ଟ୍ରମ୍ପଙ୍କ ଟ୍ରେଡ୍‌ ଝଟ୍‌କା, ଭାରତ କହିଲା ପ୍ରଭାବ ପଡ଼ିବନି

ନୂଆଦିଲ୍ଲୀ: ଭାରତ ବର୍ତ୍ତମାନ ସୁବିଧା ନେଉଥିବା ‘ପ୍ରିଫରେନ୍‌ସିଆଲ ଟ୍ରେଡ୍‌ ଟ୍ରିଟ୍‌ମେଣ୍ଟ’ ବନ୍ଦ କରାଯିବ ବୋଲି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ଏହାର ବିଶେଷ କିଛି ପ୍ରଭାବ ପଡ଼ିବନି ବୋଲି ଭାରତ ତା’ର ପ୍ରତିକ୍ରିୟାରେ କହିଛି। ବର୍ତ୍ତମାନ ୫୬୦ କୋଟି ଡଲାର ମୂଲ୍ୟର ଭାରତୀୟ ଉତ୍ପାଦ ଉପରେ ଶୁଳ୍କ ଲାଗୁନି। ଏହାକୁ ଜେନେରାଲାଇଜ୍‌ଡ ସିଷ୍ଟମ୍‌ ଅଫ୍ ପ୍ରିଫରେନ୍ସ ବା ଜିଏସ୍‌ପି କୁହାଯାଏ। କେନ୍ଦ୍ର ବାଣିଜ୍ୟ ସଚିବ ଅନୁପ ୱଦ୍ଧୱାନ୍‌ କହିଛନ୍ତି, ଏଥିରେ ରପ୍ତାନୀ ଉପରେ […]

modi

modi

Subrat Kumar Nayak
  • Published: Tuesday, 05 March 2019
  • Updated: 05 March 2019, 05:58 PM IST

Sports

Latest News

ନୂଆଦିଲ୍ଲୀ: ଭାରତ ବର୍ତ୍ତମାନ ସୁବିଧା ନେଉଥିବା ‘ପ୍ରିଫରେନ୍‌ସିଆଲ ଟ୍ରେଡ୍‌ ଟ୍ରିଟ୍‌ମେଣ୍ଟ’ ବନ୍ଦ କରାଯିବ ବୋଲି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ଏହାର ବିଶେଷ କିଛି ପ୍ରଭାବ ପଡ଼ିବନି ବୋଲି ଭାରତ ତା'ର ପ୍ରତିକ୍ରିୟାରେ କହିଛି। ବର୍ତ୍ତମାନ ୫୬୦ କୋଟି ଡଲାର ମୂଲ୍ୟର ଭାରତୀୟ ଉତ୍ପାଦ ଉପରେ ଶୁଳ୍କ ଲାଗୁନି। ଏହାକୁ ଜେନେରାଲାଇଜ୍‌ଡ ସିଷ୍ଟମ୍‌ ଅଫ୍ ପ୍ରିଫରେନ୍ସ ବା ଜିଏସ୍‌ପି କୁହାଯାଏ।

କେନ୍ଦ୍ର ବାଣିଜ୍ୟ ସଚିବ ଅନୁପ ୱଦ୍ଧୱାନ୍‌ କହିଛନ୍ତି, ଏଥିରେ ରପ୍ତାନୀ ଉପରେ କୌଣସି ପ୍ରଭାବ ପଡ଼ିବନି ଏବଂ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ରଙ୍କୁ ମଧ୍ୟ କିଛି ଫାଇଦା ହେବନି। ଭାରତ ଯାହା ମଧ୍ୟ ଟାରିଫ୍‌ ଲାଗୁ କରିଛି ବିଶ୍ୱ ବାଣିଜ୍ୟିକ ସଂଗଠନ ଅନୁଯାୟୀ ତାହା ସୁସଂଗତ। ଏବେ କେବଳ ୧.୯ କୋଟି ଡଲାର ମୂଲ୍ୟର ଉତ୍ପାଦ ଉପରେ ଏହାର ପ୍ରଭାବ ପଡ଼ିବ। ଏହି ଉତ୍ପାଦ ମଧ୍ୟରେ କିଛି କଞ୍ଚାମାଲ ଏବଂ ଅର୍ଗାନିକ୍‌ କେମିକାଲ ଆଦି ରହିଛି।

ସୂଚନାଯୋଗ୍ୟ ଯେ, ଟ୍ରମ୍ପ ଭାରତକୁ ‘ହାଇ ଟାରିଫ୍‌ କଣ୍ଟ୍ରି’ କହିଥିଲେ। ଏହାର ପ୍ରତିକ୍ରିୟାରେ ଅନୁପ କହିଥିଲେ, ଭାରତ ଏକ ହାଇ-ଟାରିଫ୍‌ ଲଗାଇଥିବା ଦେଶ ନୁହେଁ। ଅନ୍ୟପକ୍ଷରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଟ୍ରେଡ୍‌କୁ ନେଇ ଆମେରିକା ସହିତ ବର୍ତ୍ତମାନ ମଧ୍ୟ ଆଲୋଚନା ଚାଲୁ ରହିଛି ବୋଲି ସେ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story