ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଜୟଲଳିତା

ଚେନ୍ନାଇ: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି ଏଆଇଏଡିଏମ୍‌କେ ମୁଖ୍ୟ ଜେ.ଜୟଲଳିତା।ମାଡ୍ରାସ ବିଶ୍ୱବିଦ୍ୟାଳୟର ସେଣ୍ଟେନାରୀ ଅଡିଟୋରିୟମରେ ଆୟୋଜିତ ଉତ୍ସବରେ ରାଜ୍ୟପାଳ କେ. ରୋଷୟା ଜୟାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଏହା ସହିତ ସେ ଲଗାତାର ଦ୍ୱିତୀୟ ଥର ପାଇଁ ତାମିଲନାଡୁର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ୧୯୮୯ ମସିହା ପରେ ପ୍ରଥମ ଥର ପାଇଁ ଜୟାଙ୍କ ଏଆଇଡିଏମ୍‌କେ କ୍ରମାଗତ ଦୁଇ ଥର ଶାସନ ହାତେଇବାରେ ସମର୍ଥ ହୋଇଛି। ତାଙ୍କ ସହିତ ୨୮ ଜଣ ମନ୍ତ୍ରୀ […]

Jayaram Jayalalitha

Jayaram Jayalalitha

Rakesh Mallick
  • Published: Monday, 23 May 2016
  • Updated: 23 May 2016, 10:07 AM IST

ଚେନ୍ନାଇ: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି ଏଆଇଏଡିଏମ୍‌କେ ମୁଖ୍ୟ ଜେ.ଜୟଲଳିତା।ମାଡ୍ରାସ ବିଶ୍ୱବିଦ୍ୟାଳୟର ସେଣ୍ଟେନାରୀ ଅଡିଟୋରିୟମରେ ଆୟୋଜିତ ଉତ୍ସବରେ ରାଜ୍ୟପାଳ କେ. ରୋଷୟା ଜୟାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଏହା ସହିତ ସେ ଲଗାତାର ଦ୍ୱିତୀୟ ଥର ପାଇଁ ତାମିଲନାଡୁର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ୧୯୮୯ ମସିହା ପରେ ପ୍ରଥମ ଥର ପାଇଁ ଜୟାଙ୍କ ଏଆଇଡିଏମ୍‌କେ କ୍ରମାଗତ ଦୁଇ ଥର ଶାସନ ହାତେଇବାରେ ସମର୍ଥ ହୋଇଛି। ତାଙ୍କ ସହିତ ୨୮ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି। ସେମାନଙ୍କ ମଧ୍ୟରେ  ୪ ଜଣ ମହିଳା ଅଛନ୍ତି।

୨୩୪ ଆସନ ବିଶିଷ୍ଟ ତାମିଲନାଡୁ ବିଧାନସଭାର ୨୩୨ଟି ଆସନରେ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ୧୩୪ଟି ଆସନରେ ବିଜୟୀ ହୋଇଛି ଏଆଇଏଡିଏମ୍‌କେ। ମୁଖ୍ୟ ବିରୋଧୀ ଡିଏମ୍‌କେ ଓ କଂଗ୍ରେସ ମେଣ୍ଟ ୯୮ଟି ଆସନ ଜିତିଛନ୍ତି।

ଅରାଭାକୁରୁଚି ଓ ଥାଞ୍ଜାଭୁର ବିଧାନସଭା ଆସନରେ ନିର୍ବାଚନ ହୋଇନାହିଁ। ଏଠାରେ ମେ’୨୩ରେ ଭୋଟ୍ ଗ୍ରହଣ ହେବାର ଥିଲା। ତେବେ ନିର୍ବାଚନ କମିଶନ ଏହାକୁ ଜୁନ୍ ୧୩କୁ ଘୁଞ୍ଚାଇ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story