ଶାଶୁ ଘରେ ପାଦ ଦେଉ ଦେଉ ବଦଳିଗଲା ତେଜସ୍ୱୀଙ୍କ ପତ୍ନୀଙ୍କ ନାମ, ଏଣିକି...

 ପାଟଣା: ନିଜ ଦୀର୍ଘ ଦିନର ବାନ୍ଧବୀ ରିଚେଲଙ୍କୁ ନୂଆ ଦିଲ୍ଲୀରେ ଗୁପଚୁପ୍‌ ଭାବେ ବିବାହ କରି ପାଟନା ଫେରିଛନ୍ତି ଲାଲୁଙ୍କ ଗେହ୍ଲା ପୁଅ ତେଜସ୍ୱୀ ଯାଦବ । ହେଲେ ଶାଶୁ ଘରେ ପାଦ ଦେବା ପୂର୍ବରୁ ବଦଳି ଗଲାଣି ତେଜସ୍ୱୀଙ୍କ ପତ୍ନୀଙ୍କ ନାମ । ଏଥର ତେଜସ୍ୱୀଙ୍କ ପତ୍ନୀ ରିଚେଲ ଗୋଡିନହୋ ନୁହେଁ ରାଜଶ୍ରୀ ନାମରେ ପରିଚିତ ହେବେ। ବିବାହ ପରେ ହଠାତ୍‌ ପତ୍ନୀଙ୍କ ନାଁ ପରିବର୍ତ୍ତନକୁ ନେଇ ବହୁ ଚର୍ଚ୍ଚା ଚାଲିଥିବା ବେଳେ ଏହା ଉପରେ […]

tejaswai-yadav-with-wife

tejaswai-yadav-with-wife

Niharika Rout
  • Published: Tuesday, 14 December 2021
  • Updated: 14 December 2021, 10:29 AM IST

Sports

Latest News

 ପାଟଣା: ନିଜ ଦୀର୍ଘ ଦିନର ବାନ୍ଧବୀ ରିଚେଲଙ୍କୁ ନୂଆ ଦିଲ୍ଲୀରେ ଗୁପଚୁପ୍‌ ଭାବେ ବିବାହ କରି ପାଟନା ଫେରିଛନ୍ତି ଲାଲୁଙ୍କ ଗେହ୍ଲା ପୁଅ ତେଜସ୍ୱୀ ଯାଦବ । ହେଲେ ଶାଶୁ ଘରେ ପାଦ ଦେବା ପୂର୍ବରୁ ବଦଳି ଗଲାଣି ତେଜସ୍ୱୀଙ୍କ ପତ୍ନୀଙ୍କ ନାମ । ଏଥର ତେଜସ୍ୱୀଙ୍କ ପତ୍ନୀ ରିଚେଲ ଗୋଡିନହୋ ନୁହେଁ ରାଜଶ୍ରୀ ନାମରେ ପରିଚିତ ହେବେ। ବିବାହ ପରେ ହଠାତ୍‌ ପତ୍ନୀଙ୍କ ନାଁ ପରିବର୍ତ୍ତନକୁ ନେଇ ବହୁ ଚର୍ଚ୍ଚା ଚାଲିଥିବା ବେଳେ ଏହା ଉପରେ ମୁହଁ ଖୋଲିଛନ୍ତି ରାଜଶ୍ରୀ ଯାଦବଙ୍କ ପତି ତଥା ବିହାରର ବିପକ୍ଷ ନେତା ତେଜସ୍ୱୀ ଯାଦବ। 

ଏନେଇ ସେ କହିଛନ୍ତି, ପତ୍ନୀ ରିଚେଲ ସ୍ୱଇଚ୍ଛାରେ ନିଜ ନାମ ପରିବର୍ତ୍ତନ କରିଛନ୍ତି। ଏହାଦ୍ୱାରା ବିହାରର ଜନସାଧାରଣଙ୍କୁ ତାଙ୍କ ନାଁ ଉଚ୍ଚାରଣ କରିବାରେ କୌଣସି ସମସ୍ୟା ହେବନି। ଏଥିସହ ସେ କହିଛନ୍ତି, ମୋ ପିତା ଲାଲୁ ଯାଦବ ହିଁ ନିଜ ସାନ ବୋହୂକୁ ଏହି ନାଁ ଦେବାକୁ  ପରାମର୍ଶ ଦେଇଥିଲେ, ଯାହାକୁ ସମସ୍ତେ ଗ୍ରହଣ କରିନେଇଥିଲେ।

ନିଜ ବିବାହକୁ ଅତ୍ୟନ୍ତ ଗୋପନୀୟ ରଖିବା ପ୍ରଶ୍ନର ଉତ୍ତରରେ ତେଜସ୍ୱୀ କହିଛନ୍ତି, ଏହି ଆୟୋଜନକୁ  ବହୁତ ଛୋଟ ରଖାଯାଇଥିବା ବେଳେ ଏଥିରେ କେବଳ ଉଭୟ ପରିବାର ସଦସ୍ୟ ସାମିଲ ହେବେ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଏହା ପଛର କାରଣ ବଖାଣିବାକୁ ଯାଇ ସେ କହିଛନ୍ତି , ଏହାଦ୍ୱାରା ଉଭୟ ପରିବାର ସଦସ୍ୟଙ୍କୁ ପରସ୍ପର ସହ ଅଧିକ ସମୟ ବିତାଇବାକୁ ସୁଯୋଗ ମିଳିବ  ।

[caption id="attachment_698871" align="aligncenter" width="650"]Tejashwi-Yadav-with-wife ପାଟନା ଏୟାରପୋର୍ଟରେ ନବବିବାହିତ ଯାଦବ ଦମ୍ପତ୍ତି।[/caption]

ଏଥିସହ ସେ କହିଲେ, ଏହି ବିବାହକୁ ପ୍ରଧାନମନ୍ତ୍ରୀ ଓ ଅନ୍ୟ ଟପ୍‌ ନେତାଙ୍କୁ ନିମନ୍ତ୍ରଣ କରିଥିଲେ, ସେମାନଙ୍କ ନିମନ୍ତେ ସ୍ୱତନ୍ତ୍ର ଆୟୋଜନ କରିବାକୁ ପଡ଼ିଥାନ୍ତା। ଏଥିପାଇଁ ସମସ୍ତେ ବ୍ୟସ୍ତ ରହିଥାନ୍ତେ। ଫଳରେ ଉଭୟ ପକ୍ଷ ପରସ୍ପରକୁ ସମୟ ଦେଇପାରି ନ ଥାନ୍ତେ ଓ ବୁଝି ପାରି ନ ଥାନ୍ତେ। କୋଭିଡ କଟକଣା ମାନି ଏହି ବିବାହ ଉତ୍ସବକୁ ପାଳନ କରାଯାଇଥିବା ବେଳେ ଏଥିରେ ସମୁଦାୟ ୫୦ ଜଣ ସାମିଲ ହୋଇଥିଲେ। ଅତିଥି ରୂପେ କେବଳ ସମାଜବାଦୀ ନେତା ଅଖିଳେଶ ଯାଦବ ସାମିଲ ହୋଇଥିଲେ।

ଦିଲ୍ଲୀରେ ତେଜସ୍ୱୀ ଓ ରାଜଶ୍ରୀଙ୍କ ହାତଗଣ୍ଠି ପଡ଼ିଥିବା ବେଳେ ବିହାରରେ ଏକ ଗ୍ରାଣ୍ଡ ରିସେପସନ ଆୟୋଜିତ ହେବ । ଆଗାମୀ ୨ରୁ ୩ ଦିନ ମଧ୍ୟରେ ଏହାର ତାରିଖ ଘୋଷଣା କରାଯିବ ବୋଲି ତେଜସ୍ୱୀ କହିଛନ୍ତି। ଏଥିନିମନ୍ତେ ସ୍ଥାନ ଚିହ୍ନଟ କରିବାକୁ ସମୟ ଲାଗୁଥିବା ସେ କହିଛନ୍ତି। କାରଣ ବହୁ ସଂଖ୍ୟାରେ ଆସିବାକୁ ଥିବା ଅତିଥିଙ୍କୁ ଉପଯୁକ୍ତ ଆଥିତେୟତା ପ୍ରଦାନ କରିବାକୁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରିବାକୁ ଏକ ବଡ଼ ଜାଗା ଦରକାର।  ଲାଲୁଙ୍କୁ ଭଲ ପାଉଥିବା ଲକ୍ଷାଧୀକ ଲୋକ ବୋହୂକୁ ସ୍ୱାଗତ କରିବାକୁ ଅପେକ୍ଷା କରିଥିବା ସେ କହିଛନ୍ତି।

ଅଲଗା ସମ୍ପ୍ରଦାୟରେ ତେଜସ୍ୱୀଙ୍କ ବିବାହକୁ ନେଇ ତାଙ୍କ ପରିବାର ଲୋକ ମୁହଁ ଖୋଲି ନ ଥିବା ବେଳେ ଏ ନେଇ ତାଙ୍କ ମାମୁ ସାଧୁ ଯାଦବ ଖୁଲମଖୁଲା ଅସନ୍ତୋଷ ଝାଡ଼ିଛନ୍ତି। ଯାଦବ ସମ୍ପ୍ରଦାୟର ହୋଇଥିବା ସତ୍ତ୍ୱେ ଜଣେ ଇସାଇ ଯୁବତୀଙ୍କ ସହ ନିଜ ଭଣଜାଙ୍କ ବିବାହକୁ ସହି ପାରି ନାହାନ୍ତି ମାମୁ ସାଧୁ ଯାଦବ । ହେଲେ ଏବେ ବି ନିଜ ମାମୁଙ୍କୁ ସମ୍ମାନ ଦେଉଥିବାରୁ ତାଙ୍କ ବିପକ୍ଷରେ କିଛି ବି କହିବାକୁ ଚାହୁଁ ନ ଥିବା କହିଛନ୍ତି। ଏଥିସହ ଆମେ ନୂଆ ଯୁବ ପିଢ଼ି ହୋଇଥିବାରୁ ଭେଦଭେବ ଦୂର କରିବାକୁ ଗୁରୁତ୍ୱ ଦେଉଥିବା କହିଛନ୍ତି ତେଜସ୍ୱୀ ଯାଦବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story