିପଦ ସୃଷ୍ଟି ହୋଇଛି। ଏଥିପାଇଁ ଉଭୟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବା ସହ ସୁରକ୍ଷା ଯୋଗାଇ ଦେବାକୁ ନିବେଦନ କରିଛନ୍ତି।

କନ୍ନୁର ବିଶ୍ୱବିଦ୍ୟାଳୟରେ ଲେକଚରର୍‌ ଥିବା ବିନ୍ଦୁ ଓ କନକ ଦୁର୍ଗା ନାମକ ଜଣେ ସରକାରୀ ଚାକିରି କରିଥିବା ମହିଳା ଇତିହାସରେ ପ୍ରଥମଥର ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସାବରୀମାଲାରେ ପ୍ରବେଶ କରିଥିଲେ। ତେବେ ଏହା ବିରୋଧରେ କେରଳରେ ବନ୍ଦ ପାଳନ ସହ କନକଦୁର୍ଗାଙ୍କୁ ମଧ୍ୟ ତାଙ୍କ ଶାଶୂ ଘର ଲୋକେ ମାଡ଼ ମାରିଥିଲେ। ଏବେ ସେ ହସ୍ପିଟାଲ୍‌ରେ ରହିଛନ୍ତି।

ଏହି ଦୁଇ ମହିଳାଙ୍କ ପକ୍ଷରୁ ବରିଷ୍ଠ ଆଇନ୍‌ଜୀବୀ ଇନ୍ଦିରା ଜୟସିଂ ସୁପ୍ରିମକୋର୍ଟରେ ଆବେଦନ କରିବା ସହ ଏମାନଙ୍କୁ ଉପଯୁକ୍ତ ପୁଲିସ୍‌ ସୁରକ୍ଷା ଯୋଗାଇ ଦିଆଯାଉ ବୋଲି କହିଛନ୍ତି। ସୁପ୍ରିମକୋର୍ଟ ଆସନ୍ତାକାଲି ଏହାର ଶୁଣାଣି କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story