ସର୍ଜିକାଲ ଷ୍ଟ୍ରାଇକ୍‌ର ପ୍ରମାଣକୁ ସାର୍ବଜନୀନ କରାଯିବ ନାହିଁ: କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପାକ୍ ଅଧିକୃତ କାଶ୍ମୀରରେ ଭାରତୀୟ ସେନା ପକ୍ଷରୁ କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକ୍‌ର ପ୍ରମାଣକୁ ସାର୍ବଜନୀନ କରାଯିବ ନାହିଁ ବୋଲି ମୋଦି ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରମାଣ ସାର୍ବଜନୀନ ହେଲେ ଭାରତୀୟ ସେନାର ଯୁଦ୍ଧକୌଶଳ ପଦାରେ ପଡିଯିବାର ସମ୍ପାଭାବନା ରହିଛି।ସେଥିପାଇଁ ସରକାର ଏହାକୁ ସାର୍ବଜନୀନ କରା ନ ଯିବାକୁ ନିଷ୍ପତ୍ତି ନିଆଯାଇଛି।

ସରକାରୀ ସୂତ୍ର ଅନୁଯାୟୀ,“ପାକ୍ ଅଧିକୃତ କାଶ୍ମୀରରେ ଭାରତୀୟ ସେନା ପକ୍ଷରୁ କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକକୁ  କୂଟନୀତିଜ୍ଞମାନେ ସମର୍ଥନ କରିଛନ୍ତି। କୌଣସି ଦେଶ ଭାରତର ଏପରି ପଦକ୍ଷେପକୁ ବିରୋଧ କରି ନାହାନ୍ତି। ପାକିସ୍ତାନକୁ ସମର୍ଥନ କରୁଥିବା ଚୀନ ମଧ୍ୟ ଏହି ମାମଲାରେ  କୌଣସି ବିରୋଧ ପ୍ରଦର୍ଶନ କରିନାହିଁ। ଏହା ସହ ଇସଲାମ ଦେଶ ପକ୍ଷରୁ ମଧ୍ୟ ଭାରତକୁ ସମର୍ଥନ କରାଯାଇଛି।”

ଆହୁରି ପଢ଼ନ୍ତୁ

କେନ୍ଦ୍ରର କୃଷି ଆଇନକୁ କାଉଣ୍ଟର ପାଇଁ ବିଲ୍‌ ପାସ, ଏମଏସପି ନିୟମ ଭାଙ୍ଗିଲେ ଜେଲ

ବିହାର ନିର୍ବାଚନ ପୂର୍ବରୁ ଜନମତ ସର୍ଭେ: ନୀତୀଶ କୁମାରଙ୍କ ତୁଳନାରେ ମୋଦି ଅଧିକ ଲୋକ ପ୍ରିୟ

ଓପିନିଅନ ପୋଲ: ବିହାରରେ ପୁଣି ବାଜିମାତ କରିବ ଏନଡିଏ, କିନ୍ତୁ…

ଟିଆରପି ସ୍କାମ: ୟୁପିର ଏଫଆଇଆର ଆଧାରରେ ସିବିଆଇ ରୁଜୁ କଲା ମାମଲା

ପୁଲୱାମାରେ ଗଡ଼ିଲା ୨ ଆତଙ୍କୀଙ୍କ ମୁଣ୍ଡ

ଭାରତୀୟ ସୀମାରୁ ଧରା ପଡ଼ିଲା ପାକିସ୍ତାନୀ ଅନୁପ୍ରବେଶକାରୀ

ଲକଡାଉନ ଯାଇଛି, ହେଲେ କରୋନାର ବିପଦ ଟଳିନି କହିଲେ ମୋଦି

ରାହୁଲ ଗାନ୍ଧିଙ୍କ ଅସନ୍ତୋଷ ସତ୍ତ୍ୱେ ‘ଆଇଟମ୍‌’ ବୟାନ ପାଇଁ କ୍ଷମା ମାଗିବାକୁ ମନାକଲେ କମଲନାଥ

ଲଦାଖରୁ ଧରା ପଡ଼ିଥିବା ଚାଇନିଜ୍‌ ଯବାନଙ୍କୁ ଏବେ ଛାଡ଼ିବନି ଭାରତ

ଚୀନକୁ ରପ୍ତାନୀ ଯୋଗୁଁ ଦେଶରେ ଲୁହା ପଥରର ଅଭାବ, ଷ୍ଟିଲ ଶିଳ୍ପ ପ୍ରଭାବିତ

ଚାଇନା ସହ ତିକ୍ତତା: ତାଇୱାନ ସହ ବ୍ୟବସାୟିକ ସମ୍ପର୍କ ଆରମ୍ଭ କରିବ ଭାରତ

ଆଜି ସନ୍ଧ୍ୟାରେ ଦେଶବାସୀଙ୍କୁ କ’ଣ କହିବେ ପ୍ରଧାନମନ୍ତ୍ରୀ ମୋଦି