କୋଲକାତା: ପୁଣି ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ (ଟିଏମସି)ର ନେତାଙ୍କୁ ସିବିଆଇ ଚିଟଫଣ୍ଡ ସ୍କାମରେ ସମନ୍ କରିଛି। ୧୦ ହଜାର କୋଟି ଟଙ୍କାର ଏହି ଠକେଇ ମାମଲାରେ ସିବିଆଇ ମମତା ସରକାରରେ ମନ୍ତ୍ରୀ ଥିବା ପାର୍ଥ ଚାଟାର୍ଜୀଙ୍କୁ ସମନ୍ କରିଛି।
ଆଜି ଅପରାହ୍ନ ୨ଟା ପରେ କୋଲକାତା ସ୍ଥିତ ସିବିଆଇ ଅଫିସକୁ ମନ୍ତ୍ରୀ ଚାଟାର୍ଜୀ ଆସିବେ ବୋଲି ଜଣାପଡ଼ିଛି। ଏବେ ମମତା ସରକାରରେ ଶିକ୍ଷା ମନ୍ତ୍ରୀ ରହିଛନ୍ତି ପାର୍ଥ ଚାଟାର୍ଜୀ। ନିକଟରେ ଟିଏମସି ସାଂସଦ ତଥା ମମତାଙ୍କ ଘନିଷ୍ଠ ସହଯୋଗୀ ଡାରେକ ଓବ୍ରାଏନ ମଧ୍ୟ ତିନି ଘଣ୍ଟା ଧରି ସିବିଆଇ ଜେରାର ସମ୍ମୁଖୀନ ହୋଇଥିଲେ।
୨୦୧୩ ମସିହାରେ ହୋଇଥିବା ଏହି ଚିଟଫଣ୍ଡ ଦୂର୍ନୀତିରେ ଶାସକ ଦଳ ଟିଏମସି ସହିତ ଅନେକ ଅଫିସର ସାମିଲ୍ ଥିବା ସିବିଆଇ ଜାଣିବାକୁ ପାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
'ଓଡ଼ିଶା ସନ୍ଥ ଓ ବିଦ୍ୱାନଙ୍କ ଧରିତ୍ରୀ', ଭୀମ ଭୋଇଙ୍କ କବିତା କହିଲେ ପ୍ରଧାନମନ୍ତ୍ରୀ
ଦିଲ୍ଲୀରେ ଆୟୋଜିତ 'ଓଡ଼ିଶା ପର୍ବ' ୨୦୨୪ରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
Politics
ଇସ୍ତଫା ଦେଲେ ହେମନ୍ତ ସୋରେନ, ନଭେମ୍ବର ୨୮ରେ ନେବେ ଶପଥ
ରାଜ୍ୟପାଳ ସନ୍ତୋଷ ଗଙ୍ଗୱାରଙ୍କୁ ଭେଟି ଇସ୍ରଫା ଦେଲେ ହେମନ୍ତ ସୋରେନ।
Politics
ଆସନ୍ତାକାଲି ଶପଥ ନେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ!
ବିଜେପି ନେତୃତ୍ୱାଧୀନ ମହୁୟୁତି ମିଳିତ ମଞ୍ଚ ସରକାର ଗଠନ କରିବାକୁ ଦାବି କରିଛି।
Crime
ଜାମା ମସଜିଦ ସର୍ଭେ ବେଳେ ଉତ୍ତେଜନା; ୩ ମୃତ, ୩୦ ପୁଲିସ ଆହତ
ଶାହି ଜାମା ମସଜିଦ ସର୍ଭେ ସମୟରେ ସର୍ଭେ ଟିମ୍ ଉପରକୁ କିଛି ଲୋକ ପଥର ମାଡ଼ କରିଥିଲେ।
Viral
ଅଟୋକୁ ଧକ୍କା ଦେଲା କାର୍, ପୁଲିସ୍ କର୍ମଚାରୀଙ୍କୁ ନିର୍ଦ୍ଧୁମ ଛେଚିଲେ ସ୍ଥାନୀୟ ଲୋକ
ପୁଲିସ କର୍ମଚାରୀଙ୍କୁ ସ୍ଥାନୀୟ ଲୋକେ ମାଡ଼ ମାରିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।