ବାହାଘରର ୬ ମାସ ଯାଇନି, ଛାଡ଼ପତ୍ର ଆବେଦନ କଲେ ଲାଲୁଙ୍କ ପୁଅ

ପାଟନା: ଚଳିତ ବର୍ଷ ମେ’ ୧୨ରେ ବେଶ ରାଜକୀୟ ଢଙ୍ଗରେ ଐଶ୍ୱର୍ଯ୍ୟା ରାୟଙ୍କ ହାତ ଧରିଥିଲେ ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ। ହେଲେ ମାତ୍ର ୬ ମାସ ମଧ୍ୟରେ ବୈବାହିକ ଜୀବନରେ ସୃଷ୍ଟି ହୋଇଛି ଝଡ଼୍‌। ଫଳରେ ତେଜ ପ୍ରତାପ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟାଙ୍କୁ ଛାଡ଼ପତ୍ର ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସେ ପାଟନା ହାଇକୋର୍ଟରେ ମଧ୍ୟ ଆବେଦନ କରିଛନ୍ତି। ତେଜ ପ୍ରତାପ କାହିଁକି ହଠାତ୍‌ ଐଶ୍ୱର୍ଯ୍ୟାଙ୍କୁ ଛାଡ଼ପତ୍ର ଦେବାକୁ […]

te1

te1

Hemant Lenka
  • Published: Friday, 02 November 2018
  • Updated: 02 November 2018, 09:01 PM IST

Sports

Latest News

ପାଟନା: ଚଳିତ ବର୍ଷ ମେ’ ୧୨ରେ ବେଶ ରାଜକୀୟ ଢଙ୍ଗରେ ଐଶ୍ୱର୍ଯ୍ୟା ରାୟଙ୍କ ହାତ ଧରିଥିଲେ ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ। ହେଲେ ମାତ୍ର ୬ ମାସ ମଧ୍ୟରେ ବୈବାହିକ ଜୀବନରେ ସୃଷ୍ଟି ହୋଇଛି ଝଡ଼୍‌। ଫଳରେ ତେଜ ପ୍ରତାପ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟାଙ୍କୁ ଛାଡ଼ପତ୍ର ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସେ ପାଟନା ହାଇକୋର୍ଟରେ ମଧ୍ୟ ଆବେଦନ କରିଛନ୍ତି। ତେଜ ପ୍ରତାପ କାହିଁକି ହଠାତ୍‌ ଐଶ୍ୱର୍ଯ୍ୟାଙ୍କୁ ଛାଡ଼ପତ୍ର ଦେବାକୁ ନିଷ୍ପତ୍ତି ନେଲେ, ସେକଥା ଜଣାପଡ଼ିନାହିଁ।

ତେଜ ପ୍ରତାପଙ୍କ ଭଳି ଐଶ୍ୱର୍ଯ୍ୟା ମଧ୍ୟ ଏକ ରାଜନୀତିକ ପରିବାରରୁ ଆସିଛନ୍ତି। ଐଶ୍ୱର୍ଯ୍ୟାଙ୍କ ଜେଜେବାପା ଦାରୋଗା ରାୟ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଥିଲେ ଓ ତାଙ୍କ ବାପା ଚନ୍ଦ୍ରିକା ରାୟ ପୂର୍ବତନ ମନ୍ତ୍ରୀ ତଥା ଆରଜେଡିର ବରିଷ୍ଠ ରାଜନେତା। ଜୁଲାଇ ମାସରେ ଆର୍‌ଜେଡିର କାର୍ଯ୍ୟକାରୀ ବୈଠକ ପୂର୍ବରୁ ଐଶ୍ୱର୍ଯ୍ୟାଙ୍କ ଫଟୋ ବିଭିନ୍ନ ଗଳିକନ୍ଦିରେ ଶ୍ୱଶୁର ଘରର ଅନ୍ୟ ଲୋକଙ୍କ ସହ ଛାଇ ଯାଇଥିଲା। କୁହାଯାଉଥିଲା ସେ ୨୦୧୯ ନିର୍ବାଚନରେ ଚପ୍ରାରୁ ପ୍ରାର୍ଥୀ ହେବେ। ତେବେ ସବୁ କିଛି ଓଲଟପାଲଟ୍‌ ହୋଇଯାଇଛି।

ତେଜ ଓ ଐଶ୍ୱର୍ଯ୍ୟାଙ୍କ ବାହାଘର ବେଳେ ଏତେ ସଂଖ୍ୟକ ଆର୍‌ଜେଡି କର୍ମୀ ଭୋଜି ଖାଇବାକୁ ଆସିଥିଲେ ଯେ ଖାଇବା ଶେଷରେ ଖାଦ୍ୟ ଚୋରି ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରି କି ସେମାନେ ଖାଦ୍ୟ ଷ୍ଟଲଗୁଡ଼ିକୁ ମଧ୍ୟ ଭାଙ୍ଗି ଦେଇଥିଲେ। ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ହୋଇଥିଲା। ବିବାହ ଭୋଜିରେ ଏଭଳି ବିଶୃଙ୍ଖଳାକୁ ନିୟନ୍ତ୍ରଣ କରିପାରି ନଥିବାରୁ ତେଜଙ୍କ ସାନ ଭାଇ ତେଜସ୍ୱୀ ଯାଦବ ନିମନ୍ତ୍ରିତ ଲୋକଙ୍କୁ କ୍ଷମା ମଧ୍ୟ ମାଗିଥିଲେ।

ତେଜ ପ୍ରତାପ ଓ ଐଶ୍ୱର୍ଯ୍ୟାଙ୍କ ନିର୍ବନ୍ଧ ଏପ୍ରିଲ ୧୮ରେ ହୋଇଥିଲା। ତେବେ ଏହି ଦମ୍ପତିଙ୍କ 'ଶିବ ପାର୍ବତୀ' ପୋଷ୍ଟର ସାରା ରାଜ୍ୟରେ ଲଗାଯିବା ପରେ ଏମାନେ ଚର୍ଚ୍ଚାକୁ ଆସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story