ସର୍ଜିକାଲ ଷ୍ଟ୍ରାଇକ୍‌ର ପ୍ରମାଣକୁ ସାର୍ବଜନୀନ କରାଯିବ ନାହିଁ: କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପାକ୍ ଅଧିକୃତ କାଶ୍ମୀରରେ ଭାରତୀୟ ସେନା ପକ୍ଷରୁ କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକ୍‌ର ପ୍ରମାଣକୁ ସାର୍ବଜନୀନ କରାଯିବ ନାହିଁ ବୋଲି ମୋଦି ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରମାଣ ସାର୍ବଜନୀନ ହେଲେ ଭାରତୀୟ ସେନାର ଯୁଦ୍ଧକୌଶଳ ପଦାରେ ପଡିଯିବାର ସମ୍ପାଭାବନା ରହିଛି।ସେଥିପାଇଁ ସରକାର ଏହାକୁ ସାର୍ବଜନୀନ କରା ନ ଯିବାକୁ ନିଷ୍ପତ୍ତି ନିଆଯାଇଛି। ସରକାରୀ ସୂତ୍ର ଅନୁଯାୟୀ,“ପାକ୍ ଅଧିକୃତ କାଶ୍ମୀରରେ ଭାରତୀୟ ସେନା ପକ୍ଷରୁ କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକକୁ  କୂଟନୀତିଜ୍ଞମାନେ ସମର୍ଥନ କରିଛନ୍ତି। କୌଣସି ଦେଶ ଭାରତର ଏପରି […]

mm

mm

Rakesh Mallick
  • Published: Wednesday, 12 October 2016
  • Updated: 12 October 2016, 03:44 PM IST

ନୂଆଦିଲ୍ଲୀ: ପାକ୍ ଅଧିକୃତ କାଶ୍ମୀରରେ ଭାରତୀୟ ସେନା ପକ୍ଷରୁ କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକ୍‌ର ପ୍ରମାଣକୁ ସାର୍ବଜନୀନ କରାଯିବ ନାହିଁ ବୋଲି ମୋଦି ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରମାଣ ସାର୍ବଜନୀନ ହେଲେ ଭାରତୀୟ ସେନାର ଯୁଦ୍ଧକୌଶଳ ପଦାରେ ପଡିଯିବାର ସମ୍ପାଭାବନା ରହିଛି।ସେଥିପାଇଁ ସରକାର ଏହାକୁ ସାର୍ବଜନୀନ କରା ନ ଯିବାକୁ ନିଷ୍ପତ୍ତି ନିଆଯାଇଛି।

ସରକାରୀ ସୂତ୍ର ଅନୁଯାୟୀ,“ପାକ୍ ଅଧିକୃତ କାଶ୍ମୀରରେ ଭାରତୀୟ ସେନା ପକ୍ଷରୁ କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକକୁ  କୂଟନୀତିଜ୍ଞମାନେ ସମର୍ଥନ କରିଛନ୍ତି। କୌଣସି ଦେଶ ଭାରତର ଏପରି ପଦକ୍ଷେପକୁ ବିରୋଧ କରି ନାହାନ୍ତି। ପାକିସ୍ତାନକୁ ସମର୍ଥନ କରୁଥିବା ଚୀନ ମଧ୍ୟ ଏହି ମାମଲାରେ  କୌଣସି ବିରୋଧ ପ୍ରଦର୍ଶନ କରିନାହିଁ। ଏହା ସହ ଇସଲାମ ଦେଶ ପକ୍ଷରୁ ମଧ୍ୟ ଭାରତକୁ ସମର୍ଥନ କରାଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story