ହାଲୁକା ବିମାନ “ତେଜସ୍‌” ବାୟୁ ସେନାରେ ସାମିଲ

ନୂଆଦିଲ୍ଲୀ: ୩୩ ବର୍ଷର ଉଦ୍ୟମ ସଫଳ ହୋଇଛି।  ସ୍ୱଦେଶୀ ଜ୍ଞାନକୌଶଳ ନିର୍ମିତ ହାଲୁକା ବିମାନ “ତେଜସ୍‌” ବାୟୁ ସେନାରେ ସାମିଲ ହୋଇଛି। ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍-ହାଲ୍‌ କର୍ତ୍ତୃପକ୍ଷ ଆଜି ବେଙ୍ଗାଲୁରୁରେ ପ୍ରଥମ ଦୁଇଟି ‘ତେଜସ୍’ ବିମାନକୁ ବାୟୁସେନାକୁ ହସ୍ତାନ୍ତର କରିବା ପରେ ଏହାର ସଫଳ ଉଡ଼ାଣ ହୋଇଛି। ‘ତେଜସ୍‌’  ବିମାନକୁ ନେଇ ଗଠନ ହେବାକୁ ଥିବା ପ୍ରଥମ ସ୍କ୍ୱାଡ୍ରନ୍‌ର ନାଁ “ ଫ୍ଳାଇଂ ଡାଗର୍ସ ୪୫” ରଖାଯାଇଛି। ଏହି ସ୍କ୍ୱାଡ୍ରନ୍‌ରେ ମୋଟ ୨୦ଟି ‘ତେଜସ’ ରହିବ। ତେଜସ୍‌ […]

odisha reporter

odisha reporter

Rakesh Mallick
  • Published: Friday, 01 July 2016
  • Updated: 01 July 2016, 03:20 PM IST

Sports

Latest News

ନୂଆଦିଲ୍ଲୀ: ୩୩ ବର୍ଷର ଉଦ୍ୟମ ସଫଳ ହୋଇଛି।  ସ୍ୱଦେଶୀ ଜ୍ଞାନକୌଶଳ ନିର୍ମିତ ହାଲୁକା ବିମାନ “ତେଜସ୍‌” ବାୟୁ ସେନାରେ ସାମିଲ ହୋଇଛି। ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍-ହାଲ୍‌ କର୍ତ୍ତୃପକ୍ଷ ଆଜି ବେଙ୍ଗାଲୁରୁରେ ପ୍ରଥମ ଦୁଇଟି ‘ତେଜସ୍’ ବିମାନକୁ ବାୟୁସେନାକୁ ହସ୍ତାନ୍ତର କରିବା ପରେ ଏହାର ସଫଳ ଉଡ଼ାଣ ହୋଇଛି। ‘ତେଜସ୍‌’  ବିମାନକୁ ନେଇ ଗଠନ ହେବାକୁ ଥିବା ପ୍ରଥମ ସ୍କ୍ୱାଡ୍ରନ୍‌ର ନାଁ “ ଫ୍ଳାଇଂ ଡାଗର୍ସ ୪୫” ରଖାଯାଇଛି। ଏହି ସ୍କ୍ୱାଡ୍ରନ୍‌ରେ ମୋଟ ୨୦ଟି ‘ତେଜସ’ ରହିବ। ତେଜସ୍‌ ବିମାନରେ ବେଗ ଘଣ୍ଟା ପ୍ରତି ୧,୩୫୦ କିଲୋମିଟର ରହିଛି। ଥରେ ଇନ୍ଧନ ଭରିବା ପରେ ଏହା ୪୦୦ କିଲୋମିଟର ପର୍ଯ୍ୟନ୍ତ ଉଡ଼ାଣ ଭରିପାରିବ।

ତେଜସ୍‌ ପରି ଲାଇଟ୍ କମ୍ବାଟ୍ ଏୟାରକ୍ରାଫ୍ଟ ବା ଏଲସିଏର ପରିକଳ୍ପନା ୧୯୮୫ ମସିହାରେ କରାଯାଇଥିଲା। ୧୯୯୪ରେ  ‘ମିଗ୍’ ବିମାନକୁ  ହଟାଇ ଏହାକୁ ସାମିଲ  ପାଇଁ ବାୟୁ ସେନା ନିଷ୍ପତ୍ତି ନେଇଥିଲା। ପ୍ରଥମ ଦୁଇ ବର୍ଷ ‘ତେଜସ’ର ସ୍କ୍ୱାଡ୍ରନ ବେଙ୍ଗଲୁରୁ ବେସରେ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story