ସୋଶାଲ ମିଡିଆରେ 'କୃଷ୍ଣ-ଅର୍ଜୁନ୍' ଯାଦବ ଯୋଡ଼ି 

ପାଟନା: ବିହାର ରାଷ୍ଟ୍ରୀୟ ଜନତା ଦଳର ଅଧ୍ୟକ୍ଷ ଲାଲୁ ଯାଦବଙ୍କ ବଡ଼ ପୁଅ ତଥା ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତେଜ୍ ପ୍ରତାପ  ପୁଣିଥରେ  ନିଜସ୍ୱ ଶୈଳୀରେ ମନ୍ତବ୍ୟ ରଖି ଚର୍ଚ୍ଚାରେ। ସାନ ଭାଇ ତେଜସ୍ୱୀ ଯାଦବ ଓ ତାଙ୍କ ମଧ୍ୟରେ ମତଭେଦ ଘଟି ପରସ୍ପର ଠାରୁ ଅଲଗା ହୋଇଯାଇଥିବା ନେଇ ପ୍ରଚାର କରୁଥିବା ଲୋକଙ୍କୁ ଟାର୍ଗେଟ୍ କରିଛନ୍ତି ତେଜ୍ ପ୍ରତାପ। ସେ କହିଛନ୍ତି ଯିଏ ଏଭଳି ଆଲୋଚନା କରିବ ତାଙ୍କ ଉପରେ ସୁଦର୍ଶନ ଚକ୍ର ବୁଲିବ। Tej Pratap […]

tej pratap yadav krishna

tej pratap yadav krishna

Subhransu Sekhar
  • Published: Saturday, 06 July 2019
  • Updated: 06 July 2019, 03:42 PM IST

Sports

Latest News

ପାଟନା: ବିହାର ରାଷ୍ଟ୍ରୀୟ ଜନତା ଦଳର ଅଧ୍ୟକ୍ଷ ଲାଲୁ ଯାଦବଙ୍କ ବଡ଼ ପୁଅ ତଥା ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତେଜ୍ ପ୍ରତାପ  ପୁଣିଥରେ  ନିଜସ୍ୱ ଶୈଳୀରେ ମନ୍ତବ୍ୟ ରଖି ଚର୍ଚ୍ଚାରେ। ସାନ ଭାଇ ତେଜସ୍ୱୀ ଯାଦବ ଓ ତାଙ୍କ ମଧ୍ୟରେ ମତଭେଦ ଘଟି ପରସ୍ପର ଠାରୁ ଅଲଗା ହୋଇଯାଇଥିବା ନେଇ ପ୍ରଚାର କରୁଥିବା ଲୋକଙ୍କୁ ଟାର୍ଗେଟ୍ କରିଛନ୍ତି ତେଜ୍ ପ୍ରତାପ। ସେ କହିଛନ୍ତି ଯିଏ ଏଭଳି ଆଲୋଚନା କରିବ ତାଙ୍କ ଉପରେ ସୁଦର୍ଶନ ଚକ୍ର ବୁଲିବ।

ତେଜ୍ ପ୍ରତାପ କହିଛନ୍ତି, ସୋଶାଲ ମିଡିଆରେ 'କୃଷ୍ଣ ଓ ଅର୍ଜୁନ'ଙ୍କ ଯୋଡ଼ିକୁ ନେଇ ବାରମ୍ୱାର ଆଲୋଚନା ହେଉଛି। ଏହା ଆଉ ସହି ହେବନି। ଆଗାମୀ ଦିନରେ କୃଷ୍ଣ ଏବଂ ଅର୍ଜୁନଙ୍କ ମଧ୍ୟରେ ଯିଏ ଆସିବାକୁ ଚେଷ୍ଟା କରିବ ତାଙ୍କ ଉପରେ ସୁଦର୍ଶନ ଚକ୍ର ବୁଲିବ ବୋଲି ସେ କହିଛନ୍ତି। ଏହା ପୂର୍ବରୁ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ତେଜ୍ ପ୍ରତାପ ଚର୍ଚ୍ଚାରେ ରହି ଆସିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story