ମୋଦିଙ୍କୁ ମିଳିଲା ଆମେରିକାର ଶୀର୍ଷ ସମ୍ମାନ, ଜାଣନ୍ତୁ କାରଣ

ୱାଶିଂଟନ୍: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମେରିକାର ସମ୍ମାନଜନ ଲେଜିଅନ ଅଫ ମେରିଟ୍‌ ପୁରସ୍କାରରେ ସମ୍ମାନିତ କରାଯାଇଛି। ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଏହା ମୋଦିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି। ମୋଦିଙ୍କ ନେତୃତ୍ୱରେ ଭାରତ ଓ ଆମେରିକା ମଧ୍ୟରେ ରଣନୀତିକ ଭାଗିଦାରୀ ଆଗକୁ ବଢ଼ିଛି। ସେହିପରି ତାଙ୍କ ନେତୃତ୍ୱରେ ଭାରତ ବିଶ୍ୱ ଶକ୍ତି ଭାବରେ ଉଭା ହୋଇଥିବାରୁ ଟ୍ରମ୍ପ ବନ୍ଧୁ ମୋଦିଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ତରଫରୁ ଆମେରିକାରେ ଅବସ୍ଥାପିତ […]

a

a

Hemant Lenka
  • Published: Tuesday, 22 December 2020
  • Updated: 22 December 2020, 10:14 AM IST

Sports

Latest News

ୱାଶିଂଟନ୍: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମେରିକାର ସମ୍ମାନଜନ ଲେଜିଅନ ଅଫ ମେରିଟ୍‌ ପୁରସ୍କାରରେ ସମ୍ମାନିତ କରାଯାଇଛି। ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଏହା ମୋଦିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି।

ମୋଦିଙ୍କ ନେତୃତ୍ୱରେ ଭାରତ ଓ ଆମେରିକା ମଧ୍ୟରେ ରଣନୀତିକ ଭାଗିଦାରୀ ଆଗକୁ ବଢ଼ିଛି। ସେହିପରି ତାଙ୍କ ନେତୃତ୍ୱରେ ଭାରତ ବିଶ୍ୱ ଶକ୍ତି ଭାବରେ ଉଭା ହୋଇଥିବାରୁ ଟ୍ରମ୍ପ ବନ୍ଧୁ ମୋଦିଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ତରଫରୁ ଆମେରିକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ତାରନଜିତ ସିଂହ ସାନ୍ଧୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ରବର୍ଟ ଓ’ବ୍ରିଏନ୍ ହ୍ୱାଇଟ ହାଉସ୍‌ରେ ତାଙ୍କୁ ଏହି ପୁରସ୍କାର ହସ୍ତାନ୍ତର କରିଛନ୍ତି।

ଓ’ବ୍ରିଏନ୍ ଟ୍ୱିଟ କରି କହିଛନ୍ତି, “ଆମେରିକା ଓ ଭାରତ ମଧ୍ୟରେ ସୁସମ୍ପର୍କ ଓ ରଣନୀତିକ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ଦିଗରେ ମୋଦି ନେତୃତ୍ୱ ନେଇଥିବାରୁ ରାଷ୍ଟ୍ରପତି ଟ୍ରମ୍ପ ତାଙ୍କୁ ଲେଜିଅନ୍ ଅଫ୍ ମେରିଟ୍ ସମ୍ମାନ ପ୍ରଦାନ କରିଛନ୍ତି।”

ଗୋଟିଏ ଦେଶ ବା ସରକାରର ମୁଖ୍ୟଙ୍କୁ ଦିଆଯାଉଥିବା ଆମେରିକାର ସବୁଠାରୁ ସମ୍ମାନଜନକ ପୁରସ୍କାର ହେଉଛି ଲେଜିଅନ୍ ଅଫ୍ ମେରିଟ୍।

ମୋଦିଙ୍କ ବ୍ୟତୀତ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ଓ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ମଧ୍ୟ ଟ୍ରମ୍ପ ଲେଜିଅନ ଅଫ ମେରିଟ୍‌ ସମ୍ମାନରେ ସମ୍ମାନିତ କରିଛନ୍ତି। ଆମେରିକାରେ ଥିବା ସେମାନଙ୍କର ପ୍ରତିନିଧିମାନେ ଓ’ବ୍ରାଏନଙ୍କୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story