ଥାଇଲାଣ୍ଡ ବୋଟ ଦୁର୍ଘଟଣା: ମୃତ ତୀର୍ଥଯାତ୍ରୀଙ୍କ ସଂଖ୍ୟା ୧୫କୁ ବୃଦ୍ଧି

ବ୍ୟାଙ୍କକ: ରବିବାର ଥାଇଲାଣ୍ଡର ଅୟୁଥୟା ସହରର ଚାଓ ଫ୍ରାୟା ନଦୀରେ ଘଟିଥିବା ବୋଟ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି। ଏବେ ବି ୧୧ଜଣ ତୀର୍ଥଯାତ୍ରୀ ନିଖୋଜ ଅଛନ୍ତି। ଉଦ୍ଧାର ୧୪ ତୀର୍ଥଯାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ କେହି ବିଦେଶୀ ଥିବା ଜଣାପଡ଼ିନାହିଁ। ଆବଶ୍ୟକଠାରୁ ଅଧିକ ଯାତ୍ରୀ ବୋଟ୍‌ରେ ଥିବାରୁ ଭାରସାମ୍ୟ ହରାଇ ବୋଟ୍‌ଟି ନଦୀ ଭିତରେ ଥିବା ଏକ ସିମେଣ୍ଟ ଖଉଣ୍ଟରେ ପିଟି ହୋଇଯାଇଥିଲା।

Thailand Boat Accident

Thailand Boat Accident

Rakesh Mallick
  • Published: Monday, 19 September 2016
  • Updated: 04 May 2017, 03:44 PM IST

ବ୍ୟାଙ୍କକ: ରବିବାର ଥାଇଲାଣ୍ଡର ଅୟୁଥୟା ସହରର ଚାଓ ଫ୍ରାୟା ନଦୀରେ ଘଟିଥିବା ବୋଟ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି। ଏବେ ବି ୧୧ଜଣ ତୀର୍ଥଯାତ୍ରୀ ନିଖୋଜ ଅଛନ୍ତି। ଉଦ୍ଧାର ୧୪ ତୀର୍ଥଯାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ କେହି ବିଦେଶୀ ଥିବା ଜଣାପଡ଼ିନାହିଁ।

ଆବଶ୍ୟକଠାରୁ ଅଧିକ ଯାତ୍ରୀ ବୋଟ୍‌ରେ ଥିବାରୁ ଭାରସାମ୍ୟ ହରାଇ ବୋଟ୍‌ଟି ନଦୀ ଭିତରେ ଥିବା ଏକ ସିମେଣ୍ଟ ଖଉଣ୍ଟରେ ପିଟି ହୋଇଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story